ନିଜ ଘରେ ଲଗାନ୍ତୁ ଏହି 3ଟି ଫଟୋ, ତାପରେ ଦେଖନ୍ତୁ ଚମତ୍କାର, ସଂସାରର ସବୁ ସୁଖ ମିଳିବ- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜିକାଲି ଦୁନିଆ ରେ ଭିନ୍ନ ଭିନ୍ନ ଧରଣର ବ୍ୟକ୍ତି ମାନେ ବାସ କରୁଛନ୍ତି । ସେମାନେ ନିଜ ଜୀବନକୁ ଆନନ୍ଦ ର ସହିତ ବିତାଉଛନ୍ତି । କିନ୍ତୁ କିଛି ଏଭଳି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁ ମାନେ ବାସ୍ତୁ ଦୋଷ କାରଣରୁ ନିଜ ଜୀବନ କୁ ଆନନ୍ଦ ରେ ଅତିବାହିତ କରିପାରୁ ନାହାନ୍ତି ।

ତେବେ ଯଦି ଆପଣ ବାସ୍ତୁ ଶାସ୍ତ୍ର କୁ ବିଶ୍ୱାସ ଅଥବା ଭରସା କରୁଥିବେ ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ୩ଟି ଫଟୋ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ବାସ୍ତୁ ଦୋଷ ଦୁର ହୋଇଥାଏ ଏବଂ ସେହି ଘରେ ସଦା ସର୍ବଦା ମାତାଲକ୍ଷ୍ମୀ ବାସ କରନ୍ତି ।

ଏହା ସହିତ ସେହି ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ର ବିନାଶ ଘଟି ସକରାତ୍ମକ ଶକ୍ତି ର ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, ‘ଭଗବାନ ଗଣେଶ ଙ୍କ ଫଟୋ’ । ଗଣେଶ ଙ୍କୁ ବିଘ୍ନ ହର୍ତା ବୋଲି କୁହାଯାଏ । ଯଦି ଆପଣ ନିଜ ଘରେ ଧନର ବୃଦ୍ଧି ଏବଂ ସୁଖ ସମୃଦ୍ଧି ପ୍ରାପ୍ତି ନିମନ୍ତେ ଭଗବାନ ଗଣେଶ ଙ୍କ ମୂର୍ତ୍ତି ତଥା ଫଟୋ କୁ ସ୍ଥାପନ କରିବେ ତେବେ ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବ ଏବଂ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହେବ । ଏଥିପାଇଁ ଆପଣ ଘରର ମୁଖ୍ୟ ଦ୍ୱାର ରେ ଭଗବାନ ଗଣେଶ ଙ୍କ ଫଟୋ ଲଗାନ୍ତୁ ।

ଏହାଦ୍ବାରା ଆପଣଙ୍କ ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ଦୂର ହେବ ଓ ସକରାତ୍ମକ ଶକ୍ତି ର ଆଗମନ ହେବ । ଆପଣ କୌଣସି ଜରୁରୀ କାର୍ଯ୍ୟ ନିମନ୍ତେ ଯିବା ସମୟରେ ସେହି ଗଣେଶ ଭଗବାନ ଙ୍କ ଫଟୋ କୁ ଅଵଶ୍ୟ ଦର୍ଶନ କରି ଯାଆନ୍ତୁ । ଆପଣ ନିଶ୍ଚିତ ଭାବରେ କାର୍ଯ୍ୟ ରେ ସଫଳତା ହାସଲ କରିବେ ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ‘ପଞ୍ଚମୁଖୀ ହନୁମାନ ଙ୍କ ଫଟୋ’ । ଆପଣ ନିଜ ଘରର ମୁଖ ଦ୍ୱାର ର ପଛ ପଟେ ପଞ୍ଚମୁଖୀ ହନୁମାନ ଙ୍କ ଫଟୋ ଅବଶ୍ୟ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ଥିବା ନକରାତ୍ମକ ଉର୍ଜା ର ଅନ୍ତ ଘଟିବ ଏବଂ ଆପଣଙ୍କ ଘରେ ଥିବା ବାସ୍ତୁ ଦୋଷ ମଧ୍ୟ ଦୂର ହେବ । ଏହା ସହିତ ଆପଣଙ୍କ ସଦା ସର୍ବଦା ମଙ୍ଗଳ ହେବ । ଆପଣଙ୍କ ଘରେ ସୁଖ ଓ ସମୃଦ୍ଧି ର ଆଗମନ ହେବ ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, ‘ମାଛ ର ଫଟୋ’ । ଆପଣ ନିଜ ଘର ଭିତରେ ଅର୍ଥାତ ଆପଣଙ୍କ ଘର ହଲ୍ ରେ ଗୋଟିଏ ବା ଦୁଇଟି ମାଛ ର ଖେଳୁ ଥିବାର ଫଟୋ କୁ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ସକରାତ୍ମକ ଉର୍ଜା ର ସୃଷ୍ଟି ହେବ ଏବଂ ବାସ୍ତୁ ଦୋଷ ମଧ୍ୟ ଦୂର ହେବ । ଏହା ସହିତ ଆପଣଙ୍କ ସମସ୍ତ କ୍ଷେତ୍ରରେ ଉନ୍ନତି ସାଧନ ହେବ ଏବଂ ଆପଣଙ୍କ ଘର ଉପରେ କୌଣସି ବ୍ୟକ୍ତି ର କୋପ ଦୃଷ୍ଟି ପଡ଼ିବ ନାହିଁ । ଆପଣଙ୍କ ସର୍ବବିଧ ମଙ୍ଗଳ ସାଧନ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *