Jyotish Shastra- ଆସିଛି ନବରାତ୍ରି, ମା’ ଦୂର୍ଗାଙ୍କ କୃପାରୁ ସୁନା ଝୁଲଣାରେ ଝୁଲିବେ ଏହି 6 ଟି ରାଶି, ଦୁଃଖ କଷ୍ଟ ସବୁ କିଛି ଦୂର ହେବ

ବନ୍ଧୁଗଣ ଧାର୍ମିକ ପରମ୍ପରା ଅନୁଯାଇ ହିନ୍ଦୁ ନବବର୍ଷ ଆରମ୍ଭ ଚୈତ୍ର ନବରାତ୍ରିକୁ ହୋଇଥାଏ । ଏହି ନବରାତ୍ରି ମା ଦୂର୍ଗାଙ୍କ ପୂଜା ଅର୍ଚ୍ଚନା ଅତି ଧୁମଧାମରେ କରାଯାଇଥାଏ । ଚଳିତ ବର୍ଷ ନବରାତ୍ରି ଏପ୍ରିଲ ୯ରେ ଆରମ୍ଭ ହୋଇ ଏପ୍ରିଲ ୧୧ ତାରିଖରେ ନବରାତ୍ରି ଶେଷ ହେବ ଓ ଏପ୍ରିଲ ୧୦ରେ ରାମନବମୀ ପାଳନ କରାଯିବ । ଏହି ବର୍ଷ ନବରାତ୍ରି ଅତି ଖାସ ହେବାକୁ ଯାଉଛି । ଏହି ନବରାତ୍ରିରେ ଗ୍ରହ ମାନଙ୍କ ମଧ୍ୟରେ ଏକ ମହା ସଂଯୋଗ ହେବାକୁ ଯାଉଛି ।

ଯାହା ଦ୍ଵାରା କିଛି ରାଶି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ । ସିଂହ ରାଶି- ଏହି ନବରାତ୍ରିରେ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମା ଦୂର୍ଗାଙ୍କର ବିଶେଷ ଆଶୀର୍ବାଦ ପଡିବାକୁ ଯାଉଛି । ଏମାନଙ୍କ ସମୟ ଖୁବ ଆନନ୍ଦମୟ ହେବାକୁ ଯାଉଛି । ଆର୍ଥିକ ପକ୍ଷରେ ସୁଧାର ଆସିବ କାର୍ଯ୍ୟ କ୍ଷେତ୍ରରେ ପ୍ରମୋଶନ ହୋଇପାରେ । ଆପଣ ମାନଙ୍କୁ ଜୀବନର ଉନ୍ନତି ପାଇଁ ନୂଆ ନୂଆ ଅବସର ପ୍ରାପ୍ତ ହେବ ।

କୁମ୍ଭ ରାଶି- କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସୁଥିବା ନବରାତ୍ରି ବେସ ଖୁସି ଓ ଆନନ୍ଦ ନେଇ ଆସୁଛି । ଆପଣ ମାନେ ସାମାଜିକ ସ୍ତରରେ ମାନ ସମ୍ମାନ ପ୍ରାପ୍ତ କରିବେ । ବୈବାହିକ ଜୀବନ ସୁଖମୟ ରହିବ । ଚାକିରି ଓ ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ । ଆପଣ ମାନେ ଯେକୌଣସି ନୂତକ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ନିଶ୍ଚୟ ପାଇବେ ।

ତୁଳା ରାଶି- ବନ୍ଧୁଗଣ ଏହି ନବରାତ୍ରିରେ ତୁଳା ରାଶିର ବ୍ୟକ୍ତି ମାନଙ୍କ ଉପରେ ମା ଦୂର୍ଗାଙ୍କ ବିଶେଷ କୃପା ଦ୍ରୁଷ୍ଟି ପଡିବାକୁ ଯାଉଛି ଯାହା ଫଳରେ ଏମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବେରୋଜଗାର ବ୍ୟକ୍ତି ମାନଙ୍କୁ ଚାକିରି ପାଇବାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ଏହା ସହ ଆପଣ ମାନଙ୍କୁ ଅତି ଶୀଘ୍ର ଏକ ବଡ ଖୁସି ଖବର ମିଳିବ ।

କନ୍ୟା ରାଶି- ବନ୍ଧୁଗଣ ଏହି ନବରାତ୍ରିରେ କନ୍ୟା ରାଶିର ବ୍ୟକ୍ତି ମାନଙ୍କ ଜୀବନ ସଂପୂର୍ଣ୍ଣ ବଦଳିଯିବ । ଆପଣ ମାନେ ବ୍ୟାପର ଓ ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ଲଭ ଲାଇଫ ବହୁତ ଭଲ କଟିବ । ବାପା ମାଙ୍କ ଆଶୀର୍ବାଦ ଆପଣ ମାନଙ୍କ ଉପରେ ରହିବ । ଆଗାମୀ ସମୟରେ ଆପଣ ବାହାନ, ଭୂମି ଓ ଘର କିଣି ପାରନ୍ତି ।

ମିଥୁନ ରାଶି- ବନ୍ଧୁଗଣ ଏହି ନବରାତ୍ରିରେ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମା ଦୂର୍ଗାଙ୍କ ବିଶେଷ କୃପା ଦ୍ରୁଷ୍ଟି ପଡିବାକୁ ଯାଉଛି । ଆପଣ ମାନଙ୍କ ଅଟକି ରହିବା ଟଙ୍କା ଆପଣ ଫେରି ପାଇବେ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବାକୁ ଯାଉଛି । ନିଜ ପରିବାର ଲୋକଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବାକୁ ଯାଇ ପାରନ୍ତି । ଦାମ୍ପତ୍ତ୍ୟ ଜୀବନ ସୁଖମୟ ରହିବ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ 

Leave a Reply

Your email address will not be published. Required fields are marked *