ମୁହଁରୁ ହଟାନ୍ତୁ ଦାଗ, ବ୍ରଣ ଜନିତ ସ୍କିନ ସମସ୍ଯା ! ଏହି ଉପାୟ ଦ୍ଵାରା ମାତ୍ର କିଛି ଦିନରେ ପାଆନ୍ତୁ ସୁନ୍ଦର ଓ ଚମକଦାର ଚେହେରା ! Beauty Tips

ନମସ୍କାର ବନ୍ଧୁଗଣ ,  ମୁହଁ  କୁ ସୁନ୍ଦର ଓ ଆକର୍ଷିତ  ରଖିବା ଉଦେଶ୍ୟରେ   ଆମେ ଅନେକ କ୍ରିମ ଲଗେଇଥାଉ । ପାର୍ଲର ଯାଇ ମୁହଁ କୁ ସୁନ୍ଦର କରିବା ପାଇଁ ବହୁତ  ଧନ କର୍ଚ କରିଥାଉ । ମାତ୍ର ଏସବୁ କରିବା ପରେ ମଧ୍ୟ ଆମ ମୁହଁ ରେ ବ୍ରଣ (pimples ) ଅତ୍ୟଧିକ ମାତ୍ରା ରେ ହେଇଥାଏ । ମୁହଁ ରେ ଯେତେ ବେଳେ ବ୍ରଣ ହୋଇଥାଏ ତେବେ ଆମ ତୁରନ୍ତ ଏହାକୁ ହଟାଇବା ପାଇଁ କିଛି କ୍ରିମ ର ପ୍ରୋୟାଗ କରିଥାଉ , ଯଦି ଏହା ଦ୍ଵାରା ବି କମିନଥାଏ ତେବେ ଆମେ ହାତ ରେ ଏହାକୁ ଫୁଟାଇ ଦେଇଥାଉ ।

ଆଉ କିଛି ଲୋକମାନେ ଏହା ଉପରେ ରସାୟନ ଜିନିଷ ମେକ୍ଅଫ କୁ ଲେପି ଥାଉ , କିନ୍ତୁ ଏହି ଉଭୟ ଆମ ଚରମ ପାଇଁ କ୍ଷତିକାରକ ହୋଇଥାଏ । ଏହି ପରିସ୍ଥିତିରେ ଆପଣ ଘରୋଇ ଉପାୟ କୁ ତିଆରି କରି ମୁହଁ ରେ ଲଗେଇବା ଉଚିତ୍ । ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପାୟ କହିବି ଯାହା କୁ ଘରେ ପ୍ରସ୍ତୁତ କରି ମୁହଁ ରେ ଲଗେଇବା ଦ୍ଵାରା ଆପଣ ମୁହଁ ରେ ହେଇଥିବା ବ୍ରଣ , କଳା ଦାଗ ଆଦି କେବଳ ତିନି ଦିନ ରେ ଦୂର ହୋଇଥାଏ ।

ଏହି ଉପାୟ କୁ କରିବା ପାଇଁ ଆପଣଙ୍କୁ ଅଧିକ କର୍ଚ  କରିବାକୁ ପଡି ନ ଥାଏ । ଏହାର ଆବଶ୍ୟକ ଜିନିଷ ସାମଗ୍ରୀ ଆପଣ ଘରୁ ସହଜ ରେ ପାଇଥାନ୍ତି । ପ୍ରଥମେ ଜିନିଷ ଯାହା ଆପଣ କୁ ଆବଶ୍ୟକ ହୋଇଥାଏ ଯଥା ନିମ ପତ୍ର   ଏହା ମୁହଁ ରେ ବ୍ରଣ କୁ ଏବଂ ଜଳିବା କୁ ଦୂର କରି ଆଉ ଥରେ ଏହା ଉଠିବାକୁ ଦେଇନଥାଏ । ତେଣୁ ଆପଣ 15  ଟି ନିମ ପତ୍ର ନେଇ ଏହାକୁ ପେଶୀ ଏଥିରେ ଏକ ଚାମୁଚ ଗୋଲାପ ଜଳ ମିଶେଇ ରଖି ଦିଅନ୍ତୁ ।

ଏହାକୁ ଆମେ ପରେ ବ୍ୟବାହାର କରିବା ଏବେ ଆପଣ ଦାନ୍ତ ସଫା କରାଯାଉଥିବା ପେଷ୍ଟ( colgate) କୁ ନେବେ ଏବଂ ଏହା ସହିତ କର୍ପୁର କୁ ନେଇ ଏହାକୁ ଗୁଣ୍ଡ କରି ପେଷ୍ଟ ଓ କର୍ପୁର ଗୁଣ୍ଡ କୁ ଭଲ ଭାବରେ ମିଶେଇ ନେବେ । ଏହା ପରେ ଏହାକୁ ଆପଣଙ୍କ ଯେଉଁ ସ୍ଥାନରେ ବ୍ରଣ ହେଇଥାଏ ସେହିଠାରେ ଲଗେଇ । କିଛି ସମୟ ପରେ ଶୁଦ୍ଧ ଜଳରେ ଧୋଇନେବେ ।

ଏହା ପରେ ଆମେ ପୂର୍ବରୁ ତିଆରି କରିକି ରଖିଥିବା ନିମ ପତ୍ର ପେଷ୍ଟ କୁ ଛାଣି ନେଇ ବାହାରି ଥିବା ରସ କୁ ଆପଣ ମୁହଁ ରେ ଲଗେଇବେ । ଧ୍ୟାନ ଦେବେ ଯେ ଏହା ଯେପରି ଆପଣଙ୍କ ଆଖି ରେ ନ ଯାଉ ରାତି ସାରା ଏହାକୁ ରଖିବେ ।

ସକାଳେ ଉଠିଲା ପରେ ଗରମ ପାଣି ରେ ମୁହଁ କୁ ଭଲ ଭାବରେ ଧୋଇନେବେ ଦେଖିବେ ଏହି ଉପାୟ କୁ ତିନି ଦିନ ପ୍ରୋୟଗ ରେ ମୁହଁ ରେ ଥିବା ବ୍ରଣ ସବୁ ଦିନ ପାଇଁ ଦୂର ହୋଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *