ମୁହଁରେ ଯେତେ ବି ପୁରୁଣା ଦାଗ ଓ ବ୍ରଣ ଥାଉ ନା କାହିଁକି ସବୁ ଗାୟବ ହେଇଯିବ, କରନ୍ତୁ ଏହି ଦେଶୀ ଉପଚାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁହଁରେ ବ୍ରଣ ହୋଇ ଦାଗ ହୋଇଯାଇ ମୁହଁ ଅସୁନ୍ଦର ଦେଖାଯିବା କାହାକୁ ମଧ୍ୟ ପସନ୍ଦ ନଥାଏ । ସମସ୍ତେ ନିଜର ଚେହେରାକୁ ଦାଗମୁକ୍ତ, ଗୋରା ଓ ଗ୍ଲୋଇଙ୍ଗ କରିବାକୁ ଚାହିଁଥାନ୍ତି । ତେବେ ଚେହେରାକୁ ସୁନ୍ଦର କରିବା ପାଇଁ ଏକ ବହୁତ ଭଲ ଘରୋଇ ଉପଚାର ବିଷୟରେ ଚାଲନ୍ତୁ ଜାଣିବା । ତେବେ ଚେହେରାକୁ ସୁନ୍ଦର କରିବା ପାଇଁ ଆପଣଙ୍କୁ ୨ ଟି ଉପଚାର କରିବାକୁ ପଡିବ ।

ପ୍ରଥମ ଉପଚାର ପାଇଁ ଆପଣଙ୍କୁ ୨ ଟି ସାମଗ୍ରୀର ଆବଶ୍ୟକତା ରହିଛି । ତାହା ହେଉଛି ଆଲୋଭେରା ଓ ଅନ୍ୟଟି କର୍ପୁର । ଆଲୋଭେରା ମୁହଁରୁ ବ୍ରଣ ଦୂର କରିବା ପାଇଁ ବହୁତ ସାହାଜ୍ଯକାରୀ ହୋଇଥାଏ । କର୍ପୁର ମଧ୍ୟ ବ୍ରଣ, ବ୍ରଣ ଦାଗକୁ ଦୂର କରିବା ପାଇଁ ସାହାଜ୍ଯ କରିଥାଏ । ତେବେ ପ୍ରଥମେ କିଛି ଆଲୋଭେରା ଜେଲରେ ୧ ରୁ ୨ ଟି କର୍ପୁରକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ ।

ତାପରେ ସେହି ଜେଲକୁ ନିଜ ମୁହଁରେ ଭଲ ଭାବରେ ଲଗାଇ ଦିଅନ୍ତୁ । ତାପରେ ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ମୁହଁରେ ରଖି ତାପରେ ପାଣି ସହାୟତାରେ ଏହାକୁ ଧୋଇ ପରିଷ୍କାର କରିଦେବେ । ତାପରେ ଆପଣଙ୍କୁ ଦିତୀୟ ସୋପାନ ରେମିଡି ଉପଚାର କରିବାକୁ ପଡିବ ।

ସେଥିପାଇଁ ଆପଣଙ୍କୁ ୭ ରୁ ୮ ଟି  ତୁଳସୀ ପତ୍ର ନେଇ ତାହାକୁ ଭଲ ଭାବରେ ଧୋଇ ସେଥିରେ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ଛେଚି ତାହାର ରସ ପ୍ରସ୍ତୁତ କରନ୍ତୁ । ତ୍ଵଚାର ତେଲ ଗ୍ରନ୍ଥିର ସନ୍ତୁଳନକୁ ଠିକ କରି ରଖିଥାଏ । ଯାହା ଦ୍ଵାରା ମୁହଁରେ ପିମ୍ପଲ ସମସ୍ଯା ହୋଇନଥାଏ । ତାପରେ ଏକ ତୁଳା ସାମାଜ୍ୟରେ ଏହାକୁ ମୁହଁରେ ଭଲ ଭାବରେ ଲଗାଇ ଦିଅନ୍ତୁ ।

ତାପରେ ଏହାକୁ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ରଖି ତାପରେ ମୁହଁକୁ ଖାଲି ପାଣି ସହାୟତାରେ ଧୋଇ ପରିଷ୍କାର କରିଦେବେ । ଏହି ରେମିଡିକୁ ଆପଣ ସବୁ ଦିନ ନିଜ ଚେହେରାରେ ପ୍ରୟୋଗ କରିପାରିବେ । ଏହା ଛଡା ଆପଣ ଏହି ରେମିଡିକୁ ଦିନେ ଛଡା ଦିନେ ମଧ୍ୟ ବ୍ୟବହାର କରିପାରିବେ ।

ଏହା ସଂପୂର୍ଣ୍ଣ ରୂପେ ପ୍ରାକୃତିକ ଅଟେ । ଏହା ଆପଣଙ୍କ ସ୍କିନରେ କୌଣସି ପ୍ରକାର ସାଇଡଇଫେକ୍ଟ ମଧ୍ୟ ପକାଇବ ନାହିଁ । ଏହାକୁ କରିବାର ପ୍ରଥମ ଦିନରୁ ହିଁ ଆପଣ ଚେହେରାରେ ବହୁତ ଭଲ ରେଜଲ୍ଟ ଦେଖିବାକୁ ପାଇବେ । ଏହା ସହିତ ଆପଣ ଯଦି ଏହି ରେମିଡିକୁ କିଛି ଦିନ କଣ୍ଟିନ୍ୟୁ କରନ୍ତି ।

ତେବେ ଏହା ବହୁତ ଭଲ ଫାଇଦା ଆପଣଙ୍କ ତ୍ଵଚାକୁ ଦେବ । ତେବେ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *