ମୁହଁର ବ୍ରଣ ଓ କଳା ଦାଗ ଚିହ୍ନ ସବୁଦିନ ପାଇଁ ଗାୟବ ହେଇଯିବ, କେବଳ କରନ୍ତୁ ଏହି ଉପାୟ (Remove Pimples)

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଏକ ସହଜ ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଫଳରେ ଆପଣ ନିଜର ବ୍ରଣ କୁ ମାତ୍ର ୩ ଦିନରେ ଦୂର କରି ପାରିବେ । ଏହି ଉପଚାର ଆପଣଙ୍କ ବ୍ରଣ ର ଦାଗ କୁ ମଧ୍ୟ ରିମୁଭ କରିଦେବ । ଆମ୍ଭ ସମସ୍ତଙ୍କୁ ବ୍ରଣ ଆସିଥାଏ ଯାହା ସବୁଠାରୁ ବଡ ସମସ୍ୟା ହୋଇଥାଏ । ଏବଂ ଆମ୍ଭେ ତାକୁ ଲୁଚାଇବା ପାଇଁ ବହୁତ ଅଧିକ ମେକଅପ ତା ଉପରେ ଲିପିଦେଉ । ମାତ୍ର ଆପଣ କେବେ ମଧ୍ୟ ବ୍ରଣ ଉପରେ ମେକଅପ କରନ୍ତୁ ନାହିଁ ।

ଏହା ଆପଣଙ୍କ ସ୍କିନ ପାଇଁ ବହୁତ ଖରାପ ହୋଇଥାଏ । ଆମ୍ଭେ ପ୍ରାଏ ତ ବ୍ରଣ କୁ ଲୁଚାଇବା ନିମନ୍ତେ ମେକଅପ କରିଦେଇଥାଉ, ଏଠି ନିମନ୍ତେ ଆମ୍ଭ ସ୍କିନ ସଂପୂର୍ଣ୍ଣ ଭାବରେ ଖରାପ ହୋଇଯାଇଥାଏ । ଆସନ୍ତୁ ଏବେ ଜାଣିବା ନିଜ ମୁହଁରୁ ବ୍ରଣ କୁ କିଭଳି ଦୂର କରିବେ ? ଏହି ଉପାୟ କୁ ବନାଇବା ନିମନ୍ତେ ଆପଣଙ୍କୁ ପ୍ରଥମେ ନିମ୍ବପତ୍ର ର ଆବଶ୍ୟକ ହେବ । ଆପଣ ୧୦ ରୁ ୧୨ ଟି ନିମ୍ବପତ୍ର ନିଅନ୍ତୁ ।

ଏହାପରେ ଏହାକୁ ଭଲ ଭ୍ବାରେ ସଫା କରି ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ ଅଥବା ଭଲ ଭାବରେ କୁଟି ନିଅନ୍ତୁ । ଏହାପରେ ଏହାକୁ ଏକ ପାତ୍ର ରେ ବାହାର କରି ନିଅନ୍ତୁ । ଏହାପରେ ଆପଣ ଏଠି ୧ ରୁ ୨ ଚାମଚ ଗୋଲାପ ଜଳ ମିଶାଇ ଦିଅନ୍ତୁ । ଏହାପରେ ଏହାକୁ କିଛି ସମୟ ପାଇଁ ରଖି ଦିଅନ୍ତୁ । ଆପଣ ଏକ ପେଷ୍ଟ ନିଅନ୍ତୁ, ଏହାପରେ ଅଳ୍ପ ପୂଜା କର୍ପୁର ନେଇ ହାତରେ ଗୁଣ୍ଡା କରି ଏହି ଦୁଇଟି ଜିନିଷ କୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ଏହାପରେ ଆପଣଙ୍କ ଚେହେରାର ଯେଉଁ ଜାଗାରେ ବ୍ରଣ ହୋଇଛି ସେହି ଜାଗାରେ ଏହାକୁ ଭଲ ଭବାରେ ଲଗାଇ ଦିଅନ୍ତୁ । ଏହାପରେ ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ଅଳ୍ପ ଗରମ ପାଣି ରେ ନିଜ ଚେହେରାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାପରେ ଆପଣ ପୁରବାରୁ ରଖିଥିବା ନିମ୍ବପତ୍ର ର ରେମିଡି କୁ ଆଣି ଆଉ ଏକ ପାତ୍ର ରେ ତାକୁ ଛାଣି ବାହାର କରି ଦିଅନ୍ତୁ । ଏହାପରେ ଏହାକୁ ଆପଣ ଏକ ତୁଳା ସାହାର୍ଯ୍ୟ ରେ ଏହାକୁ ନେଇ ନିଜ ଚେହେରାରେ ପ୍ରୟୋଗ କରନ୍ତୁ ।

ମାତ୍ର ଧ୍ୟାନ ରଖିବେ ଯେ ଆପଣ ଯେପରି ଏହାକୁ ନିଜ ଆଖିରେ ଲଗାଇବେ ନାହିଁ । ବିଶେଷ କରି ଯେଉଁ ଜାଗାରେ ଆପଣଙ୍କ ବ୍ରଣ ହୋଇଛି ସେହି ଜାଗାରେ ଭଲ ଭାବରେ ଏହାକୁ ଲଗାନ୍ତୁ । ଏହାକୁ ଆପଣ ସଂପୂର୍ଣ୍ଣ ରାତିସାରା ଏହିଭଳି ଲଗାଇ ଛାଡି ନିଅନ୍ତୁ । ଏହାପରେ ସକାଳେ ଫ୍ରେସ ପାଣିରେ ନିଜ ମୁହଁ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *