ମୟୁର ପରର 20 ଟି ଅଦ୍ଭୁତ ଚମତ୍କାରୀ ଫାଇଦା, ଘରେ ହେବ ଟଙ୍କାର ବର୍ଷା, ମିଳିବ ୧୦୦ % ଉନ୍ନତି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି ।

ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ ।

ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ ।

ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । ବନ୍ଧୁଗଣ ଆପଣ ମାନେ ମୟୁର ପର ତ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଆପଣ କଣ ଜାଣିଛନ୍ତି ଏହି ମୟୁର ପର ରେ ମଧ୍ୟ କେତେକ ଆଲୌକିକ ଗୁଣ ରହିଛି । ଆଜି ଆମେ ଆପଣଂକୁ ମୟୁର ପର ସହିତ ଜଡିତ କେତେକ ଅଦ୍ଭୁତ କଥା ସମ୍ପର୍କରେ ଜଣାଇବୁ ।

ବନ୍ଧୁଗଣ ମୟୁର ପର ରେ ଥିବା ଏହି ଅଦ୍ଭୁତ କଥା ସମ୍ପର୍କରେ ଜାଣିଲେ ଆପଣ ମଧ୍ୟ ଏହାକୁ ତୁରନ୍ତ ଘରକୁ ଆଣିବେ । ପୌରାଣିକ କଥା ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଙ୍କ ମୁକୁଟ ରେ ମୟୁର ପର ଲାଗିଥାଏ ଓ ଠିକ ସେହିପରି ଇନ୍ଦ୍ର ଦେବ ମଧ୍ୟ ମୟୁର ପର ରେ ତିଆରି ସିଂହାସନ ଉପରେ ବସିଥାନ୍ତି । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଘରେ ଦୁଇଟି ମୟୁର ପର କୁ ଏକାଠି ରଖିଥାଏ ସେହି ଘରେ କେବେ ମଧ୍ୟ କେହି କାହାଠାରୁ ଅଲଗା ହୋଇ ନ ଥାନ୍ତି । ଘରେ ସମସ୍ତେ ଏକତ୍ର ରହିଥାନ୍ତି ।

ଯେଉଁ ବ୍ୟକ୍ତି ନିଜ ପାଖରେ ମୟୁର ପର ରଖିଥାଏ ସେ କେବେ ମଧ୍ୟ କୌଣସି ବିପଦ ରେ ପଡି ନ ଥାଏ । ସେ ସବୁବେଳେ ସମସ୍ତ ଦୁର୍ଘଟଣା ରୁ ରକ୍ଷା ପାଇଥାଏ । ମୟୁର ପର କୁ ଘରେ ରଖିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ର ଅନ୍ତ ହୋଇଥାଏ ଓ ସକରାତ୍ମକ ଶକ୍ତି ର ବାସ ହୋଇଥାଏ । ଯଦି ଆପଣଙ୍କ ସନ୍ତାନ ଠିକ ଭାବରେ ପାଠ ପଢୁ ନାହିଁ ତେବେ ଆପଣ ତା ବ୍ୟାଗ ରେ ମୟୁର ପର ରଖିଦିଅନ୍ତୁ ଆପଣ ଦେଖିବେ ସେ ବୁଦ୍ଧିମାନ ହୋଇଯିବ ।

ଆପଣଙ୍କ ପକେଟ କିମ୍ବା ଡାଏରି ରେ ମୟୁର ପର ରଖିବା ଦ୍ଵାରା ରାହୁ ର କୁ ପ୍ରଭାବ ଆପଣଙ୍କ ଉପରେ ପଡିନଥାଏ । ମୟୁର ମାନଙ୍କ ପ୍ରିୟ ଖାଦ୍ୟ ସାପ ହୋଇଥାଏ ଯଦି ଆପଣଂକୁ ସାପ କୁ ଭୟ ଲାଗେ ତେବେ ଆପଣ ନିଜ ପାଖରେ ନିଶ୍ଚିତ ଏକ ମୟୁର ପର ରଖନ୍ତୁ ।

ବେଳେବେଳେ ମୟୁର ପର କୁ ମୁଣ୍ଡ ରେ ଧାରଣ କରିବା ଦ୍ୱାରା ବିଦ୍ୟା ଲାଭ ହୋଇଥାଏ । ଯଦି ଆପଣଙ୍କ ର ଘର ର ମୁଖ୍ୟ ଦ୍ଵାର ରେ ବାସ୍ତୁ ଦୋଷ ଅଛି ତେବେ ସେଠାରେ ତିନୋଟି ମୟୁର ପର କୁ ଏକାଠି ରଖି ତା ତଳେ ଗଣେଶ ଙ୍କ ମୂର୍ତ୍ତି କିମ୍ବା ପ୍ରତିଛବି ରଖି ଦିଅନ୍ତୁ ଆପଣଙ୍କ ର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯିବ । ଯଦି ଆପଣଙ୍କ ଜୀବନ ରେ ହଟାତ କୌଣସି ବିପଦ ବା କଷ୍ଟ ମାଡି ଆସେ ତେବେ ଆପଣ ନିଜ ଶୋଇବା ଘର ର ଅଗ୍ନି କୋଣ ରେ ମୟୁର ପର ରଖିଦିଅନ୍ତୁ ଏହା ଦ୍ଵାରା ସବୁ କିଛି ଠିକ ହୋଇଯାଏ ।

ଯଦି ପତି ପତ୍ନୀ ଙ୍କ ମଧ୍ୟରେ ଝଗଡା ହେଉଛି ତେବେ ଦୁଇଟି ମୟୁର ପର ଆଣି ତାହାକୁ ନିଜ ବିବାହ ଆଲବମ ରେ ରଖି ଦିଅନ୍ତୁ ଦେଖିବେ ଝଗଡା ବନ୍ଦ ହୋଇଯିବ । ମୟୁର ପର କୁ ରାତି ରେ ଘର ର ଅଗଣା ରେ ରଖିବା ଦ୍ବାରା ଘରେ ଥିବା ନକରାତ୍ମକ ଶକ୍ତି ର ଅନ୍ତ ହୋଇଥାଏ ।

ମୟୁର ପର କୁ ନିଜ ପାଖରେ ରଖିବା ଦ୍ଵାରା ବ୍ୟକ୍ତି କେବେ ମଧ୍ୟ ଅସଫଳ ହୋଇ ନ ଥାଏ ସେ ସଫଳତା ର ଶୀର୍ଷ ସ୍ଥାନ ରେ ପହଞ୍ଚି ପାରିଥାଏ । ମୟୁର ପର କୁ ମୁଣ୍ଡ ପାଖରେ ରଖି ଶୋଇବା ଦ୍ଵାରା କେବେ ମଧ୍ୟ ଭୟଙ୍କର ସ୍ୱପ୍ନ ଆସିନଥାଏ । ମୟୁର ପର କୁ ସର୍ବଦା କୌଣସି ଶୁଭ ମୁହୂର୍ତ୍ତରେ ରେ ହିଁ କ୍ରୟ କରନ୍ତୁ । ଏହା ଦ୍ଵାରା ଆପଣ ସଫଳତା ପାଇ ପାରିବେ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *