Beauty Tips; – ମାତ୍ର 7 ଦିନରେ ଚେହେରାକୁ କାଚ ଭଳି ଚମକାଇବା ପାଇଁ 1 ଉପାୟ ! ସ୍କିନ କରିବ ପ୍ରାକୃତିକ ଭାବେ ଗ୍ଲୋ !

ନମସ୍କାର ବନ୍ଧୁଗଣ, ନିଜ ସ୍କିନକୁ ଗ୍ଲୋଇଙ୍ଗ କରିବାର ଇଛା ସମସ୍ତଙ୍କର ରହିଛି ଏଥିପାଇଁ ବହୁତ ଝିଅ ବହୁତ ପଇସା ଖର୍ଚ୍ଚ କରୁଛନ୍ତି ଯାଇ ପାର୍ଲର କିମ୍ବା ଡାକ୍ତରଙ୍କ ପରାମର୍ଶରେ ମଧ୍ୟ କିଛି ଜଣ ଗ୍ଲୋଇଙ୍ଗ ସ୍କିନ ପାଇବାର ଉପାୟ ମାନ କରୁଛନ୍ତି । ଯାହାର ଦାମ ବହୁତ ଅଧିକ ହୋଇଥାଏ । ଯେଉଁଥି ପାଇଁ ସାଧାରଣ ଲୋକ ନିଜ ସ୍କିନକୁ ଚମକାଇବାର ଯେଉଁ ଇଛା ଥାଏ ତାହାକୁ ମନ ଭିତରେ ମାରି ଦିଅନ୍ତୁ । କିନ୍ତୁ ଆଜି ଆମର ଏକ ଘରୋଇ ରେମିଡି ଆପଣଙ୍କ ସ୍କିନ ଗ୍ଲାସ୍ ସ୍କିନ ବନାଇଦେବ ଭିତରୁ ଚମକିବ ଆପଣଙ୍କ ମୁହଁ ।

ଏଥିପାଇଁ ଆପଣଙ୍କୁ ଏକ ଚାମଚ ବେସନ ପ୍ରଥମେ ଆବଶ୍ୟକ । ଦିତୀୟରେ ଆପଣ ହଳଦୀ ପାଉଡର ଅଧ ଚାମଚର ଅଧା ଦରକାର। ତୃତୀୟରେ ଆପଣଙ୍କୁ ଏକ ଚାମଚ ଦହି ଆବଶ୍ୟକ । ଚତୁର୍ଥରେ ଆପଣଙ୍କୁ ଦରକାର ଅଧ ଚାମଚ ମହୁ । ଏବେ ଆପଣ ନେଇଥିବା ସମସ୍ତ ସାମଗ୍ରୀକୁ ଏକା ସାଙ୍ଗରେ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ନିଜ ମୁହଁକୁ ପୁରା ଭଲ ଭାବରେ ସଫା କରନ୍ତୁ ।

ଏହାପରେ ଯାଇ ଆପଣ ପ୍ରସ୍ତୁତ କରିଥିବା ରେମିଡିକୁ ଅଳ୍ପ ଆପଣଙ୍କ ହାତରେ ସରକୁଲାର ମୋଶନରେ ଆପଣଙ୍କ ମୁହଁକୁ ମସାଜ କରନ୍ତୁ । ଯେଉଁଠାରେ ଆପଣଙ୍କର ଅଧିକ କଲାଦାଗ ରହିଥିବ ଯେମିତିକି ନାକ ପାଖ ଜାଗା, ଓଠ ପାଖ ଏହିସବୁ ଜାଗାରେ ଟିକେ ଅଧିକ ପ୍ୟାକ ନେଇ ମସାଜ କରନ୍ତୁ ଭଲ ଭାବରେ ।

ଟିକିଏ ଅଧିକ ସମୟ ଧରି ଆପଣ ପତଳା ଲେୟାର ଆପଣ ଏହାକୁ ପ୍ରଥମେ ମସାଜ କରିସାରିବା ପରେ ଆପଣ ଆଉ ଥରେ ଅଧିକ ପ୍ୟାକ ନେଇ ମୋଟା ଲେୟାରରେ ଆପଣଙ୍କ ମୁହଁ ଏବଂ ବେକର ସବୁଆଡେ ଲଗାନ୍ତୁ । ଯେହେତୁ ଏହା ମୋଟା ଲେୟାରରେ ଲାଗିଛି ଏହାକୁ ସୁଖିବା ପାଇଁ ଟିକିଏ ସମୟ ଲାଗିବ କିନ୍ତୁ ପୁରା ସୁଖିବା ପାଇଁ ମଧ୍ୟ ଦେବେ ନାହିଁ ଅଧା ସୁଖିଯିବା ପରେ ଆପଣ ନିଜ ମୁହଁକୁ ଏକ ଓଦା ଟାଓଏଲ ସାହାର୍ଯ୍ୟ ପୋଛିଦେବେ ।

ଏବେ ଆପଣ ନିଜ ପୁରା ଚେହେରାକୁ ଭଲ ଭାବରେ ପୋଛିବା ପରେ କମାଲ ତ ଦେଖିପାରିବେ । ଏହାପରେ ଆପଣ ନିଜ ମୁହଁରେ ଭଲ ଭାବରେ ଗୋଲାପ ଜଳ ଲଗାନ୍ତୁ । ଗୋଲାପ ଜଳ ପରେ ଆପଣ ଏକ ସନକ୍ରିମ ଆପଣଙ୍କ ମୁହଁ ଲଗାଇବା ଆବଶ୍ୟକ ।  ଆପଣଙ୍କ ମୁହଁ ଏହାର ବ୍ୟବହାର ପରେ ବହୁତ ଅଧିକ ସପ୍ଟ ଏବଂ ସ୍ମୁଥ ହେବା ସହ ଆପଣଙ୍କ ମୁହଁ ଗ୍ଲୋଇଙ୍ଗ ମଧ୍ୟ ହୋଇଯିବ ।

ଏହିଭଳି ଭାବରେ ଆପଣ ପ୍ରତ୍ୟକ ଦିନ ସକାଳେ ଗାଧୋଇବା ପୂର୍ବରୁ ନିଜ ମୁହଁରେ ଲଗାନ୍ତୁ । ସାତଦିନ ଆପଣ ଏହାକୁ କରିବା ଦ୍ଵାରା ନିଜେ ହିଁ ଏହାର ରେଜଲ୍ଟ ଦେଖି ବିଶ୍ଵାସ କରିପାରିବେ ନାହିଁ । ଏହା ଏତେ ଅଧିକ ଫାଇଦା ଆଣିଦେଇଥାଏ ସ୍କିନକୁ ଯାହାକି ବିଶ୍ଵାସ ମଧ୍ୟ ହୋଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *