ମାସିକ ଧର୍ମ ସମୟରେ ମହିଳା ମାନେ ଭୁଲରେ ବି କରନ୍ତୁ ନାହିଁ ଏହି 8 ଟି ଭୁଲ, ନଚେତ ଭୋଗିବେ ଭୟଙ୍କର ପରିଣାମ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝିଅ ବା ମହିଳାଙ୍କର ପ୍ରତ୍ଯେକ ମାସରେ ମାସିକ ଧର୍ମ ବା ପିରିଅଡ୍ ହୋଇଥାଏ । ଏହା ମହିଳାଙ୍କ ଠାରେ ହେଉଥିବା ଏକ ସାଧାରଣ ପ୍ରକ୍ରିୟା ଅଟେ । ମାସକୁ ମାସ ଯଦି ଋତୁସ୍ରାବ ବା ପିରିଅଡ୍ ନିୟମିତ ଭାବରେ ହେଉଥାଏ । ତେବେ ମହିଳାର ଆଗାମୀ ସମୟରେ ଗର୍ଭଧାରଣ କରିବାରେ କିଛି ମଧ୍ୟ ଅସୁବିଧା ହୋଇନଥାଏ । ତେଣୁ ଆଜି ମହିଳା ମାନଙ୍କର ମାସିକ ଧର୍ମ ଚାଲୁଥିବା ସମୟରେ କେଉଁ ସବୁ କଥା ଉପରେ ଅଧିକ ଧ୍ୟାନ ଦେବାକୁ ହେବ ।

ତାହା ଚାଲନ୍ତୁ ଜାଣିବା । ମହିଳାଙ୍କୁ ନିଜ ପିରିଅଡ୍ ହୋଇଥିବା ସମୟରେ ଏହି ୮ ଟି କାର୍ଯ୍ୟ ଭୁଲରେ ବି କରିବା ଉଚିତ ହୋଇନଥାଏ । ପ୍ରଥମେ ମହିଳା ମାନେ ମାସିକ ଧର୍ମ ଚାଲୁଥିବା ସମୟରେ ଗାଧୁଆ ଘରେ ଅଧିକ ସମୟ ରହିବା ଉଚିତ ନୁହେଁ । କାରଣ ଗାଧୁଆ ଘରେ ଜୀବାଣୁ ମାନେ ରହିଥାନ୍ତି । ତେଣୁ ମହିଳା ନିଜର ଗାଧୁଆ ଘରେ ଥିବା କାର୍ଯ୍ୟ ସାରି ଶୀଘ୍ର ବାହାରି ଆସିବା ଉଚିତ  ।

ଦିତୀୟରେ ମାସିକ ଧର୍ମ ଚାଲୁଥିବା ସମୟରେ ମହିଳା ମାନଙ୍କର ପେଟ କାଟିବା ଅତି ସାଧାରଣ କଥା ହୋଇଥାଏ । ସେହି ସମୟରେ ଅଧିକ ଗରମ ପାଣି, ଚାହା କିମ୍ବା କଫି ସେବନ କରିବା ଅନୁଚିତ । ଏହାର ସେବନ ଅଧିକ କରିବା ଦ୍ଵାରା ପେଟ ଯନ୍ତ୍ରଣା ଅଧିକରୁ ଅଧିକ ବଢିଯାଇଥାଏ ।

ତୃତୀୟରେ ଯେଉଁ ମହିଳା ମାନେ ଆଲ୍କୋହଳ ସେବନ କରିଥାନ୍ତି । ସେମାନେ ଏହି ପିରିଅଡ୍ ସମୟରେ ଯଦି ଆଲୋକହଲର ସେବନ ବନ୍ଦ କରିନଥାନ୍ତି । ତେବେ ତାଙ୍କ ଶରୀରରେ ମାଗ୍ନେସିଆମର ମାତ୍ରା ଅଧିକ ବଢିଯାଇଥାଏ । ଯାହା ତାଙ୍କ ପାଇଁ ଅଧିକ ଯନ୍ତ୍ରଣା ଦାୟକ ହୋଇଥାଏ ।

ଚତୁର୍ଥରେ ମାସିକ ଧର୍ମ ଚାଲୁଥିବା ସମୟରେ ଅତ୍ୟଧିକ ଚିନିର ତଥା ମିଠା ଜାତୀୟ କୌଣସି ଖାଦ୍ୟ ସେବନ କରିବା ଉଚିତ ନୁହେଁ । ପଞ୍ଚମରେ ପିରିଅଡ ହୋଇଥିବା ସମୟରେ ଖାଦ୍ୟରେ ଅତ୍ୟଧିକ ଲୁଣର ମଧ୍ୟ ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ଵାରା ପେଟ ଅଧିକ ଫୁଲିକି ରହିବା ସହିତ ପେଟରେ ଅଶ୍ବସ୍ତି ଲାଗିଥାଏ ।ଷଷ୍ଠରେ ଯେଉଁ ମହିଳା ମାନେ ମାସିକ ଧର୍ମ ଚାଲୁଥିବା ସମୟରେ ସିଗାରେଟର ସେବନ କରିଥାନ୍ତି ।

ତାଙ୍କ ଶରୀରରେ ଆଗାମୀ ସମୟରେ ବହୁତ ପ୍ରକାର ଅସୁବିଧାମାନ ଦେଖାଯାଇଥାଏ । ସପ୍ତମରେ ମାସିକ ଧର୍ମ ବା ପିରିଅଡ ସମୟରେ ପେଟକୁ ଖାଲି ରଖି ଉପବାଷ କରିବା ଉଚିତ ନୁହେଁ । ନଚେତ ପେଟରେ ଅଧିକ ଯନ୍ତ୍ରଣା ବଢିବା ସହ ଶରୀରରେ ଅଧିକ ଦୁର୍ବଳତା ପ୍ରକାଶ ପାଇଥାଏ । ଅଷ୍ଟମରେ ଏହି ସମୟରେ ଅଗାଧୁଆ ରହିବା ବିଲକୁଲ ବୁ ଉଚିତ ନୁହେଁ । ନଚେତ ଇନଫେକସନ ହେବାର ସମ୍ଭାବନା ବଢି ଯାଇଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *