ମାସକୁ ମାତ୍ର 5 ଥର ଏହି Magical drink ର ସେବନ ! ରକ୍ତରେ ଥିବା ସବୁ ଅଳିଆର କରିବ ସଫେଇ ! Dr Salim Zaidi

ନମସ୍କାର ବନ୍ଧୁଗଣ, ରକ୍ତ ସଞ୍ଚାଳନ ଆମ ଶରୀରର ବିଭିନ୍ନ ଅଙ୍ଗକୁ କାର୍ଯ୍ୟକ୍କାରୀ କରାଉଛି । ତେଣୁ ରକ୍ତ ଶୁଦ୍ଧ ରହିବା ନିହାତି ଆବଶ୍ୟକ । କାରଣ ର୍ରାକତା ଯଦି ବିଶୁଦ୍ଧ ହେବାକୁ ଲାଗିବ ତ୍ତେବେ ଧୀରେ ଧୀରେ ଶରୀର ସମସ୍ତ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦେବେ । ତେଣୁ ରକ୍ତକୁ ଶୁଦ୍ଧ ରଖିବା ତଥା ପରିଷ୍କାର ରଖିବା ନିତାନ୍ତ ଆବଶ୍ୟକ ହୋଇଥାଏ । ତେବେ ଆପଣ ରକ୍ତକୁ କିଭଳି ଭାବରେ ଶୁଦ୍ଧ ରଖିବେ ଏହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମରେ ଜଣାଇବା ପାଇଁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣଙ୍କ ଶରୀରରେ ପିତ୍ତ ଦୋଷ ବଢିବା କାରଣରୁ ଆପଣଙ୍କ ଶରୀରର ରକ୍ତରେ ବିଶୁଦ୍ଧତା ବଢିବା ଆରମ୍ଭ ହୋଇଯାଏ । ପିତ୍ତ ଦୋଷ ଆପଣଙ୍କ ଶରୀରରେ ଅତ୍ୟଧିକ ତାପ ସୃଷ୍ଟି କରିଥାଏ । ଆପଣଙ୍କ ରକ୍ତକୁ ଅଧିକ ଗରମ କରିଦେଇଥାଏ । ଏହାଫଳରେ ଆପଣଙ୍କୁ ବିଭିନ୍ନ ପ୍ରକାର ଚର୍ମ ଜନିତ ସମସ୍ୟା ଦେଖା ଦେବାକୁ ଲାଗିଥାଏ ।

ଆପଣଙ୍କ ଶରୀରରେ ଯଦି ବାରମ୍ବାର ଆଲର୍ଜୀ ହେବାର ସମସ୍ୟା ଦେଖାଦିଏ ଏହା ଆପଣଙ୍କ ଶରୀରରେ ରକ୍ତ ବିଶୁଦ୍ଧ ହେବାର ସଙ୍କେତ ଦେଇଥାଏ । ରକ୍ତରେ ତାପ ବଢିବା କାରଣରୁ ଆପଣଙ୍କ ମୁଣ୍ଡ ବିନ୍ଧା ହେବାକୁ ଲାଗିଥାଏ ଆପଣଙ୍କ ହାତ ଗୋଡ ତାତିବାକୁ ଲାଗିଥାଏ । ଆପଣଙ୍କର ହଳଦିଆ ପରିସ୍ରା ମଧ୍ୟ ହେବାକୁ ଲାଗିଥାଏ ।

ଆପଣ ଯାହାବି ଖାଦ୍ୟ ଖାଇଥାନ୍ତି ତାହାର ସିଧା ପ୍ରଭାବ ଆପଣଙ୍କ ରକ୍ତ ଉପରେ ପଡିଥାଏ । ଯେଉଁ ଲୋକମାନେ ଅଧିକ ଆମିଷ ଖାଇଥାନ୍ତି ସେମାନଙ୍କ ଶରୀର ଭିତରେ ରକ୍ତରେ ଅପରିଷ୍କାର ବଢିବାକୁ ଲାଗିଥାଏ । ତେଣୁ ଯଦି ଆପଣ ବହୁତ ଅଧିକ ଆମିଷ ଖାଉଛନ୍ତି ତେବେ ତାହା କମ କରନ୍ତୁ । ଯେଉଁ ଲୋକ ବହୁତ ଅଧିକ ଏବଂ ସବୁବେଳେ ଛଣା ହେଉଥିବା ଖାଦ୍ୟ ଖାଇଥାନ୍ତି ଏବଂ ସ୍ପାଇସି ଖାଦ୍ୟ ଖାଇଥାନ୍ତି ସେମାନଙ୍କ ଭିତରେ ମଧ୍ୟ ରକ୍ତରେ ବିଶୁଦ୍ଧତା ଆସିବାର ସମ୍ଭାବନା ଅଧିକ ରହିଥାଏ ।

ତେଣୁ ଏହିସବୁ ଖାଦ୍ୟ ଆପଣଙ୍କୁ କମ ଖାଇବା ଜରୁରୀ । କମ ପାଣି ପିଉଥିବା ଲୋକଙ୍କ ରକ୍ତରେ ବି ଅପରିଷ୍କାର ବଢିବାକୁ ଲାଗିଥାଏ । ତେଣୁ ଆପଣ ଅଧିକ ପାଣି ବି ପିଇବା ଉଚିତ ହୋଇଥାଏ । ବହୁତ ଅଧିକ ମାତ୍ରାରେ ଚିପ୍ସ, ବିସ୍କୁଟ, ନମକିନ ଇତ୍ୟାଦି ଖାଇବା ଦ୍ଵାରା ଆପଣଙ୍କ ରକ୍ତରେ ଟକ୍ସିସିଟି ବଢିବାକୁ ଲାଗିଥାଏ । ବହୁତ ଅଧିକ ମିଠା କିମ୍ବା ବହୁତ ଅଧିକ ଲୁଣ ଖାଇବା ଦ୍ଵାରା ମଧ୍ୟ ଆପଣକ ରକ୍ତ ଖରାପ ହେବାକୁ ଲାଗିଥାଏ ।

ଆପଣ ଯଦି ଏହିସବୁ ଉପରେ ଧ୍ୟାନ ଦେବେ ତେବେ ଆପଣଙ୍କ ଶରୀରରେ ରକ୍ତ ଅପରିଷ୍କାର ତଥା ବିଶୁଦ୍ଧ ହେବାର ସମ୍ଭାବନା କମିଯାଇଥାଏ । ଆପଣଙ୍କୁ ପ୍ରତ୍ୟକ ଦିନ ଅନୁଲୋମ, ବିଲୋମ କରିବା ଉଚିତ । ତୁଲସୀ ପତ୍ରର ଚାହାର ସେବନ କରିବା ଉଚିତ । ହଳଦୀ କ୍ଷୀରର ସେବନ ମଧ୍ୟ ଆପଣଙ୍କ ରକ୍ତକୁ ପରିଷ୍କାର ରଖିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *