Jyotish Shastra- ମକର ରାଶି August 2022 ସଂପୂର୍ଣ୍ଣ ରାଶିଫଳ ! ଘଟିବ ଐତିହାସିକ ପରିବର୍ତ୍ତନ, ମିଳିବ ବଡ ସଫଳତା

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ମକର ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ  ୨୦୨୨ ଅଗଷ୍ଟ ମାସ ର ସଂପୂର୍ଣ୍ଣ ମାସିକ ରାଶିଫଳ । ଏହି ମାସିକ ରାଶିଫଳ ଗ୍ରହ ମାନଙ୍କର ସ୍ଥିତି ଓ ନକ୍ଷେତ୍ର ମାନଙ୍କର ଚଳନ କୁ ନେଇ ଆଧାରିତ । ଗ୍ରହ ମାନଙ୍କର ସ୍ଥିତି ଓ ଚଳନ ଜୀବନ ଉପରେ ଅନେକ ପ୍ରଭାବ ପକାଇ ଥାଏ । ଯାହାଫଳ ରେ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ ।

ଆଜି ଆମେ ଗ୍ରହ ମାନଙ୍କର ସ୍ଥିତି ଓ ଚଳଣ କୁ ନେଇ ଜାଣି ପାରିବା ୨୦୨୨ ମସିହା August ମାସର ମକର ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ମାସିକ ରାଶି ଫଳ ଟି କିପରି ରହିବ । ତାହା ସହ ଜାଣି ପାରିବା, ଅଶୁଭ ଗ୍ରହ ମାନଙ୍କର ଅଶୁଭତା କୁ ଖଣ୍ଡନ କରିବା ପାଇଁ କି ପ୍ରତିକାର ସବୁ କରିବାକୁ ହେବ ।  ବନ୍ଧୁଗଣ ୨୦୨୨ ମସିହା ଅଗଷ୍ଟ ମାସ ଟି ମକର ରାଶି ର ବ୍ୟକ୍ତି ବିଶେଷଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ଏହି ମାସରେ ମକର ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ କ୍ଯାରିୟର କ୍ଷେତ୍ରରେ ଉତ୍ଥାନ ପତ୍ତନ ଦେଖିବାକୁ ମିଳିପାରେ ।

ଏହି ମାସରେ ଆପଣ ଅନେକ ସମସ୍ୟାର ସମୁଖୀନ ମଧ୍ୟ ହୋଇ ପାରନ୍ତି । ଅନ୍ୟ ପକ୍ଷରେ ଏହି ମାସରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବାର ସମ୍ଭାବନା ରହିଛି । ଏହି ମାସରେ କାହା ସହ କଥା ହେବା ସମୟରେ ନିଜ ଭାଷା ବା ବାଣୀ ପ୍ରତି ସଂଯମତା ରକ୍ଷା କରନ୍ତୁ । ମକର ରାଶିର ବ୍ୟକ୍ତି ମାନେ ମାସର ଦ୍ଵିତୟ ଅଧ୍ୟାୟ ରେ କିଛି ସକାରାତ୍ମକ ଫଳ ପାଇ ପାରନ୍ତି । ଏହି ମାସରେ ଆପଣ ହଟାତ କୌଣସି ସ୍ଥାନ ରୁ କିଛି ଭଲ ସୁଯୋଗ ମଧ୍ୟ ପାଇ ପାରନ୍ତି ।

ଯାହା କ୍ଯାରିୟର ଉପରେ କିଛି ସକାରାତ୍ମକ ଫଳ ପକାଇ ପାରେ । ମକର ରାଶିର ଲୋକ ମାନେ ଏହି ସମୟରେ ଅଧିକ ଅଳସ ଅନୁଭବ କରି ପାରନ୍ତି । ଯାହାଫଳରେ ଆପଣ ଙ୍କ କାର୍ଯ୍ୟରେ ଅନେକ ବାଧା ସୃଷ୍ଟି ହେବ । ଏହି ଅବଧି ମଧ୍ୟରେ ମକର ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆର୍ଥିକ ସ୍ଥିତି କିଛି ଅନୁକୂଳ ମଧ୍ୟ ହୋଇପାରେ । ସରକରୀ ଚାକିରି କରୁଥିବା ବ୍ୟକ୍ତି ବିଶେଷ ଙ୍କ ପାଇଁ ସମୟ ଟି ଭଲ ରହିବ ।

ଏହି ମାସରେ ଜୀବନରେ ସମସ୍ତ ଆର୍ଥିକ ଭୋଗ ମଧ୍ୟ ଲାଭ କରିବେ । ଏହି ମାସରେ କୌଣସି ପରିବାର ର ବ୍ୟକ୍ତି ଙ୍କ ଠାରୁ ମଧ୍ୟ ଆପଣ ଆର୍ଥିକ ସହାୟତା ପାଇ ପାରନ୍ତି । ଏହାଛଡା ଏହି ମାସରେ ମକର ରାଶିର ଲୋକ ମାନେ ବିଦେଶ ରୁ ମଧ୍ୟ ଲାଭ କରି ପାରନ୍ତି । ଏହି ମାସରେ ମକର ରାଶି ର ବ୍ୟକ୍ତି ବିଶେଷ ମାନଙ୍କର ପ୍ରେମ ଓ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଭଲ ରହିବ । କିନ୍ତୁ ଅନ୍ୟପକ୍ଷରେ ଛାତ୍ର ଛାତ୍ରୀଙ୍କ ପାଇଁ ଏହି ମାସରେ କିଛି ନକାରାତ୍ମକତା ଦେଖା ଦେଇପାରେ । ମନରେ ଅସ୍ଥିରତା ଦେଖା ଦେବାର ସମ୍ଭାବନା ରହିଛି ।

ଏହି ମାସରେ ସମ୍ପର୍କ ରେ ବିଶ୍ବାସ ବଢିବ । ପରିବାର ରେ କୌଣସି ସମସ୍ଯା ମଧ୍ୟ ଦେଖା ଦେଇ ପାରେ ।, କ୍ରୋଧ କୁ ନିୟନ୍ତ୍ରଣ ରଖି, ଭାଷାରେ ମଧୁରତା ରଖିଲେ ସମସ୍ୟାରୁ ବାହାରି ପାରିବେ । ଏହି ମାସରେ ମକର ରାଶି ର ଲୋକ ମାନେ ଦୀର୍ଘ ଦିନରୁ ଲାଗି ରହିଥିବା କୌଣସି ରୋଗରୁ ମୁକ୍ତ ହୋଇଯିବେ । ତାହାସହ ଏହି ସମୟରେ ଆପଣ ଶତ୍ରୁ ଉପରେ ବିଜୟ ଲାଭ ମଧ୍ୟ କରିବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କ ପାଇଁ ପ୍ରତିକାର ଟି ହେଲା ପ୍ରତ୍ଯେକ ଦିନ ଶନି ଭଗବାନଙ୍କ ପୂଜା କରନ୍ତୁ । ଏହାସହ ଶୁକ୍ରବାର ଦିନ ମା’ଦୁର୍ଗ ଙ୍କ ମନ୍ଦିରକୁ ଯାଇ ଅତର ଚଢାନ୍ତୁ । ଏହା ଦ୍ଵାରା ଜୀବନରେ ଯେଉଁ ସବୁ ଅଶୁଭତା ରହିଛି ତାହା ସବୁ ଖଣ୍ଡନ ହୋଇଯିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *