ମହିଳା ମାନଙ୍କର ଏହିସବୁ ଭୋକ କେବେ ମଧ୍ୟ ସରିନଥାଏ… ଜାଣନ୍ତୁ ପ୍ରତ୍ଯେକଟି ନାରୀର ଏହି 4 ସିକ୍ରେଟ ! Chanakya Neeti

ନମସ୍କାର ବନ୍ଧୁଗଣ, ମହିଳା ମାନଙ୍କ କଥା ଯେତେବେଳେ ଆସିଥାଏ ସେତେବେଳେ ତାଙ୍କ ପାଇଁ ସମସ୍ତଙ୍କ ମନରେ ମାନ ସମ୍ମାନ ଆସିବା ଉଚିତ କିନ୍ତୁ ସବୁ ମହିଳା ସମାନ ନଥାନ୍ତି କି ସମସ୍ତଙ୍କ କାର୍ଯ୍ୟ ଲକ୍ଷ୍ମୀଙ୍କ ସଦୃଶ ହୋଇନଥାଏ । ଲକ୍ଷ୍ମୀ ସଦୃଶ ମହିଳାଙ୍କ ପାଦ ଘରେ ପଡିବା ଦ୍ଵାରା ଘର ସ୍ଵର୍ଗ ପାଲଟି ଯାଏ ।  ଆଉ କିଛି ମହିଳାଙ୍କ ପାଦ ଘରେ ପଡୁ ପଡୁ ଘର ବର୍ବାଦ ମଧ୍ୟ ହୋଇଯାଏ ସେମାନେ ଅଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ନାରୀଙ୍କ କେଉଁ ଚାରୋଟି ଭୋକ କେବେ ମଧ୍ୟ ମେଣ୍ଟିନଥାଏ ।

1- ମହିଳା ମାନଙ୍କ ଠାରେ ଅଧିକ କଥା ବାର୍ତ୍ତା ତଥା ଅଧିକ ଗପିବାର ଅଭ୍ୟାସ ରହିଥାଏ । ମହିଳା ମାନେ କଥା କହିବା ବେଳେ ଉଚିତ ଜାଗା ଏବଂ ସଠିକ ସମୟ କେବେ ମଧ୍ୟ ଦେଖିନଥାନ୍ତି । ଯଦି ଏମାନଙ୍କୁ ଗପିବା ପାଇଁ କିଏ ମିଳିଯାଏ ତେବେ ନିଜର ସମସ୍ତ ରାଜ ମଧ୍ୟ ତାଙ୍କୁ ଜଣାଇ ଦେଇଥାନ୍ତି ।

ଗପିବା ସମୟରେ ମହିଳା ମାନଙ୍କ ମନ ମସ୍ତିସ୍କ ସେମାନଙ୍କ କାବୁରେ ନଥାଏ । ଯେଉଁ କାରଣ ପାଇଁ ଏମାନେ ବହୁତ ଥର ନିଜର ଏବଂ ଅନ୍ୟମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଦିଅନ୍ତି । ତେଣୁ ଏମାନଙ୍କ ଠାରେ ଗପିବାର ନିଶା ଏବଂ ଭୋକ କେବେ ଶେଷ ହୋଇନଥାଏ ।

2- ମହିଳା ମାନଙ୍କ ଠାରେ ସାରା ଜୀବନ ସୁନ୍ଦର ହୋଇ ରହିବାର ଭୋକ ଅଧିକ ରହିଥାଏ । ମହିଳା ମାନଙ୍କ ଜୀବନରେ ସୁନ୍ଦରତା ଏକ ମହତ୍ଵପୂର୍ଣ ଅଂଶ ଅଟେ । ସୁନ୍ଦର ରହିବା ପାଇଁ ମହିଳା ମାନେ ଅଯଥା ବହୁତ ଅଳଙ୍କାର, କପଡା ଏବଂ ମେକପ ଜିନିଷ କିଣି ପଇସା ନଷ୍ଟ କରିଥାନ୍ତି । ଆଉ ମହିଳା ମାନଙ୍କର ସୁନ୍ଦର ଦେଖା ଯିବାର ଏହି ଭୋକ କେବେ ମଧ୍ୟ ମେଣ୍ଟି ନଥାଏ ।

3-  ମହିଳା ମାନଙ୍କ ଠାରେ ଭୋଜନ କରିବାର ଭୋକ ବହୁତ ଅଧିକ ଥାଏ । ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଠାରେ ଖାଇବାର ଭୋକ ଅଧିକ ରହିଥାଏ । ଏବଂ ଖାଇବା ପ୍ରତି ସେମାନଙ୍କର ଅଧିକ ଲୋଭ ମଧ୍ୟ ରହିଥାଏ । ତେଣୁ ସ୍ତ୍ରୀ ମାନଙ୍କର ଏହି ଭୋକ କେବେ ମଧ୍ୟ ମେଣ୍ଟିନଥାଏ ।

4- ମହିଳା ମାନଙ୍କ ମନରେ ପୁରୁଷ ମାନଙ୍କ ଅପେକ୍ଷା କାମବାସନାର ଭୋକ ଅଧିକ ରହିଥାଏ । କିନ୍ତୁ ନିଜ ଧର୍ମ, ସଂସ୍କାର ପାଇଁ ସେମାନେ ନିଜ ମନରେ ଥିବା କାମବାସନାର ଭୋକକୁ କୌଣସି ଅନ୍ୟ ପୁରୁଷ ସହ ମେଣ୍ଟାଇ ପାରିନଥାନ୍ତି । ମହିଳା ମାନଙ୍କ ପାଇଁ ସ୍ଵାମୀ ପରମ ଦେବତା ସଦୃଶ ହୋଇଥିବାରୁ କେବଳ ସ୍ଵାମୀଙ୍କ ଠାରୁ ହିଁ କାମବାସନାର ଆଶା ଲଗାଇ ବସିଥାନ୍ତି । ତେବେ ଏହା ଥିଲା ସେହି ଚାରୋଟି ଭୋକ ଯାହାକି କେବେ ମେଣ୍ଟିନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *