ମହିଳାଙ୍କର ଏହି 3 ଟି ଗୁଣ, ତାଙ୍କ ସ୍ଵାମୀଙ୍କୁ କରିଥାଏ ଧନବାନ ! ଜୀବନରେ ଧନୀ ହେବା ପାଇଁ ଜାଣନ୍ତୁ ଏହି ବିଶେଷ ନିୟମ ! 

ନମସ୍କାର ବନ୍ଧୁଗଣ , ସଂସାର ର ଏକ ପବିତ୍ର ବନ୍ଧନ ହେଉଛି ବିବାହ ବନ୍ଧନ ଇଶ୍ଵରଙ୍କ  ନିୟମ ଅନୁଯାୟୀ ପୁରୁଷ ଏକାଙ୍ଗ ଜୀବନ ଅତିବାହିତ କରିପାରିନଥାଏ ଏବଂ ସ୍ତ୍ରୀ ମଧ୍ୟ ଜୀବନ ସାରା ଏକୁଟିଆ  ରହିବା ଠିକ ନୁହେଁ ତେଣୁ ଭଗବାନ ବିବାହ ବନ୍ଧନ କୁ ସ୍ଥାପନ କରିଛନ୍ତି । ବିବାହ ପରେ ଦୁହେ ଏକାଠି ରହିଥାନ୍ତି ଏବଂ ଦୁଃଖ କଷ୍ଟ ବେଳେ ଜଣକ ହାତ କୁ ଆଉ ଜଣେ ଧରି ସଂସାର ର ଡଙ୍ଗା କୁ ଆର ପାରି କି ନେଇଥାନ୍ତି ।

ତେଣୁ ଉତ୍ତମ ସ୍ତ୍ରୀ ଯିଏ ଲାଭ କରିଥାଏ ସେ ବ୍ୟକ୍ତି ସବୁଠାରୁ ମୂଲ୍ୟବାନ ଜିନିଷ ପ୍ରାପ୍ତ କରିଥାଏ । ବିବାହ ରେ ପୁରୁଷ ଏବଂ ସ୍ତ୍ରୀ ଉଭୟ ସମାନ ହୋଇଥାନ୍ତି ମାତ୍ର ସ୍ତ୍ରୀ ର ପାତ୍ର ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । କାରଣ ସ୍ତ୍ରୀ ଚାହିଲେ ଘର କୁ ସ୍ଵର୍ଗ କରିଥାଏ ଏବଂ ସେହି ସ୍ତ୍ରୀ ଚାହିଲେ ନିଜ ହାତରେ ଘର କୁ ଉପାଡି ପକାଏ । ତେଣୁ ଗୁଣବତୀ ସ୍ତ୍ରୀଙ୍କୁ ବିବାହ କରିବା ଉଚିତ୍ ହୋଇଥାଏ ଯେଉଁ ସ୍ତ୍ରୀ ହୃଦୟ ରୁ ସଫା ଦୟା ଭରି ରହିଥିବା  ଦରକାର ।

ପୁରୁଷ ବିବାହ ପରେ ଯେବେ ସ୍ତ୍ରୀଙ୍କୁ ଘର କୁ ନେଇକି ଆସିଥାଏ ତେବେ ସେ ଆଶା କରିଥାଏ କି ତା ସ୍ତ୍ରୀ ଘରର ସମସ୍ତ କୁ ଏକାଠି କରି ସଂସାର  କୁ ଆଗକୁ ନେବ । କିନ୍ତୁ ଅନେକ ସ୍ତ୍ରୀମାନର ବିବାହ ପରେ ସ୍ଵାମୀଙ୍କୁ ତାଙ୍କ ପିତାମାତାଙ୍କ ଠାରୁ ଅଲଗା କରିଥାନ୍ତି । ମାତ୍ର ଭଲ ଗୁଣ ଥିବା ସ୍ତ୍ରୀ ଏହା କଦାପି କରିନଥାଏ । ଆଜି ମୁଁ ଆପଣମାନଙ୍କୁ କହିବାକୁ ଚାହେ ଯେ  ସ୍ତ୍ରୀ ର 3 ଟି ଅଭ୍ୟାସ କରିଥାଏ ସ୍ଵାମୀଙ୍କୁ କୋଟିପତି ।

ପୁରୁଷଙ୍କୁ ଏହି ଗୁଣ ଥିବା ସ୍ତ୍ରୀଙ୍କୁ ବିବାହ କରିବା ଉଚିତ୍ ହୋଇଥାଏ । ଏହି ଭଳି ସ୍ତ୍ରୀ ଯେଉଁ ଘର କୁ ବିବାହ କରି ଯାଇଥାଏ ସେ ଘର  ସର୍ବଦା ଖୁସି ରେ ରହିଥାଏ । ଏମାନେ ସ୍ଵାମୀ ଏବଂ ପରିବାର କୁ ଏକାଠି ଏକ ଜୁଟ କରି ଚାଲିଥାନ୍ତି । ଏହି ମାନେ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ଆସନ୍ତୁ ଜାଣିବା ଏହି 3 ଟି ସ୍ତ୍ରୀଙ୍କ ଗୁଣ ସମ୍ବନ୍ଧରେ । 1 – ଯେଉଁ ସ୍ତ୍ରୀ ମାନେ ଧର୍ମର ପଥରେ ଚାଲିଥାନ୍ତି , ସବୁ ବେଳେ ଇଶ୍ଵରଙ୍କ ପୂଜା ପାଠ ଏବଂ ଭଗବାନଙ୍କ ଉପରେ ବିଶ୍ଵାସ ରଖିଥାନ୍ତି ।

ଏମାନଙ୍କ ଘରେ ସର୍ବଦା ଖୁସି ସମବୃଦ୍ଧି ରହିଥାଏ ଓ ଏମାନଙ୍କ ସ୍ଵାମୀ ମଧ୍ୟ ଅତ୍ୟଧିକ ଖୁସି ହୋଇଥାନ୍ତି । 2 – ଯେଉଁ ସ୍ତ୍ରୀମାନଙ୍କ ଇଛା ସୀମିତ ରହିଥାଏ ତେବେ ସେମାନଙ୍କ ସ୍ଵାମୀ ସବୁବେଳେ ଖୁସି ରେ ରହିଥାନ୍ତି । ଏହା ଛଡା ଯେଉଁ ସ୍ତ୍ରୀ ସବୁ ପରିସ୍ଥିତିରେ ସ୍ଵାମୀଙ୍କ ସହ ରହିଥାଏ ସେମାନଙ୍କ ଦାମ୍ପତ୍ୟ ଜୀବନ ହସ ଖୁସିରେ କଟିଥାଏ ।

3 – ସ୍ତ୍ରୀଙ୍କୁ ସବୁବେଳେ ମଧୁର କଥା ଭଲ ବ୍ୟବହାର କରିବା ଉଚିତ୍ । କାରଣ ପ୍ରତ୍ୟେକ ସ୍ଵାମୀ ଏହା ହିଁ ଚାହିଥାଏ ଯେ ତାହାର ସ୍ତ୍ରୀ ତାକୁ ବୁଝୁ । ଏହି ଗୁଣ ଏବଂ ଅଭ୍ୟାସ ଥିବା ସ୍ତ୍ରୀ ର ସ୍ଵାମୀ କୋଟିପତି ହୋଇଥାନ୍ତି । ଆପଣ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *