Chanakya Niti- ମରିବା ପର୍ଯ୍ୟନ୍ତ ମହିଳା ମାନେ କେବେ ବି ନିଜ ସ୍ବାମୀଙ୍କୁ କୁହନ୍ତି ନାହିଁ ଏହି ଅଙ୍ଗର ରାଜ ! ବିବାହିତ ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ମହିଳା ମାନଙ୍କର ଗୋଟିଏ କମି କଣ ଜାଣନ୍ତି ତାହା ହେଉଛି ଏହା କି ସେମାନେ ନିଜ ପେଟ ଭିତରେ କୌଣସି କଥାକୁ ରାଜ ରଖିପାରନ୍ତି ନାହିଁ । କିଛି କଥା ଶୁଣିବା ମାତ୍ରେ କିଭଳି ଯାଇ ଆଉ ଜଣଙ୍କୁ ଜଣାଇବେ ଏହି ଭାବନାରେ ଥାନ୍ତି ସେମାନେ । ତଥାପି କଣ ଆପଣ ଜାଣନ୍ତି ମହିଳାଙ୍କ ପାଖରେ ଏହି ଗୁଣ ଥିବା ସତ୍ବେ ମଧ୍ୟ ସେମାନେ ଗୋଟିଏ କଥା ରହିଛି ଯାହାକୁ ମହିଳା ମାନେ ନିଜ ଜୀବନ କାଳ ମଧ୍ୟରେ ସ୍ଵାମୀକୁ କେବେ ଜଣାଇନଥାନ୍ତି କି ଜାଣିବାର ସୁଯୋଗ ଦେଇନଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

1- ଚାଣକ୍ୟଙ୍କ ଅନୁଯାୟୀ କୌଣସି ପୁରୁଷ କିମ୍ବା ସ୍ତ୍ରୀ ନିଜର କମଜୋରିକୁ କାହା ସାମ୍ନା ଜଣାଇବା ଉଚିତ ନୁହେଁ । ଯଦି କୌଣସି ବ୍ୟକ୍ତଙ୍କୁ ଆପଣଙ୍କ କମଜୋରି ସମ୍ପର୍କରେ ଜଣାପଡିଯାଏ ତେବେ ସେହି ବ୍ୟକ୍ତି ତାଙ୍କ ହିସାବରେ ଆପଣଙ୍କୁ ବ୍ୟବହାର କରିଥାଏ । ତେଣୁ ନିଜର କମଜୋରି କେବବେ କାହାକୁ କୁହନ୍ତୁ ନାହିଁ ।

2- ବିବାହ ପୂର୍ବରୁ ଜଣେ ନାରିଙ୍କ ଜୀବନରେ କିଏ ନା କିଏ ପୁରୁଷ ନିଶ୍ଚୟ ଆସିଥାନ୍ତି । ଯାହାକୁ ସେ ପ୍ରେମ କରିଥାନ୍ତି । ଭଲ ପାଉଥିବା ସେହି ପୁରୁଷ ସହ କୌଣସି ନାରୀଙ୍କୁ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ । ନଚେତ ସେହି ପୁରୁଷ ଆପଣଙ୍କ ବିବାହ ପରେ ଆପଣଙ୍କୁ ଡରାଇ ଫାଇଦା ଉଠାଇପାରେ । ମହିଳା ମାନେ ନିଜ ପୁରୁଣା ପ୍ରେମ କିମ୍ବା ପ୍ରେମିକ ସମ୍ପର୍କରେ କେବେ ମଧ୍ୟ ଜଣାଇ ନଥାନ୍ତି ।

3- ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥା ନେଇ ସହମତି କିମ୍ବା ଇଚ୍ଛା ମିଶି ନଥାଏ । ସେହି ପରିସ୍ଥିତିରେ ସ୍ତ୍ରୀ ନିଜ ଇଚ୍ଛାକୁ ମାରିଦେଇଥାଏ ଆଉ ସ୍ଵାମୀର ଇଛାକୁ ସମ୍ମାନ ଦେଇଥାଏ । ମହିଳା ମାନେ କେବେ ମଧ୍ୟ ନିଜ ମନରେ ଥିବା ଇଚ୍ଛା ସମ୍ପର୍କରେ ସ୍ଵାମୀଙ୍କୁ ଜାଣିବା ପାଇଁ ଦେଇନଥାନ୍ତି କି କହିନଥାନ୍ତି ।

4- ମହିଳା ମାନେ ନିଜ ବିମରି ତଥା ଦେହ ପୀଡା ସମ୍ପର୍କରେ ନିଜ ସ୍ଵାମୀଙ୍କୁ ଜଣାଇ ନଥାନ୍ତି । କାରଣ ସେମାନଙ୍କୁ ଲାଗିଥାଏ ଏଭଳି ଛୋଟ ଛୋଟ କଥାରେ ସ୍ଵାମୀଙ୍କୁ ହଇରାଣ କରିବା ଉଚିତ ନୁହେଁ । କିନ୍ତୁ ସ୍ଵାମୀଙ୍କର ବି ଦାୟିତ୍ଵ ହୋଇଥାଏ କି ସେ ତାଙ୍କ ସ୍ତ୍ରୀଙ୍କର ଧ୍ୟାନ ରଖିବେ । 5- ମହିଳାମାନେ ନିଜ ପାଖରେ କିଛି ପଇସା ସଞ୍ଚୟ କରି ସଞ୍ଚୟ କରି ରଖନ୍ତି । କିନ୍ତୁ ନିଜ ସ୍ଵାମୀକୁ ଜାଣିବା ପାଇଁ ଦେଇନଥାନ୍ତି । ଔ ପରେ ଦରକାର ପଡିଲେ ନିଜ ସ୍ଵାମୀଙ୍କୁ ଦେଇଥାନ୍ତି କିମ୍ବାଘରର କୌଣସି ଆବଶ୍ୟକ କାର୍ଯ୍ୟ ବେଳେ ବାହାର କରିଥାନ୍ତି ।

6- ମହିଳା ମାନେ ସବୁବେଳେ ନିଜ ମନର କଥା ଆଉ ଯେତେ ବଡ ରାଜ ହେଲେ ବି ସର୍ବଦା ନିଜ ସାଙ୍ଗମାନଙ୍କୁ ଜଣାଇଥାନ୍ତି । ସ୍ଵାମୀଙ୍କ ସହ ଜଡିତ ବହୁତ କଥା ସଙ୍ଗା ମାନଙ୍କୁ ଜଣାଇଥାନ୍ତି ଆଉ ଏହି କଥା ସ୍ଵାମୀଙ୍କୁ ଲୁଚାଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି  ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *