ମହିଳା ମାନଙ୍କ ଏହି 2 ଟି ଜିନିଷ ଛୁଇଁଦେଲେ କୋଟିପତି ହୋଇଯାଏ ମଣିଷ, ଆଜି ହିଁ ଛୁଇଁ ଦେଖନ୍ତୁ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏଭଳି କୁହା ଯାଇଥାଏ ଯେ, ମହିଳା ମାନଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ସୃଷ୍ଟି ର ରଚୟତା ବ୍ରହ୍ମା ଙ୍କ ର ନାରୀ ଏକ ଏଭଳି ରଚନା ଅଟେ ଯାହା ସ୍ୱୟଂ ବ୍ରମହା ମଧ୍ୟ ବୁଝି ପାରି ନଥିଲେ ।

ପ୍ରାଚୀନ କାଳରେ ଅନେକ ବିଦ୍ୱାନ ନାରୀ ମାନଙ୍କ ସମ୍ବନ୍ଧରେ ଅନେକ ଗ୍ରନ୍ଥ ର ରଚନା କରିଛନ୍ତି । କିନ୍ତୁ ସେମାନେ ମଧ୍ୟ ସଠିକ ଭାବରେ ନାରୀ ମାନଙ୍କର ସ୍ୱଭାବ କୁ ବୁଝିପାରି ନଥିଲେ ।ଏମିତି ରେ ଘରର ସ୍ତ୍ରୀ କୁ ଘରର ଲକ୍ଷ୍ମୀ ବୋଲି ମାନା ଯାଇଥାଏ । 

ଘରର ବୈଭବ ସେହି ଘରେ ଥିବା ସ୍ତ୍ରୀ ର ଚରିତ୍ର ଉପରେ ନିର୍ଭର କରିଥାଏ । କୁହାଯାଇ ଥାଏ ଯେ ଘରର ସ୍ତ୍ରୀ ଘରକୁ ସ୍ୱର୍ଗ ସଦୃଶ ବନାଇ ଥାଏ । କିନ୍ତୁ ସେହି ସ୍ତ୍ରୀ ଘରକୁ ନର୍କ ମଧ୍ୟ ବନାଇ ଥାଏ । ତେବେ ଶାସ୍ତ୍ର ରେ ନାରୀ ର ଏଭଳି ଦୁଇଟି ଅଙ୍ଗ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ଯାହା ସବୁଠାରୁ ଉଚ୍ଚ କୋଟି ର ଅଟେ । ଯେଉଁ ବ୍ୟକ୍ତି ନାରୀର ଏହି ଅଙ୍ଗକୁ ଛୁଇଁଥାଏ ସେ ଦୁନିଆ ର ସବୁଠାରୁ ସୁଖୀ ମନୁଷ୍ୟ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଶାସ୍ତ୍ର ରେ ଏହା ଉଲ୍ଲେଖନୀୟ ରହିଛି ଯେ ମହିଳା ମାନଙ୍କ ପାଦରେ ସୁଖ ସମୃଦ୍ଧି ର ବାସ ରହିଥାଏ । ମହିଳା ମାନଙ୍କ ପାଦ ଛୁଇଁବା ଦ୍ବାରା ବ୍ୟକ୍ତି କୋଟି ପୁଣ୍ୟ ର ଅଧିକାରୀ ହୋଇଥାଏ । ଯେତେବେଳେ କୌଣସି ବ୍ୟକ୍ତି ମହିଳା ମାନଙ୍କ ପାଦ ଛୁଇଁ ପ୍ରଣାମ କରିଥାଏ ସେତେବେଳେ ମହିଳା ନିଜର ଦୁଇ ହାତରେ ବ୍ୟକ୍ତି କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ମହିଳା ମାନେ ନିଜର ଦୁଇ ହାତ ବ୍ୟକ୍ତି ର ମୁଣ୍ଡ ଉପରେ ରଖି ଆଶୀର୍ବାଦ ଦେଇଥାନ୍ତି ।

ଏହା ଦ୍ଵାରା ବ୍ୟକ୍ତି ର ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଥାଏ ଏବଂ ବ୍ୟକ୍ତି ଜୀବନ ରେ ଧନ ର ଆଗମନ ହୋଇଥାଏ । ମହିଳା ଙ୍କ ଏହି ଅଙ୍ଗ କୁ ସ୍ପର୍ଶ କରିବା ଦ୍ୱାରା ବ୍ୟକ୍ତି ଜୀବନ ରେ ଥିବା ସମସ୍ତ ଖରାପ ଦିନର ଅନ୍ତ ଘଟିଥାଏ ଏବଂ ସେହି ବ୍ୟକ୍ତି ସୁଖ ସମୃଦ୍ଧି ର ଅଧିକାରୀ ହୋଇଥାଏ । ବିଜ୍ଞାନ ଅନୁସାରେ ଯଦି କହିବା ତେବେ ଏପରି କରିବା ଦ୍ୱାରା ଆମ ମଧ୍ୟରେ ଏକ ସକରାତ୍ମକ ଉର୍ଜା ର ଉଦୟ ହୋଇଥାଏ ଏବଂ ଆମ ମଧ୍ୟରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ର ବିନାଶ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ କୌଣସି ପୁରୁଷ ନିଜ ସ୍ତ୍ରୀ ଙ୍କ ପାଦ ଛୁଇଁବା ଉଚିତ ନୁହେଁ । ଏହା ଦ୍ୱାରା ତାଙ୍କ ଆୟୁଷ କ୍ଷୀଣ ହୋଇଥାଏ । ଶାସ୍ତ୍ର ଅନୁସାରେ ଏହା ଅନୁଚିତ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *