ମହିଳା ମାନଙ୍କର ବଡ ଥିଲେ ଏହି ଅଙ୍ଗ, ସେମାନେ ହୋଇଥାନ୍ତି ଭାଗ୍ୟଶାଳୀ, ଏମାନଙ୍କୁ ବିବାହ କଲେ ଧନବାନ ହୋଇଯାଏ ସ୍ଵାମୀ  

ନମସ୍କାର ବନ୍ଧୁଗଣ । କୁହାଯାଇଥାଏ କି ମହିଳା ମାନଙ୍କୁ ବୁଝିବା ଏ ସଂସାର ରେ ସବୁଠାରୁ ଅଧିକ କଷ୍ଟ ହୋଇଥାଏ । ଏପରିକି ନାରୀ ଏ ଜଗତ ର ଏକ ଏପରି ରଚନା ଅଟେ ଯାହାକୁ ସ୍ଵୟଂ ସୃଷ୍ଟିକର୍ତା ବ୍ରହ୍ମା ମଧ୍ୟ ବୁଝି ପାରି ନଥିଲେ । ପୁରାତନ କାଳରେ ଅନେକ ପଣ୍ଡିତ ବିଦ୍ଵାନ ମାନେ ନାରୀ ମାନଙ୍କ ଉପରେ ଅନେକ କାବ୍ଯ କବିତା ଗ୍ରନ୍ଥ ମାନ ଲେଖି ଯାଇଛନ୍ତି, କିନ୍ତୁ ସେମାନେ ମଧ୍ୟ ଅନାର୍ଯ୍ୟ ଙ୍କୁ ସମ୍ପନ୍ନ ରୂପରେ ବୁଝି ପାରି ନାହାନ୍ତି ।

ଘରର ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ଘରର ସତୀ ହିଁ ଘରକୁ ସ୍ଵର୍ଗ କରିଥାଏ । ଓ ନର୍କ ମଧ୍ୟ କରି ଦେଇଥାଏ । ଶାସ୍ତ୍ର ରେ ସ୍ତ୍ରୀ ମାନଙ୍କର କିଛି ଲକ୍ଷଣ ବିଷୟରେ କୁହାଯାଇଛି । ସ୍ତ୍ରୀ ମାନଙ୍କର କିଛି ଲକ୍ଷଣ ସେମାନଙ୍କୁ ଚରିତ୍ରହୀନ କରିବା ସମୟରେ ସେମାଙ୍କର କିଛି ଲକ୍ଷଣ ସେମାନଙ୍କୁ ଭାଗ୍ଯବାନ ମଧ୍ୟ କରିଥାଏ ।

ଆମର ଗ୍ରନ୍ଥ ମାନଙ୍କ ମଧ୍ୟରେ ସାମୁଦ୍ରିକ ଗ୍ରନ୍ଥ ହେଉଛି ଅନ୍ଯତମ । ଏହି ଗ୍ରନ୍ଥ ମଧ୍ୟରେ ମନୁଷ୍ୟର ଅଙ୍ଗର ଅନୁସାରେ ତାହାର ସ୍ଵଭାବ ବିଷୟରେ ବର୍ଣ୍ଣନା କରାଯାଇଛି । ଏହି ଗ୍ରନ୍ଥରେ ଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କର ଶାରୀରିକ ଲକ୍ଷଣ ବିଷୟରେ ବର୍ଣ୍ଣନା ଅଛି ।

ଯେଉଁ ସ୍ତ୍ରୀ ମନକର ମୁହଁ ସେମାନଙ୍କର ପିତା ଙ୍କ ମୁହଁ ପରି ହୋଇଥାଏ ଓ ପୁଅ ର ମୁହଁ ଯଦି ମା ର ମୁହଁ ସହ ସମାନ ହୋଇଥାଏ, ତେବେ ସେହି ସନ୍ତାନ ଗୁଡିକ ଖୁବ ଭାଗ୍ୟଶାଳୀ ହୋଇଥା’ନ୍ତି । ଯେଉଁ ମହିଳା ମାଙ୍କର ଜିଭ ଲମ୍ବ ହେବା ସହ ଲାଲ ହୋଇଥାଏ, ସେମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ତାହାସହ ଯେଉଁ ମାନଙ୍କର ଜିଭ କଳା ରଙ୍ଗର ହୋଇଥାଏ ସେମାନେ ଧନହୀନା ବୋଲି ମନା ଯାଏ । ଯେଉଁ ମାନଙ୍କର ନାକ ଲମ୍ବା ହୋଇଥାଏ ଓ ଯେଉଁ ମାନଙ୍କର ନାକର ଅଗ୍ରା ଭାଗରେ କଳାଜାଇ ଥାଏ ସେମାନେ ଖୁବ ସୌଭାଗ୍ୟଶାଳୀ ହୋଇଥାନ୍ତି ।

ଗୋଲ ମୁହଁ ବାଲା ଚମକଦାର ମୂହର ସ୍ତ୍ରୀ ମାନେ ମଧ୍ୟ ଖୁବ ସୌଭାଗ୍ୟଶାଳୀ ହୋଇଥାନ୍ତି । ସ୍ତ୍ରୀ ର ଆଙ୍ଗୁଠି ଗୁଡିକ ଲମ୍ବା ହୋଇଥିଲେ ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଛୋଟ ଆଙ୍ଗୁଠି ଥିବା କନ୍ୟ ମାନେ ଅନ୍ୟ ମାନଙ୍କ ପାଇଁ ଭଲ ହୋଇଥିଲେ ମଧ୍ୟ ଜୀବନରେ ଖୁବ ଦୁଃଖ ଭୋଗ କରିଥାନ୍ତି । ଲାଲ ଓଠ ଥିବା ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

ଏହାସହ ଲମ୍ବା କେଶ ଥିବା ମହିଳା ମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଥା’ନ୍ତି । ଯେଉଁ କନ୍ୟା ମାନଙ୍କର ଆଖି ମୃଗ ପରି ହୋଇ ଗୋଲ ବଡ ବଡ ହୋଇ ଧଳା ଧଳା ଚମକଦାର ହୋଇଥାଏ ସେମାନେ ଖୁବ ସୌଭାଗ୍ୟଶାଳୀ ହୋଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *