ଓଡିଆ ହସକଥା- ସ୍ତ୍ରୀ- ବାବାଜୀ ! ଯଦି ମୁଁ କୌଣସି ଯବାନ ପୁଅକୁ କିସ କରିବି ତା ହେଲେ କଣ ହବ ? ଜବାବ ଶୁଣିଲେ ହସି ହସି ଗଡିଯିବେ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ନିଜ ବ୍ୟସ୍ତ ବହୁଳ ଜୀବନରେ ରହୁଛନ୍ତି । ସାଧାରଣତଃ ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି ଓ ମନରେ ବହୁତ ଚିନ୍ତା ରଖି କାର୍ଯ୍ୟ କରୁଛନ୍ତି ।

ଯଦି ଲୋକଙ୍କ ମନ ଖୁସିରେ ରହିବ ତା ହେଲେ ସେମାନେ ତାଙ୍କର ସମସ୍ତ କାର୍ଯ୍ୟକୁ ଖୁସିରେ ସଫଳ କରିବେ । ନିଜ ବ୍ୟସ୍ତ ବହୁଳ ଜୀବନକୁ ଦେଖି ଲୋକମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି ।

କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ ଓ ଆପଣଙ୍କର ମନୋରଞ୍ଜନ ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ପ୍ରଫେସର- ରମେଶ ତମେ କହିଲ… ଚାହା ଆମ ଶରୀର ପାଇଁ କ୍ଷତିକାରକ ନା ଲାଭଦାୟକ ?

ରମେଶ- ସାର, କ୍ଷତିକାରକ ଅଟେ ।

ପ୍ରଫେସର- ରାଜୁ ତମେ କହିଲ ?

ରାଜୁ- ସାର, ଲାଭଦାୟକ ଅଟେ ।

ପ୍ରଫେସର- ଆଛା ପପୁ ତମେ କହିଲ ?

ପପୁ- ସାର, ଯଦି ଚାହା ପିଏଇବାକୁ ପଡେ ତା ହେଲେ କ୍ଷତିକାରକ ଆଉ ଯଦି ମାଗଣା ଚାହା ମିଳିବ ତା ହେଲେ ଲାଭଦାୟକ ।

୨. ପପୁ ସ୍ତ୍ରୀ ଘର ବାହାର ଦେଖି କହିଲା- ଆଜି ଲାଗୁଛି ବାତ୍ୟା ହେବ…

ପପୁ- ୧୦ ବର୍ଷ ହେଲାଣି ବାତ୍ୟା ସହୁଛି ଆଉ ଏ ବାତ୍ୟା ମୋର କଣ କ୍ଷତି କରିବ… ଏହାପରେ ପପୁ ଉପରେ ବିଜୁଳି ପଡିଲା ତା ବି ଘର ଭିତରେ ।

୩. ସ୍କୁଲ ପୁଅ ପଚାରିଲା ଝିଅକୁ ?

ପୁଅ- ତମେ ମୋ ସହ ବାହା ହବ ?

ଝିଅ- ନା

ପୁଅ- କରିଦିଅନା ।

ଝିଅ- ନା ମୁ କରିବିନି ।

ପପୁ- କରିଦିଅ ମୁ ତମକୁ ଚକିଲେଟ ଦେବି ।

ଝିଅ- ସେଥିପାଇଁ ତ ମନା କରିଲି ମୁ ଆଉ ଜଣଙ୍କ ସହ କୁରକୁରେ ପାଇଁ କଥା ହୋଇସାରିଛି ।

୪. ଥରେ ପପୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲା… ହେଲେ ସେହି ସମୟରେ ପପୁ ଏକ ଭାଲୁ ଦେଖି ଡରିଗଲା ଓ ମାଟି ଉପରେ ଲୁଚି ଶୋଇପଡିଲା ।

ଏହା ଦେଖିବା ପରେ ଭାଲୁ ପପୁ ପାଖକୁ ଆସି କହିଲା- ସଳା ଭୋକ ନାହିଁ ନହଲେ ଏହି କାହାଣୀ ମୁ ବି ଛୁଆବେଳେ ଶୁଣିଥିଲି ।

୫. ଗାର୍ଲଗ୍ରେଣ୍ଡ- କବାଟ ଖୋଲ ନା ଡାର୍ଲିଂ…

ପୁଅ- କେଉଁଠି ଅଛ ତମେ ?

ଝିଅ- ତମ ଘର ବାହାରେ ଅଛି ?

ପୁଅ ନିଜ ସାନ ଭଉଣୀକୁ କବାଟ ଖୋଲିବା ପାଇଁ ପଠାଇଲା…

ଗାର୍ଲଫ୍ରେଣ୍ଡ- କେମିତି ଅଛ ଝିଅ ?

ଛୋଟ ଝିଅ- ତମେ ସବୁବେଳେ ମୋ ଭାଇକୁ ଦେଖା କରିବା ପାଇଁ ଆସୁଛ ତମର କେହି ଭାଇ ନାହାନ୍ତି କି ?

୬. ତମର ଟିକେ ବି ଶିଷ୍ଟାଚାର ନାହିଁ… ମୁ ଘଣ୍ଟାଟେ ହେବ କହିଚାଲିଛି ଆଉ ତମେ ଘୁମଉଛ…

ସ୍ଵାମୀ- ମୁ ଘୁମେଇବି କାହିଁକି ତମେ ସେବେଠାରୁ କହି ଚାଲିଛ ମତେ ଗୋଟେ ମଉକା ମିଳିଲେ ତ ମୁ କିଛି କହିବି

7. ସ୍ତ୍ରୀ- ଯଦି ମୁ କୌଣସି ଯବାନ ପୁରୁଷକୁ କିସ୍ କରିବି ତା ହେଲେ କଣ ହେବ ବାବା ?

ବାବା- ନର୍କକୁ ଯିବ ତମେ ?

ସ୍ତ୍ରୀ- ଆଛା, ଯଦି ମୁଁ ତୁମକୁ କିସ୍ କରିବି ତା ହେଲେ ?

ବାବା- ଚାଲାଖ ଅଛ, ସ୍ଵର୍ଗକୁ ଯିବା ପାଇଁ ଚାହୁଁଛ ତମେ ଯାହା ଲାଗୁଛି ।

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ  ଓ ଆଗକୁ ଏମିତି ଆହୁରି ମଜାଦାର ଜୋକ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ। ଧନ୍ୟବାଦ ।

Leave a Reply

Your email address will not be published. Required fields are marked *