Chanakya Niti- ଘରେ ଦରିଦ୍ରତାର କାରଣ ହୋଇଥାଏ ମହିଳା ମାନଙ୍କର ଏହପରି ପୋଷାକ ପିନ୍ଧିବା, ଆପଣଙ୍କ ଘରେ ଏମିତି ଭୁଲ ହେଉନି ତ ?

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମହିଳାମାନେ ଶନିବାର ଦିନ ଏହି ରଙ୍ଗ ର ପୋଷାକ କେବେବି ପିନ୍ଧିବା ଉଚିତ ନୁହେଁ । ଏହା ନ ମାନି ସେହି ପୋଷାକ ପିନ୍ଧିଲେ ଘରେ ଗରିବୀ ଆସିଯାଏ ଏଵଂ ଭୟଙ୍କର ଦାରିଦ୍ର୍ୟତା ମଧ୍ୟ ଦେଖା ଯାଏ ।

ତେବେ ଆସନ୍ତୁ ଆଜି ଆମେ ଜାଣି ନେବା କି ଶନିବାର ଦିନ ଆମକୁ କେଉଁ ରଙ୍ଗ ର ପୋଷାକ ଭୁଲ ରେ ବି ପିନ୍ଧିବା ଉଚିତ ନୁହେଁ । ବନ୍ଧୁଗଣ ଯଦି ଆପଣ ମାତା ଲକ୍ଷ୍ମୀ ଙ୍କୁ ଭଲ ପାଆନ୍ତି ଏବଂ ଏହା ମଧ୍ୟ ଇଛା କରନ୍ତି କି ଆପଣ ଙ୍କ ଘରକୁ ଦାରିଦ୍ର୍ୟତା ନ ଆସୁ ଏବଂ ଆପଣ ସର୍ଵଦା ସୁଖ ସମୃଦ୍ଧି ରେ ରୁହନ୍ତୁ ତେବେ ଏହି କାର୍ଯ୍ୟ କିମ୍ବା ଏହି ରଙ୍ଗ ର ପୋଷାକ ପିନ୍ଧନ୍ତୁ ନାହିଁ ।

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ନାରୀ କୁ ଆମେ ଦେବୀ ମାତାଙ୍କ ସ୍ୱରୂପ ବୋଲି ମାନି ଥାଉ । ଘରର ମହିଳା ମାନେ ସବୁ ରଙ୍ଗ ର ପୋଷାକ ପିନ୍ଧି ଥାଆନ୍ତି । କାରଣ ସେହିଥିରୁ ହିଁ ତାକୁ ସୌନ୍ଦର୍ଯ୍ୟ ପ୍ରାପ୍ତ ହୋଇଥାଏ । ମହିଳା ମାନେ ନିଜକୁ ସୁନ୍ଦର ଦେଖେଇବା ପାଇଁ ଏବଂ ନିଜର ସୌନ୍ଦର୍ଯ୍ୟ କୁ ବୃଦ୍ଧି କରିବା ପାଇଁ ବିଭିନ ପ୍ରକାର ର ଏବଂ ବିଭିନ୍ନ ରଙ୍ଗ ର ପୋଷାକ ପିନ୍ଧିଥାନ୍ତି । କୌଣସି ଉତ୍ସବ କୁ ଯିବା ସମୟରେ ମହିଳା ମାନେ ବହୁତ ସାଜସଜ୍ଜା ହୋଇ ଯାଇଥାନ୍ତି । ଏବଂ ସେମାନଙ୍କ ର ମୁଖ୍ୟ ଧ୍ୟାନ ଥାଏ ନିଜ ପୋଷକ ଉପରେ ।

ତେବେ ଆମ ହିନ୍ଦୁ ଧର୍ମ ର ଶାସ୍ତ୍ର ଅନୁସାରେ ମହିଳା ମାନେ ଶନିବାର ଦିନ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ସ୍ୱାମୀ ଙ୍କ ଉପରେ ବିପଦ ଏବଂ ସଙ୍କଟ ଆସିଥାଏ । ଘରେ ଧନ ର ଅଭାବ ଦେଖା ଦିଏ ଏବଂ ଦାରିଦ୍ର୍ୟତା ମଧ୍ୟ ବୃଦ୍ଧି ପାଇଥାଏ । କାରଣ ଏହି ରଙ୍ଗ ର ପୋଷାକ ପିନ୍ଧିବା ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ ।

ଏହା ଛଡା ଶନିବାର ଦିନ କଳା ରଙ୍ଗର ପୋଷକ ପିନ୍ଧିବା ଦ୍ୱାରା ଘରେ ଏବଂ ଜୀଵନ ରେ ନକରାତ୍ମକ ଶକ୍ତି ର ବାସ ହୋଇ ଯାଏ । ଏବଂ ବାସ୍ତୁ ଦୋଷ ସହିତ ଆହୁରି ବିଭିନ୍ନ ସମସ୍ୟା ମାନ ଦେଖା ଦେଇଥାଏ । ଶନିବାର ଦିନ କଳା ରଙ୍ଗର ପୋଷାକ ସେ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ସେମାନଂକୁ ରୋକିବା ଆବଶ୍ୟକ । ଏବଂ ଏହା ଘରର ବର୍ବାଦ ଆଡ଼କୁ ବଢି ଚାଲିଛି ।

ତେବେ ଆପଣ ମହିଳା ମାନଂକୁ ଶନିବାର ଦିନ କଳା ରଙ୍ଗର ପୋଷାକ ପିନ୍ଧିବା ପାଇଁ ବାରଣ କରନ୍ତୁ । ନଚେତ ଘରେ ଆଉ ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ଧନ ର ଅଭାବ ଦେଖା ଦିଏ ଏବଂ ଘରର ସଦସ୍ୟ ମାନେ ସମସ୍ତେ ଚିନ୍ତା ଏବଂ ରୋଗ ତେ ରୁହନ୍ତି । ତେଣୁ ମହିଳା ମାନେ ଶନିବାର ଦିନ କଳା ରଙ୍ଗ ର ପୋଷାକ ପିନ୍ଧିବା ଉଚିତ ନୁହେଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *