907 ବର୍ଷ ପର୍ଯ୍ୟନ୍ତ ସଂଭୋଗ କରିଥିଲେ ଋଷି କୁଣ୍ଡୁ, ଜାଣନ୍ତୁ ଏହାର ରହସ୍ୟ

ବନ୍ଧୁଗଣ, ପୂର୍ବକାଳର ମୁନୀଋଷି ମାନଙ୍କର ଅନେକ ରହସ୍ୟ ରହିଅଛି । ସେ ସବୁକୁ ପ୍ରାଏ ଆମ୍ଭେମାନେ ଜାଣିନାହୁଁ । ମାତ୍ର ତାଙ୍କର ସ୍ଵଭାବ ତଥା ଏହି ରହସ୍ୟମୟ ତତ୍ଵ ସମ୍ବନ୍ଧରେ ଅନେକ ପୋଥି ପୁରାଣ ରେ ଲେଖା ହୋଇଛି ।

ଆସନ୍ତୁ ଜାଣିବା ଯେ, ଋଷି “କଣ୍ଡୁ” ୯୦୭ ବର୍ଷ ଧରି ସ୍ଵର୍ଗ ର ଅପ୍ସରା ଙ୍କ ସହିତ କିଭଳି ଏବଂ କେଉଁ ନିମନ୍ତେ ସଂ-ଭୋ-ଗ ରଖିଥିଲେ । ଋଷି କଣ୍ଡୁ ଯିଏ କି ସ୍ଵର୍ଗ ର ଅପ୍ସରା ପ୍ରମଲୋଚା ଙ୍କର ଆକର୍ଷଣରେ ଆସି ଲଗାତାର ୯୦୭ ବର୍ଷ ପର୍ଯ୍ୟନ୍ତ ସମ୍ଭୋବ କରିଥିଲେ । ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଯେ, ଲଗାତାର ୯୦୭ ବର୍ଷ ପର୍ଯ୍ୟନ୍ତ ଏପରି କିଭଳି ସମ୍ଭବ ? କେଉଁ ନିମନ୍ତେ ମହାଋଷି କଣ୍ଡୁ ଙ୍କୁ ଏଭଳି କରିବାକୁ ହୋଇଥିଲା ?

ଏହି ପ୍ରଶ୍ନ ର ଉତ୍ତର ଆମେ ପୁରାଣ ରେ ବର୍ଣ୍ଣିତ ଥିବା ମହାଋଷି କଣ୍ଡୁ ଏବଂ ପ୍ରମଲୋଚା ର କାହାଣୀ ମାଧ୍ୟମରୁ ଜାଣିବା । ଆସନ୍ତୁ ବର୍ତ୍ତମାନ ଏହି ରହସ୍ୟମୟ ବିବରଣୀ ଉପରେ ନଜର ପକାଇବା । ଯେଉଁଠାରେ ଅପ୍ସରା ମାନଙ୍କ ନାମ ଆସିଥାଏ, ସେଠାରେ ଇନ୍ଦ୍ର ଦେବ ଙ୍କ ନାମ ମଧ୍ୟ ରହିଥାଏ । ଏହି କଥା ଟି ବେଦ ପୁରାଣ ମାନଙ୍କରେ ବର୍ଣ୍ଣିତ ଅଛି ଯେ, ଇନ୍ଦ୍ରଦେବ ସ୍ଵର୍ଗ ର ଦେବତା ଥିଲେ । ଏବଂ ନିଜ କାମ ଆଦାୟ କରିବା ନିମନ୍ତେ କପଟ ର ସାହାରା ନେବା ପାଇଁ ମଧ୍ୟ ପଛାଉ ନଥିଲେ ।

ଗୋଟିଏ ଥର ଏଭଳି ହେଲା ଯେ, ଋଷିମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଋଷି କଣ୍ଡୁ ଗୋମତୀ ନଦୀ କୂଳରେ ଘୋର ତପସ୍ୟା ରେ ଲୀନ ଥିଲେ । ସେତେବେଳେ ଦେବରାଜ ଇନ୍ଦ୍ର ଙ୍କୁ ଏହି ଭୟ ଲାଗିଲା ଯେ, ତାଙ୍କ ତପସ୍ୟାର ବରଦାନ ରେ ଋଷି କଣ୍ଡୁ ସ୍ଵର୍ଗ ଯେପରି ନ ମାଗିନିଅନ୍ତୁ । ଋଷି କଣ୍ଡୁ ଙ୍କ ତପସ୍ୟା ଭଙ୍ଗ କରିବା ନିମନ୍ତେ ଦେବରାଜ ଇନ୍ଦ୍ର ସ୍ଵର୍ଗ ଲୋକ ର ଅପ୍ସରା ପ୍ରମୋଲୋଚା କୁ ତାଙ୍କ ପାଖକୁ ପଠାଇଲେ ।

ଏହାପରେ ପ୍ରମୋଲୋଚା ନିଜ ନେତ୍ରଲକ୍ଷଣ ରୁ ଋଷି କଣ୍ଡୁ ଙ୍କୁ ସମ୍ମୋହିତ କରିନେଲେ । ପ୍ରମୋଲୋଚା ସମ୍ମୋହନ ରେ ଫସିଯିବା ପରେ, ଋଷି କଣ୍ଡୁ ପୂଜାପାଠ ତଥା ତପସ୍ୟା କୁ ଭୁଲି ପ୍ରେମସାଧନା ରେ ଲୀନ ହୋଇଗଲେ । ଯୋଜନା ଅନୁଯାୟୀ ଇନ୍ଦ୍ର ଏବଂ ପ୍ରମୋଲୋଚା କାର୍ଯ୍ୟ ସମ୍ପର୍ଣ୍ଣ ହୋଇସାରିଥିଲା । ଏହାପରେ ପ୍ରମୋଲୋଚା ସ୍ଵର୍ଗ କୁ ଗମନ କରିବାକୁ ଚାହୁଁଥିଲେ । ମାତ୍ର ଋଷି କଣ୍ଡୁ ପ୍ରମୋଲୋଚା ଙ୍କର ପ୍ରେମ ରେ ଏଭଳି ହଜିଯାଇଥିଲେ ଯେ, ସେ ତାଙ୍କୁ କେଉଁଠାକୁ ଯିବାକୁ ଦେଉନଥିଲେ ।

ମାତ୍ର ପ୍ରମୋଲୋଚା ବିଭିନ୍ନ ଉପାୟରୁ ସ୍ଵର୍ଗ ଯିବାକୁ ଚାହୁଁଥିଲେ । ମାତ୍ର ସେ ଋଷି କଣ୍ଡୁ ଙ୍କର ସ୍ରାପ ଠାରୁ ମଧ୍ୟ ଭୟ କରୁଥିଲେ । ଏଥିପାଇଁ ସେ ଚାହିଁକି ମଧ୍ୟ ସ୍ଵର୍ଗ କୁ ଯାଇପାରୁ ନଥିଲେ । ଅଚାନକ ଦିନେ ଋଷି କଣ୍ଡୁ ଙ୍କୁ ନିଜ ତପସ୍ୟା କଥା ଜ୍ଞାତ ହେଲା । ଏହାପରେ ସେ ନିଜ କୂଟିଆ ରୁ ଆସି କହିଲେ ମୁଁ ତପ କରିବାକୁ ଯାଉଅଛି । ଏହାପରେ ପ୍ରମୋଲୋଚା କହିଲେ ଏତେ ବର୍ଷ ହୋଇ ଗଲାଣି ଏବେ ଆପଣଙ୍କୁ ନିଜର ତପସ୍ୟା ମାନେ ପଡୁଅଛି ।

ଋଷି କହିଲେ ତୁମ୍ଭେ ପ୍ରାତଃ ରେ ଆସି ମତେ ମୋର ସାଧନା ତଥା ତପସ୍ୟା ସମ୍ବନ୍ଧରେ କହୁଅଛ । ତେବେ ପ୍ରମୋଲୋଚା ଇନ୍ଦ୍ର ସମ୍ବନ୍ଧରେ ସମସ୍ତ ସତ କଥା କହିଲେ । ଏହାପରେ ପ୍ରମୋଲୋଚା କହିଲେ ଯେ, ମତେ ଏଠାକୁ ଆସିବାର ୯୦୭ ବର୍ଷ ସଂପୂର୍ଣ୍ଣ ହୋଇସାରିଲାଣି ।

ଋଷି କଣ୍ଡୁ କୁହନ୍ତି ଧିକାର ଅଛି ମତେ ମୋର ବର୍ଷ ବର୍ଷ ର ସାଧନା ତଥା ତପସ୍ୟା ଭଙ୍ଗ ହୋଇଗଲା । ନିଜ ଭୁଲ ର ପଶ୍ଚାତାପ କରି ଋଷି କଣ୍ଡୁ ପ୍ରମୋଲୋଚା ଙ୍କର ତ୍ୟାଗ କରି ପୁନ୍ନର୍ବାର ତପସ୍ୟା ରେ ଲୀନ ହୋଇଗଲେ । ଏହିଭଳି ଭାବରେ ଋଷି କଣ୍ଡୁ ୯୦୭ ବର୍ଷ ଧରି ପ୍ରମୋଲୋଚା ଙ୍କ ସହିତ ସ-ମ୍ଭୋ-ଗ କରିଥିଲେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *