ବନ୍ଧୁଗଣ ନମସ୍କାର ପ୍ରାୟତଃ ମାତାପିତା ନିଜ ଛୁଆ ଙ୍କ ବ୍ରେନ ଡେଭଲପ୍ କୁ ନେଇ ଚିନ୍ତାରେ ରହିଥାନ୍ତି । ସେମାନଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ ଯେ ଯେତେ ଯାହା କରିଲେ ବି ତାଙ୍କ ଛୁଆ କଣ ପାଇଁ ପାଠପଢ଼ା ରେ କମଜୋର ଅଛି ବା କୌଣସି ଜିନିଷ କୁ ମନେ ରଖୁ ନାହିଁ ।
ଏଥି ନିମନ୍ତେ ଅଭିଭାବକ ନିଜ ଛୁଆ ଙ୍କୁ ମାର୍କେଟ ରେ ମିଳୁଥିବା କେତେ ଔଷଧ ମଧ୍ୟ ଖାଇବାକୁ ଦେଇଥାନ୍ତି କିନ୍ତୁ ତା’ର କୌଣସି ଫଳ ମିଳି ନଥାଏ । ପିଲା ମାନଙ୍କ ବ୍ରେନ ଡେଭଲପ୍ ହେବା ବହୁତ ଜରୁରୀ ହୋଇଥାଏ । ନଚେତ ଭବିଷ୍ୟତ ରେ ହଇରାଣ ହେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କ ଛୁଆ ଙ୍କ ବ୍ରେନ ଡେଭଲପ୍ ହେବ ଏବଂ ସେ ସମସ୍ତ କଥା କୁ ମନେ ରଖିବାକୁ ଲାଗିବ ।
ଏହାକୁ ଯଦି ଆପଣ ନିଜ ଛୁଆ ଙ୍କୁ ଦୈନନ୍ଦିନ ଜୀବନ ରେ ଖାଇବାକୁ ଦେବେ ତେବେ ଆପଣଙ୍କ ଛୁଆ ଙ୍କ ବ୍ରେନ କମ୍ପୁଟର ଭଳି କାମ କରିବକୁ ଲାଗିବ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର କୁ କିପରି ଭାବରେ ପ୍ରସ୍ତୁତ କରିବା ଆପଣ ବଜାରରେ ମିଳୁଥିବା ପ୍ରୋଟିନ ପାଉଡର କୁ ନ କିଣି ନିଜ ଘରେ ପ୍ରସ୍ତୁତ କରନ୍ତୁ ଏବଂ ନିଜ ପିଲା ଙ୍କ ସହିତ ବଡ଼ ଲୋକ ମାନେ ମଧ୍ୟ ଏହି ପାଉଡର କୁ ସେଵଂ କରି ପାରିବେ ।
ପ୍ରୋଟିନ ପାଉଡର ପ୍ରସ୍ତୁତ ପାଇଁ ପ୍ରଥମେ ସାତ ଆଠଟା କାଜୁ ନେବେ ତାକୁ ଗୋଟିଏ ମିନିଟ ପର୍ଯ୍ୟନ୍ତ ରୋଷ୍ଟ କରନ୍ତୁ ଏହା ପରେ କିଛି ବାଦାମ ଏବଂ ଚାରି ଟି ଆଖରତ ନିଅନ୍ତୁ ସେହି ଦୁହେଁ ଙ୍କୁ ମଧ୍ୟ ରୋସ୍ଟ କରନ୍ତୁ ଏକ ମିନିଟ ପର୍ଯ୍ୟନ୍ତ । ଏହା ପରେ କିଛି ମଖାନେ ନିଅନ୍ତୁ ଏବଂ ତାକୁ ମଧ୍ୟ ଗୋଟିଏ ମିନିଟ ପର୍ଯ୍ୟନ୍ତ ରୋସ୍ଟ କରି ଦିଅନ୍ତୁ ।
ଏହା ପରେ ରୋସ୍ଟ ବାଦାମ,କାଜୁ ଏବଂ ଅଖରତ କୁ ଗ୍ରାଇଡିଂ କରି ଏକ ପାଉଡର ପ୍ରସ୍ତୁତ କରନ୍ତୁ ଏବଂ ଏହା ପରେ ଭଲ ଭାବରେ ଏହାକୁ ଛାଣି ଦିଅନ୍ତୁ ଏହା ପରେ ଆପଣ ଯଦି କୌଣସି ମୋଟାଡାନା ରହି ଯାଇଥାଏ ତେବେ ତାକୁ ପୁନଃ ଗ୍ରାଇଣ୍ଡିଂ କରି ଦିଅନ୍ତୁ ଏହା ପରେ ରୋସ୍ଟ ମଖାନେ କୁ ନିଅନ୍ତୁ ଏବଂ ତାକୁ ମଧ୍ୟ ଏହି ଭଳି ଭାବେ ଗ୍ରାଇଡିଂ କରି ତାର ଏକ ଭଲ ପାଉଡର ପ୍ରସ୍ତୁତ କରନ୍ତୁ ।
ଏହା ପରେ ସବୁ ଗୁଣ୍ଡ କୁ ମିଶାଇ ଦୁଇଟି ଅଲଗା ଅଲଗା ପାତ୍ର ରେ କାଢି ନିଅନ୍ତୁ ଏହା ପରେ ଗୋଟିଏ ପାତ୍ର ରେ ଥିବା ପାଉଡର ରେ ଗୁଜୁରାତି ଗୁଣ୍ଡ କୁ ପକାଇ ସେହି ଫ୍ଲେବର ଦେଇଦିଅନ୍ତୁ ଏବଂ ଆଉ ଏକ ପାତ୍ର ରେ କୋକୋ ପାଉଡର ପକାଇ ସେହି ଫ୍ଲେବର ଦିଅନ୍ତୁ ।
ଏହା ପରେ ଆପଣ ସକାଳେ ଏବଂ ରାତିରେ କ୍ଷୀର ସହ ମିଶାଇ ଦେଇ ପାରିବେ ଏହା ଦ୍ୱାରା ସେମାନଙ୍କ ସ୍ମରଣ ଶକ୍ତି ବହୁତ ପ୍ରଖର ହେବ ଏବଂ କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ହେବ ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।