Jyotish Shastra- ମହାଶିବରାତ୍ରି ପୂର୍ବରୁ ଏହି ରାଶି ଉପରେ ପଡିବ ପ୍ରଭୁ ଭୋଲେନାଥଙ୍କ କୃପା ! ବଢି ଚାଲିବ ଧନ ସମ୍ପତ୍ତି !

ବନ୍ଧୁଗଣ, ମହାଶିବରାତ୍ରି ଦିନ ଭଗବାନ ଶିବ ଙ୍କ ଭକ୍ତ ତାଙ୍କୁ ପ୍ରସନ୍ନ କରିବା ନିମନ୍ତେ ସଂପୂର୍ଣ୍ଣ ବିଧି ବିଧାନ ପୂର୍ବକ ବ୍ରତ ପାଳନ କରିଥାନ୍ତି । ଏହିଦିନ ଭଗବାନ ଶିବ ଙ୍କ ସହିତ ମାତା ପାର୍ବତୀ ଙ୍କର ମଧ୍ୟ ପୂଜା କରିଥାନ୍ତି । ମହାଶିବରାତ୍ରି ଦିନ ଭଗବାନ ଶିବ ଙ୍କର ଅଭିଷେକ ର ଖାସ ମହତ୍ଵ ରହିଅଛି । ଚଳିତବର୍ଷ ମହାଶିବରାତ୍ରି ମାର୍ଚ୍ଚ ମାସ ୧ ତାରିଖ ମଙ୍ଗଳବାର ଦିନ ରେ ପଡୁଅଛି ।

ଏହି ପବିତ୍ର ଦିନଟି କିଛି ରାଶିର ଲୋକ ମାନଙ୍କ ନିମନ୍ତେ ବହୁତ ଖାସ ହେବାକୁ ଯାଉଅଛି । ଏହି ରାଶିର ଲୋକ ମାନଙ୍କୁ ଭଗବାନ ଶିବଙ୍କର କୃପାଦ୍ରୁଷ୍ଟି ପ୍ରାପ୍ତ ହେବାକୁ ଯାଉଅଛି । ତେବେ ଆସନ୍ତୁ ଜାଣିନେବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧;- ମେଷ ରାଶି, ଆପଣଙ୍କ ଜୀବନରେ କିଛି ନୂଆ ହେବାକୁ ଯାଉଅଛି । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କୁ ଉତ୍ତମ ସଫଳତା ମିଳିବାକୁ ଯାଉଅଛି । ଆପଣଙ୍କ ଚାକିରି କ୍ଷେତ୍ରରେ ସ୍ଥିରତା ଆସିବାକୁ ଯାଉଅଛି । ଏହା ସହିତ ଆପଣଙ୍କୁ ପରିବାରର ସାଥ ମିଳିବ ।

୨;- ବୃଷ ରାଶି, ଭଗବାନ ଶିବ ଙ୍କ କୃପାରୁ ଏହି ସମୟରେ ଆପଣ କିଛି ରଚନାତ୍ମକ କାର୍ଯ୍ୟ କରିପାରିବେ । ଚାକିରୀ କ୍ଷେତ୍ରରେ ମଧ୍ୟ ପଦୌନ୍ନତି ଆପଣଙ୍କୁ ମିଳିବାକୁ ଯାଉଅଛି । ପାରିବାରିକ ବ୍ୟବସାୟରେ ଲାଭ ମିଳିବ । ଯେଉଁ ଲୋକ ଚାକିରିର ସନ୍ଧାନରେ ଅଛନ୍ତି ସେମାନଙ୍କୁ ମଧ୍ୟ ଉଚିତ ଲାଭ ମିଳିବାକୁ ଯାଉଅଛି ।

୩;- ମିଥୁନ ରାଶି, ଭଗବାନ ଶିବ ଙ୍କ କୃପାରୁ ସମସ୍ତ ପରିସ୍ଥିତି ର ସାମ୍ନା କରିବାର ସାହାସ ଆସିବା । ଶିକ୍ଷା କ୍ଷେତ୍ରରେ ଆପଣ ଅଗ୍ରସର ହେବେ । ଏହା ସହିତ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଯଦି ଆପଣ ବିଦେଶ ରେ ଚାକିରୀ କରୁଛନ୍ତି ଅଥବା କରିବାକୁ ଚାହୁଁଛନ୍ତି ଅଥବା କୌଣସି ବ୍ୟାପାର ଆପଣଙ୍କର ବିଦେଶୀ ଜିନିଷ ମାନଙ୍କର ଅଟେ, ତେବେ ଏହି ସମୟରେ ଭାଗ୍ୟ ଆପଣଙ୍କର ସାଥ ଦେବ । ଭଗବାନ ଙ୍କ କୃପାରୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ । ଆପଣ ନିୟମିତ ରୂପରେ ଓମ ନମଃ ଶିବାୟ ର ଜପ ନିଶ୍ଚିତ ଭାବରେ କରନ୍ତୁ ।

୪;- କର୍କଟ ରାଶି, ଏହି ରାଶିର ଲୋକ ମାନଙ୍କ ପାଇଁ ଏହି ଶିବରାତ୍ରି ର ସମୟରେ ଏକା ସମୟରେ ଅନେକ କିଛି ପରିବର୍ତ୍ତନ ଆଣିବାକୁ ଯାଉଅଛି । ମାତ୍ର ଆପଣ ଗୋଟିଏ ଜିନିଷର ଧ୍ୟାନ ଅବଶ୍ୟ ରଖିବେ ଯେ ଆପଣ କୌଣସି କାର୍ଯ୍ୟ ତରବରିଆ ହୋଇ ଆରମ୍ଭ କରନ୍ତୁ ନାହିଁ । ଏଭଳି ଯଦି ଆପଣ କରନ୍ତି ତେବେ ଆପଣଙ୍କୁ ନିଶ୍ଚିତ ଭାବରେ କ୍ଷତି ହୋଇପାରେ ।

୫;- ସିଂହ ରାଶି, ଏହି ରାଶିର ଲୋକ ମାନଙ୍କ ନିମନ୍ତେ ମହାଦେବ ଙ୍କ କୃପାରୁ ବର୍ତ୍ତମାନ ଧନ ବର୍ଷିବାକୁ ଯାଉଅଛି । ଆପଣଙ୍କ ପାଇଁ ଏହି ସମୟ ବହୁତ ଅଧିକ ଶୁଭ ଅଟେ । ଏହି ସମୟରେ ଆପଣ ଯାହା ମଧ୍ୟ ଚିନ୍ତା କରିବେ ସେହି ଦିଗରେ ଆପଣ ଆଗକୁ ବଢିବେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *