ନମସ୍କାର ବନ୍ଧୁଗଣ । ଯେଉଁ ଭକ୍ତ ଭଗବାନ ମହାଦେବଙ୍କର ନିଷ୍ଟାର ସହ ପୂଜା ଆରାଧନା କରିଥାଏ । ଏହା ସହିତ ଭଗବାନ ଖୁସି ହେଲା ଭଳି ଭଲ କାର୍ଯ୍ୟ କରିଥାଏ । ସେମାନଙ୍କ ଉପରେ ପ୍ରଭୁ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାଇଥାନ୍ତି । ଭଗବାନ ମହାଦେବଙ୍କର ୬ ଟି ନାମର ଲୋକ ଅତୀବ ପ୍ରିୟ ହୋଇଅଥାନ୍ତି । ଯେଉଁ ମାନଙ୍କର ନିନ୍ମଲିଖିତ ଏହି ୬ ଟି ଅକ୍ଷରରୁ ନାମ ଆରମ୍ଭ ହୋଇଥାଏ । ସେମାନେ ପ୍ରଭୁଙ୍କର ଅଂଶ ହୋଇଥାନ୍ତି ବୋଲି କୁହାଯାଇଥାଏ । ଏହି ଭାଗ୍ୟଶାଳୀ ଲୋକମାନେ ନିଜ ଜୀବନରେ ବହୁତ ସହଜରେ ଉନ୍ନତିର ସୋପାନ ଚଢି ପାରିଥାନ୍ତି ।
ଏମାନଙ୍କ ଜୀବନରେ ଆସୁଥିବା ସବୁ ଦୁଃଖ ଓ ଯନ୍ତ୍ରଣାକୁ ମହାଦେବ ହରଣ କରିଥାନ୍ତି । ମହାଦେବଙ୍କର କୃପାଦୃଷ୍ଟି ସର୍ବଦା ଏହି ବିଶେଷ ଅକ୍ଷରରୁ ଆରମ୍ଭ ଲୋକଙ୍କ ଉପରେ ରହିଥାଏ । ଏମାନେ ଅନ୍ୟର ଖରାପ କରିବାକୁ ଚେଷ୍ଟା କରିନଥାନ୍ତି । ବିପଦ ସମୟରେ ଅନ୍ୟକୁ ସାହାଜ୍ଯ କରିଥାନ୍ତି । ଏହି ଲୋକମାନେ ସମାଜର ଉନ୍ନତିମୂଳକ କାର୍ଯ୍ୟ କରିବା ଆଗ୍ରହୀ ରହିଥାନ୍ତି ।
ଯେଉଁ କାରଣରୁ ଏମାନଙ୍କର ସମାଜରେ ମାନସମ୍ମାନ ବୃଦ୍ଧି ହୋଇଅଥାଏ । ସେହି ବିଶେଷ ପ୍ରଥମ ଅକ୍ଷର ହେଉଛି A । ଏହି ଅକ୍ଷରରୁ ସୃଷ୍ଟ ନାମ ଯାହାର ସେ ମହାଦେବଙ୍କ ଅତି ପ୍ରିୟର ଲୋକ ହୋଇଥାନ୍ତି । ମହାଦେବଙ୍କ କୃପା ଏମାନଙ୍କ ଉପରେ ସବୁବେଳେ ରହିଥାଏ । ଏମାନେ ନିଜକୁ ସବୁବେଳେ ଉତ୍ତମ ରୂପେ ଗଢି ତୋଳିବା ପାଇଁ ଚାହିଁଥାନ୍ତି ।
R ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତି ମଧ୍ୟ ଭଗବାନ ଶିବଙ୍କର ଅଂଶ ବୋଲି ବିଚାର କରାଯାଇଥାଏ । ଏହି ଲୋକମାନଙ୍କୁ ଭଗବାନ ୪ ଦିଗରୁ ସାହାଜ୍ଯ କରିଥାନ୍ତି । ଏହି ଲୋକମାନଙ୍କ ସହିତ ଯେଉଁମାନେ ଶତ୍ରୁତା କରିଥାନ୍ତି । ସେମାନଙ୍କ ଖରାପ ସମୟ ବହୁତ ଶୀଘ୍ର ଆସିଯାଇଥାଏ । ଯେଉଁ ଲୋକମାନଙ୍କର ନାମର ଆରମ୍ଭ D ରୁ ହୋଇଥାଏ । ଏହି ଲୋକମାନଙ୍କ ଉପରେ ମଧ୍ୟ ପ୍ରଭୁ ଶିବଶଙ୍କର ସର୍ବଦା ପ୍ରସନ୍ନ ରହିଥାନ୍ତି ।
ଯେଉଁ କାରଣରୁ ଏମାନେ ସବୁବେଳେ ନିଜ କାର୍ଯ୍ୟରେ ଆଗକୁ ବଢି ଉନ୍ନତି କରିବାର ଦେଖାଯାଇଥାଏ । ଯେଉଁ ମାନଙ୍କର ନାମର ଆରମ୍ଭ P ରୁ ହୋଇଥାଏ । ଏହି ବ୍ୟକ୍ତିବିଶେଷ ମାନେ ମଧ୍ୟ ପ୍ରଭୁ ଭୋଳାନାଥଙ୍କର ପସନ୍ଦର ଲୋକ ହୋଇଥାନ୍ତି । ଏହି ଲୋକମାନଙ୍କ ଭିତରେ ଛନ୍ଦକପଟ ନଥାଏ , ବହୁତ ସଫା ହୃଦୟର ଏମାନେ ହୋଇଥାନ୍ତି ।
V ଅକ୍ଷରରୁ ଆରମ୍ଭ ହୋଇଥିବା ନାମ ବ୍ୟକ୍ତିମାନଙ୍କ ଉପରେ ମଧ୍ୟ ଭଗବାନ ଶୁଭଦ୍ରୁଷ୍ଟି ରଖିଥାନ୍ତି । ଏହି ଲୋକମାନଙ୍କୁ ପ୍ରଭୁ ସର୍ବଦା ଖୁସିରେ ରଖିଥାନ୍ତି । ଏମାନଙ୍କର ଜୀବନରେ ଯେତେ ମଧ୍ୟ ବାଧାବିଘ୍ନ ଆସିଥାଏ । ପ୍ରଭୁ ଭୋଳାନାଥ ସେହି ଲୋକମାନଙ୍କର ଦୁଃଖ ଲାଘବ କରିଦେଇଥାନ୍ତି । S ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ବ୍ୟକ୍ତି ମଧ୍ୟ ପ୍ରଭୁଙ୍କର ଅତି ନିକ୍ତବର୍ତ୍ତୀ ହୋଇଥାନ୍ତି ।
ଏହି ଅକ୍ଷରରୁ ଆରମ୍ଭ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ବ ବହୁତ ଭଲ ହୋଇଥାଏ । ଯେଉଁ କାରଣରୁ ଭଗବାନ ଏମାନଙ୍କର ଉପରେ ସବୁବେଳେ ଆଶ୍ରୀବାଦ ରଖିଥାନ୍ତି । ଯଦି ଏହି ପୋଷ୍ଟ ଆପଣଙ୍କୁ ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ନିହାତି ଭାବେ ଲାଇକ୍, କମେଣ୍ଟ କରନ୍ତୁ । ଧନ୍ୟବାଦ