M ନୁହେଁ ଏହା ହେଉଛି ମହାଲକ୍ଷ୍ମୀ ଯୋଗ ଯଦି ଆପଣଙ୍କ ହାତରେ ରହିଥାଏ ତେବେ ଜାଣନ୍ତୁ କେବେ ଦେଇଥାଏ ସମ୍ପୁର୍ଣ୍ଣ ଫଳ 

ନମସ୍କାର ବନ୍ଧୁଗଣ ,  ଜ୍ୟୋତିଷ ଶାସ୍ତ୍ର ଅନୁସାରେ  ହାତ ରେ ବନିଥିବା ରେଖା ଆମ ଜୀବନ କୁ ପରିବର୍ତ୍ତନ କରିଥାଏ । କୁହାଯାଏ ମଣିଷ ଭାଗ୍ୟଶାଳୀ  ପରିବର୍ତ୍ତିତ ହୁଏ , ଜୀବନରେ ଦୁଃଖ କଷ୍ଟ ରହିନଥାଏ । ଯଦି ଆପଣମାନଙ୍କ ହାତରେ ବନିଥାଏ ଇଂରାଜୀ ଅକ୍ଷର M ଚିହ୍ନ ତେବେ ଅନେକ ଜ୍ୟୋତିଷ ଶାସ୍ତ୍ର ଏହାର ମହତ୍ଵ କୁହାଯାଇଛି । ଏହି  ଚିହ୍ନ ରହିଥିବା ବ୍ୟକ୍ତିର ଜୀବନ ଧନ ରେ ପରିପୂର୍ଣ ହୁଏ , ସମସ୍ଯା ଅସୁବିଧା ଆସିନଥାଏ ।

କିନ୍ତୁ ଆମେ ଆଜି ଆପଣଙ୍କୁ ଏହି ପେଜ୍ ମାଧ୍ୟମରେ ଏହା କେତେ ସତ ହୋଇଛି ନା ଏହା ମିଥ୍ୟା କହିବୁ  । କାରଣ ଏହି ଚିହ୍ନ ଥିବା ବ୍ୟକ୍ତି ଅଳ୍ପ ଦେଖାଯାଇଥାନ୍ତି  , ପରନ୍ତୁ କଣ ଏହି ଚିହ୍ନ ହାତରେ ରହିଥିବା ଲୋକମାନଙ୍କ ଜୀବନରେ କଷ୍ଟ , ବାଧା ଆସୁ ନାହିଁ  । ସେମାନେ ସର୍ବଦା ହସ ଖୁସି , ଧନ , ସମ୍ପତି ରେ ପୂର୍ଣ୍ଣ ହେଇକି ରହିଛି । ଯଦି ଏହି ପ୍ରଶ୍ନ୍ ଆପଣମାନଙ୍କୁ ପଚରା ଯାଏ ତେବେ ଆପଣଙ୍କ ପ୍ରତି ଉତ୍ତର ନାଁ ହେବ ।

କାରଣ ଏହି ଚିହ୍ନ ରହିଥିବା ବ୍ୟକ୍ତିଙ୍କ ଜୀବନରେ ବି ଅସୁବିଧା ଆସିଥାଏ । ଏହି ସଂସାରରେ ରହିଥିବା ପ୍ରତ୍ୟେକ ଲୋକମାନଙ୍କ  ଜୀବନରେ କଷ୍ଟ ଆସିଥାଏ , ତେବେ ଆସନ୍ତୁ ଜାଣିବା ହାତରେ ଏହି   ଇଂରାଜୀ ଅକ୍ଷର M ଚିହ୍ନ କଣ ପାଇଁ ହୋଇଥାଏ ଓ ଏହାର ଅର୍ଥ କଣ ଅଟେ ।  ହସ୍ତ ଶାସ୍ତ୍ର ରେ ହାତରେ ହେଇଥିବା M ଚିହ୍ନ  କୁ ତିନି ଭାଗରେ ବିଭାଜିତ କରାଯାଇଛି ।

ପ୍ରଥମ ଯେଉଛି ମସ୍ତିସ୍କ , ଦ୍ଵିତୀୟ ହେଲା ପରିଶ୍ରମ ଓ ତୃତୀୟରେ ହେଲା ମହାଲକ୍ଷ୍ମୀ ଯୋଗ । ଏହି ମାନଙ୍କୁ ଦେବାଦେବୀଙ୍କ ଅଦୃଶ୍ୟ ଶକ୍ତି ଅକୁହା କଥା କୁ ରେଖା ମଧ୍ୟମରେ କହିଥାନ୍ତି ଯଥା ଏମାନଙ୍କୁ ଭାଗ୍ୟ ଉପରେ ସଂପୂର୍ଣ୍ଣ ନିର୍ଭର କରିବାକୁ ମନା କରାଯାଇଥାଏ ଓ ନିଜର ପରିଶ୍ରମ , ବୁଦ୍ଧିବଳ ରେ ସମାଜରେ ପରିଚୟ ତିଆରି  କରିବାକୁ ହାତର ରେଖା କହିଥାନ୍ତି ।

ଏହି M ଚିହ୍ନ  ଥିବା ଲୋକମାନେ ବହୁତ ବୁଦ୍ଧିମାନ ଓ ଚତୁର ସ୍ଵଭାବ ର ହୋଇଥାନ୍ତି ଯେକୋଣସି କାର୍ଯ୍ୟ କୁ କରିବାର କ୍ଷମତା ରଖିଥାନ୍ତି । ଶାସ୍ତ୍ର ଅନୁସାରେ ଏମାନଙ୍କୁ ଜୀବନରେ କେବେ ଖରାପ ବାଟରେ ପଇସା ରୋଜଗାର କରିବା  ଭାବିବା କଥା ନୁହେଁ । କାରଣ ଏହା ଯୋଗୁ ମା ‘ ଲକ୍ଷ୍ମୀ ଏମାନଙ୍କ ସାଥ କଦାପି ଦେଇନଥାନ୍ତି ।

ଏହା ବ୍ଯତୀତ ଯଦି ଆପଣା ଭଲ କାମରେ ଆପଣଙ୍କ ବୁଦ୍ଧି ର ଉପଯୋଗ କରନ୍ତି ତେବେ ମା ‘ ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କୁ ସାହାଯ୍ୟ କରି ସଫଳତା ପ୍ରଦାନ କରିଥାନ୍ତି । ଯେ ପର୍ଯ୍ୟନ୍ତ ବ୍ୟକ୍ତି ନିଜର ମସ୍ତିସ୍କ କୁ କଟାଇ ଭଲ କାମ ରେ ନିଜକୁ ନିଯୋଜିତ କରିନଥାଏ ସେ ଯାଏ ଏହି ଚିହ୍ନ ର ପ୍ରଭାବ ପାଇନଥାଏ ।

ଭାଗ୍ୟ ଉପରେ ଭରସା ନା  କରି ବୁଦ୍ଧି  ଦ୍ଵାରା କାର୍ଯ୍ୟ କରି ଗଲେ  ଏହି ଚିହ୍ନ କିଛି ଏପରିକି କାମ କରିଥାଏ ଯେ ମଣିଷ ଯେଉଁ ଠାରେ ବି ହାତ ଦେଇଥାଏ ସୁନା ଉଭରି ଆସିଥାଏ  । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *