Jyotish Shastra- ମଙ୍ଗଳ କଲେ କୁମ୍ଭ ରାଶିରେ ପ୍ରବେଶ, ଏହି 6 ଟି ରାଶିର ସୁନା ପରି ଚମକିବ ଭାଗ୍ୟ

ବର୍ତ୍ତମାନ ସମୟରେ ମଙ୍ଗଳ ଗ୍ରହ ଉଚ୍ଚ ରାଶିରେ ପ୍ରବେଶ କରିଛନ୍ତି । କିଛି ସମୟା ପରେ ମଙ୍ଗଳ ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହା ଯାଇଛି । ଏହି ରାଶି ପରିବର୍ତ୍ତନ କାରଣରୁ ୧୨ ଗୋଟି ରାଶି ମଧ୍ୟରୁ ୬ଟି ରାଶିର ମଙ୍ଗଳ ହେବାକୁ ଯାଉଛି । ମଙ୍ଗଳ ଗ୍ରହ ଯେବେ କାହାକୁ ଦେଇଥାନ୍ତି ତେବେ ଛପର ଫାଡି ଦେଇଥାନ୍ତି । ମଙ୍ଗଳ ଗ୍ରହର ପରିବର୍ତ୍ତନ କାରଣରୁ ବ୍ୟକ୍ତି ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି ।

ଏପ୍ରିଲ ୭ରୁ ମେ ୧୭ ତାରିଖ ଯାଏଁ ଏହି ରାଶିର ବ୍ୟକ୍ତିଙ୍କର ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମେଷ ରାଶି : ଆପଣଙ୍କର ଆୟରେ ବୃଦ୍ଧି ହେବ । ସବୁ ଇଚ୍ଛା ପୂରଣ ହେବ । ଧନ ଜନିତ ସମସ୍ଯା ଜୀବନରେ ଥିଲେ ତାହା ଦୂରେ ହେବ । ପରିବାରରେ ଯଶ ପ୍ରତିଷ୍ଠା ହେବ । ଆର୍ଥିକ ପକ୍ଷ ମଜବୁତ ରହିବ । ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଅନେକ କ୍ଷେତ୍ରରୁ ଲାଭ ମିଳିପାରେ । ପରୀକ୍ଷାରେ ବିଦ୍ୟାର୍ଥୀ ସଫଳ ହେବେ ।

ସିଂହ ରାଶି : ଆପଣଙ୍କର ଭାଗ୍ୟ ର ସହଯୋଗ ମିଳିପାରେ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଜୀବନରେ ନୂଆ କାମ ଆରମ୍ଭ କରିବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଭୌତିକ ସୁଖରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନରେ ମଧୁର ସମ୍ପର୍କ ରହିବ । ବେପାର କ୍ଷେତ୍ରରେ ଶ୍ରେଷ୍ଠ ପରିଣାମ ମିଳିପାରେ । ବ୍ୟକ୍ତିତ୍ବରେ ଅଲଗା ଊର୍ଜା ସୃଷ୍ଟି ହେବ ।

ବିଛା ରାଶି : ଆପଣଙ୍କର ବେପାରରେ ଶ୍ରେଷ୍ଠ ଲାଭ ପାଇବେ । ଆୟ ରେ ବୃଦ୍ଧି ହେବ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ବଡ ଭାଇ ଭଉଣୀଙ୍କ ସହଯୋଗ ଆପଣ ପାଇବେ । ଯାହା ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ପ୍ରେମ ଜୀବନରେ ମଧୁରତା ଆସିବ ।

ଧନୁ ରାଶି : ଆପଣଙ୍କ ଜିନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ଯେଉଁ କ୍ଷେତ୍ରରେ ରହିବେ ସର୍ବଦା ଉଚ୍ଚ ସ୍ତରରେ ରହିବେ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରମୋଶନ ହୋଇପାରେ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । କ୍ଯାରିୟର ଦିଗରେ ଆପଣ ଅଗ୍ରସର ହେବେ । ପରୀକ୍ଷାରେ ସଫଳ ହେବେ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ ।

ମକର ରାଶି : ଆପଣଙ୍କର ସୁଖ ସୁବିଧାର ଆଗମନ ହେବ । ଆପଣଙ୍କ ଜୀବନରେ ଭୌତିକ ସୁଖରେ ବୃଦ୍ଧି ହେବ । ଧନ ଜନିତ ସମସ୍ଯା ଦୂର ହେବ । ନିଜର ବାଣୀ ଉପରେ କାବୁ ରଖନ୍ତୁ । ମାତା ପିତାଙ୍କ ସହଯୋଗ ଆପଣ ପାଇବେ ।

କୁମ୍ଭ ରାଶି : ଆପଣଙ୍କ ମନରେ ନୂଆ ଊର୍ଜା ସୃଷ୍ଟି ହେବ । ଆପଣ ସଠିକ ନିସ୍ପତି ନେବେ । ପରିଶ୍ରମର ଫଳ ଆପଣ ପାଇବେ । ଭୂମି, ବାହନ କ୍ରୟ କରିବେ । ପ୍ରତେକ କ୍ଷେତ୍ରରେ ଆପଣ ସଫଳ ହେବେ । ମାନ ସମାନରେ ବୃଦ୍ଧି ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *