Jyotish Shastra- କୁମ୍ଭ ରାଶିରେ ଶୁକ୍ର ଗ୍ରହ କଲେ ଗୋଚର, ଆସନ୍ତା କାଲି ଠାରୁ ଏହି 5 ରାଶିରେ ରାଜଯୋଗ, ରାଜାଙ୍କ ପରି କାଟିବେ ଜୀବନ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ ।ଶୁକ୍ର ଗ୍ରହ ନିଜ ରାଶି ପରିବର୍ତ୍ତନ କରିଛନ୍ତି । ଶୁକ୍ର ମକର ରାଶିରୁ ବାହାରି କୁମ୍ଭ ରାଶିରେ ଗୋଚର କରିଛନ୍ତି । ଯାହା ଦ୍ଵାରା ସମସ୍ତ ରାଶିରେ କିଛି ନା କିଛି ପ୍ରଭାବ ଦେଖିବାକୁ ମିଳିବ । ଏହା ଦ୍ଵାରା ୧୨ ଗୋଟି ରାଶି ମାନଙ୍କୁ ଅନେକ ପ୍ରକାରର ଶୁଭ ଫଳ ମିଳିବାକୁ ଯାଉଛି ବୋଲି ଜ୍ଯୋତିଷ ଶାସ୍ତ୍ର ରେ କୁହା ଯାଇଛି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମେଷ ରାଶି : ଏହି ରାଶିର ଲୋକ ମାନେ ଭୋଗ ବିଳାସରେ ବୃଦ୍ଧି ହେବ । ସନ୍ତାନ ସୁଖ ଲାଭ ହେବ । ଧନ ଲାଭ ହେବ । ଜୀବନ ସାଥିଙ୍କ ସହଯୋଗ ମିଳିବ । ମାନ ସମାନ ପ୍ରାପ୍ତ ହେବ ।

ବୃଷ ରାଶି : ଆପଣଙ୍କୁ ଧନ,ଐଶ୍ଚର୍ଜ୍ୟ ପ୍ରାପ୍ତି ହେବ । କାର୍ଯ୍ୟ କ୍ଷେତ୍ରରେ ଲାଭବାନ ହେବେ । ନୂଆ ପ୍ରୋଜେକ୍ଟ ଆପଣଙ୍କ ହାତକୁ ଆସିପାରେ ।

ମିଥୁନ ରାଶି : ଆପଣଙ୍କର ସୁଖ ସାଧନାରେ ବୃଦ୍ଧି ହେବ । ଭଲ ଚାକିରି ମିଳିପାରେ । ମାନ ସମାନରେ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ସନ୍ତାନଙ୍କର ଉନ୍ନତି ହେବ ।

କର୍କଟ ରାଶି : ଆପଣଙ୍କର ମାନ ସମାନରେ ବୃଦ୍ଧି ହେବ । ଆପଣ ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ହୋଇପାରେ । ଅଯଥା ଖର୍ଚ୍ଚ ହୋଇପାରେ । ଭୋଗ ବିଳାସରୁ ଦୂରେଇ ରୁହନ୍ତୁ ।

ସିଂହ ରାଶି : ଆପଣଙ୍କ ଜୀବନରେ ସୁଖ ପ୍ରାପ୍ତ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ । କାର୍ଯ୍ୟ କ୍ଷେତ୍ରରେ ବଡ ସଫଳ ଲାଭ ହେବ । ମାନ ସମାନରେ ବୃଦ୍ଧି ହେବ । ମନ ପ୍ରସନ୍ନ ରହିବ ।

କନ୍ୟା ରାଶି : ଆପଣଙ୍କର ଧନ କୌଣସି ଜାଗାରେ ଫସିପାରେ । ଧନର ନିବେଶ କରନ୍ତୁ ନାହି । ଚାକିରି କ୍ଷେତରେ ପ୍ରମୋଶନ ହୋଇପାରେ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ।

ତୁଳା ରାଶି : ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଲାଭ ହେବ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ବିବାହର ଯୋଗ ରହିଛି । ବ୍ୟବସାୟରେ ସଫଳତା ଲାଭ ହେବ ।

ବିଛା ରାଶି : ଆପଣ ଯାନବାହାନ କ୍ରୟ କରିବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଧନର ନିବେଶ କରିବେ । ଦାଂପତ୍ଯ ଜୀବନ ସୁଖମୟ ହେବ ।

ଧନୁ ରାଶି : ବେପାର, ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଜୀବନ ସାଥିଙ୍କ ସହଯୋଗ ମିଳିବ । ବଡ ଖୁସି ଖବର ପ୍ରାପ୍ତ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ ।

ମକର ରାଶି : ଆପଣଙ୍କର ଜୀବନରେ ଖୁସି ଆସିବାକୁ ଯାଉଛି । ବେପାର କ୍ଷେତରେ ଧନ ଲାଭ ହେବ । ପ୍ରେମ ଜୀବନରେ ସମୟ ଭଲ ରହିବ । ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ ।

କୁମ୍ଭ ରାଶି : ଜୀବନ ସାଥିଙ୍କ ସହଯୋଗ ପାଇବେ । ଚାକିରିରେ ବଡ ପରିବର୍ତ୍ତନ ହୋଇପାରେ । ଭାଗ୍ଯର ସହଯୋଗ ମିଳିପାରେ ।

ମୀନ ରାଶି : ଆପଣଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ । ବିଦ୍ୟାର୍ଥୀଙ୍କର ଶିକ୍ଷା କ୍ଷେତରେ ଉନ୍ନତି ହେବ । ଖୁସିର ଆଗମନ ହେବ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *