Jyotish Shastra- କୁମ୍ଭ ରାଶିରେ ଏପ୍ରିଲ ମାସରେ ଐତିହାସିକ ପରିବର୍ତ୍ତନ, ଜୀବନରେ ଆସିବ ବହୁତ ବଡ ମୋଡ, ବଦଳିଯିବ ସଂପୂର୍ଣ୍ଣ ଜୀବନ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ଆସନ୍ତା ଏପ୍ରିଲ ମାସରେ କୁମ୍ଭ ରାଶିର ମହା ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଦ୍ଵାରା ଏହି ରାଶିର ଲୋକ ମାନଙ୍କୁ ଅନେକ ଖୁସି ଖବର ମିଳିବା ସହ କିଛି ସମସ୍ଯା ମଧ୍ୟ ଆସିପାରେ । ତେବେ ଏହା ହେବାର କାରଣ ହେଉଛି ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ ଯାହା ଦ୍ଵାରା ରାଶି ମାନଙ୍କ ଉପରେ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଏପ୍ରିଲ ମାସଟି କେମିତି ରହିବ । ଆପଣଙ୍କ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ଆପଣଙ୍କୁ ଅନେକ କ୍ଷେତ୍ରରୁ ଲାଭ ଦେଖିବାକୁ ମିଳିବ ।

ଖେଳକୁଦରେ ଆପଣ ଆଗ୍ରହୀ ଥିଲେ ନିଶ୍ଚୟ ସଫଳ ହେବେ । ଆପଣଙ୍କର ଅଟକି ରହିଥିବା କାମ ପୁଣି ଥରେ ଆରମ୍ଭ ହେବ । ନ୍ୟାୟ ସହ ଜଡିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ । ଭାଇ ଭାଇ ମଧ୍ୟରେ ଥିବା ତିକ୍ତତା ଦୂର ହେବ । ପାରିବାରିକ ସୁଖ ପ୍ରାପ୍ତ ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ । ଆପଣଙ୍କର ଶାରୀରିକ ଊର୍ଜା ସୃଷ୍ଟି ହେବ । ମଙ୍ଗଳ ଗ୍ରହର ପରବେଶ ଯୋଗୁ ପାଠ ପଢାରେ ବିଦ୍ୟାର୍ଥୀ ଫୋକସ କରିବେ । ଆପଣଙ୍କର ସନ୍ତାନ ସୁଖର ଯୋଗ ରହିଛି ।

ସୂର୍ଯ୍ୟ ଆପଣଙ୍କର ୧୧ତମରେ ପ୍ରବେଶ କରିବେ ଯାହା ଶୁଭ ସମୟର ଆଗମନ ହେବାକୁ ଯାଉଛି । ଆପଣ ପୂର୍ବରୁ ଯେଉଁ ପରିଶ୍ରମ କରିଥିଲେ ତାହାର ଫଳ ପାଇବେ । ସରକାରୀ କାର୍ଯ୍ୟ ଦ୍ରୁତ ଗତିରେ ପୁରା ହେବ । କୌଣସି ରେଜଲଟ ଆସିବାର ଥିଲେ ପଜେଟିଭ ଆସିବ । ଯଦି ଆପଣ ସରକାରୀ ଚାକିରି ପାଇଁ ଯୋଜନା କରୁଛନ୍ତି ସେଥିରେ ସଫଳ ହେବେ । ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ବୁଲାବୁଲି କରିବାର ପ୍ଳାନ କରିବେ । ନୂଆ ମିତ୍ର ସ୍ଥାପନ କରିବେ । ପ୍ରେମ ଜୀବନରେ ସମୟ ଶୁଭ ରହିବ ।

ସୂର୍ଯ୍ୟଙ୍କ ପ୍ରବେଶ କାରଣରୁ ପୁତ୍ର ପ୍ରାପ୍ତିର ଯୋଗ ରହିଛି । ପ୍ରତେକ ଗ୍ରହ ଆପଣଙ୍କୁ ସପୋର୍ଟ କରୁଛନ୍ତି । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ରୋଜଗାର କରିବାର ଅବସର ମିଳିବ । ଆର୍ଥିକ ପକ୍ଷ ମଜବୁତ କରିବା ପାଇଁ ନୂଆ ନୂଆ ଅବସର ପାଇବେ । ଆପଣଙ୍କର ସୁଖ ସୁବିଧାରେ ବୃଦ୍ଧି ହେବ । ଭୂମି, ବାହନ କ୍ରୟ କରିବେ । ଶୁକ୍ରଙ୍କର ରାଶି ପରିବର୍ତ୍ତନ କାରଣରୁ ଆପଣଙ୍କର ଅଟକି ରହିଥିବା କାମ ପୁରା ହେବ । ବିଦେଶ ଯାତ୍ରା କରିବେ । ଯେଉଁ ବିଦ୍ୟାର୍ଥୀ ବାହାରେ ରହି ପଢିବାକୁ ଇଚ୍ଛା କରୁଛନ୍ତି ସେଥିରେ ସଫଳ ହେବେ ।

ଜୀବନ ସାଥିଙ୍କ ଠାରୁ ଖୁସି ଖବର ଶୁଣିବାକୁ ପାଇବେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ । ଏହି ସମୟରେ ଆପଣ ନୂଆ ମିତ୍ର କରିବା ସହ ବୁଲିବା ପାଇଁ ପ୍ଳାନ କରିବେ । ତର୍କ ବିତର୍କରେ ଆପଣଙ୍କ ଠାରୁ ଜିତିବା କଷ୍ଟ ହେବ । ମହିଳା ଦାମୀ ଜିନିଷ କ୍ରୟ କରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *