ବିରାଟ କୋହଲି ଙ୍କ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ବିରାଟ କୋଇଲୀ ହେଉଛନ୍ତି ଭାରତୀୟ ଦଳ ର କ୍ୟପଟେନ୍ ସେ କେବଳ ଭାରତ ରେ ନୁହେଁ ବରଂ ବିଶ୍ୱ ର କୋଣ କୋଣ ରେ ପରିଚିତ ଅଟନ୍ତି । ଏବଂ ସବୁଠୁ କମ୍ ବୟସ ରେ ସେ ସବୁଠୁ ବେଶୀ ଟଙ୍କା ଆୟ କରୁ ଥିବା ଖେଳାଳି ହେଲେ ସେ ।

ତେବେ ଆମେ ଆଜି ଆପଣ ମାନଙ୍କୁ କହିବୁ କି ତାଙ୍କର ସଂମ୍ପତୀ ଏବଂ ତାଙ୍କର ଘର ଏବଂ ଏମିତି ବହୁତ କିଛି ବିଷୟ ରେ ତେବେ ଆସନ୍ତୁ ଜାଣି ନେବା ।ତେବେ ବିରାଟ କୋଇଲୀ ଙ୍କ ଡାକ ନାମ ଚିକୁ ଅଟେ । ଏବଂ ସେ 2013 ରୁ ଭାରତୀୟ ଦଳ ରେ କ୍ୟପଟେନ୍ ରହିଛନ୍ତି । ଏବଂ ସେ ଗୋଟିଏ ବର୍ଷ ରେ 110 କୋଟି ଟଙ୍କା ଆୟ କରି ଥାନ୍ତି ।

ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ବିରାଟ କୋଇଲୀ ଙ୍କୁ ଯେତେ ଟଙ୍କା ଖେଳ ରୁ ନ ମିଳେ ତା ଠାରୁ ଅଧିକ ଟଙ୍କା ସେ ବ୍ରାଣ୍ଡ ପ୍ରୋମସନ୍ ରୁ ପାଆନ୍ତି । ଆମ ଭାରତ ରେ ବିରାଟ କୋଇଲୀ ଙ୍କ ସବୁଠୁ ଅଧିକ । ଏବଂ ସେ ବର୍ତମାନ ସମୟ ରେ 17 ରୁ 20 ଟି ବ୍ରାଣ୍ଡ ର ଆମ୍ଭାସେଟର ରହିଛନ୍ତି ।

 

ଏବଂ ସେ କୈଣସି ବ୍ରାଣ୍ଡ ର ଆମ୍ଭାସେଟର ପାଇଁ 100 କୋଟି ନେଇ ଥାନ୍ତି । ଏବଂ ସେ ପାଣି କେବଳ ଇଭିଆନ କମ୍ପାନୀ ର ହିଁ ପିଇଥାନ୍ତି । ଏବଂ ସେହି ପାଣି ର ଗୋଟିଏ ଲିଟର ର ଦାମ୍ 600 ଟଙ୍କା ଅଟେ ।ବିରାଟ କୋଇଲୀ ସବୁୂ ବେଳେ ଗୋଟିଏ ହିଁ ଘଡି ପିନ୍ଧି ଥାନ୍ତା ଜାହାର ଦାମ୍ 70 କୋଟି ଟଙ୍କା ।

 

ସେହି ପରି ବେଳେ ସେ ଇନଭେଷ୍ଟ ବି କରି ଥାନ୍ତି ଯେଉଁ ଥିରେ ସେ 70 ରୁ 80 କୋଟି ଟଙ୍କା ନିଜ ବିଜନେସ୍ ରେ ଇନଭେଷ୍ଟ କରି ଥାନ୍ତି । ଏମିତି ରେ ସେ ଗୋଟିଏ ଟେଷ୍ଟ ମ୍ୟଚ୍ ପାଇଁ 7 ଲକ୍ଷ ୱାନ ଡେ ପାଇଁ 5 ଲକ୍ଷ ଏବଂ 20T ପାଇଁ ସେ 2.50 ଲକ୍ଷ ନେଇ ଥାନ୍ତି ।

ବିରାଟ ଙ୍କ ମୁମ୍ବାଇ ରେ ଏବଂ ଦିଲ୍ଲୀ ରେ ବହୁତ ବଡ ଆଲିସାନ୍ ଘର ରହିଛି । ଏବଂ ବର୍ତମାନ ସମୟ ରେ ତାଙ୍କର ମୋର୍ଟ ସଂମ୍ପତୀ ହୋଇଛି 1000 କୋଟି ଟଙ୍କା ଏବଂ ତାଙ୍କ ସ୍ତ୍ରୀ ଅନୁସ୍କା ଶର୍ମା ଙ୍କ ସଂମ୍ପତୀ ମଧ୍ୟ 500 କୋଟି ଟଙ୍କାର ରହିଛି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *