ଏହି ସବୁ ଅଲକ୍ଷଣ ଥିଲେ ଜାଣନ୍ତୁ ଆପଣ ନିଶ୍ଚିତ ଗର୍ଭବତୀ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଗ-ର୍ଭ-ବ-ତୀ ହେବା ପ୍ରତ୍ୟେକ ମହିଳା ଙ୍କ ପାଇଁ ଏକ ସୌଭାଗ୍ୟ ର କଥା ହୋଇଥାଏ । ଏହା ପ୍ରତ୍ୟେକ ମହିଳା ଙ୍କ ପାଇଁ ସୁନ୍ଦର ଅନୁଭୂତି ଅଟେ ।

ଗର୍ଭ ଧାରଣ ର ପ୍ରଥମ ସପ୍ତାହ ରୁ ହିଁ ମହିଳା ଙ୍କୁ ନିଜର ଧ୍ୟାନ ରଖିବା ଆବଶ୍ୟକ । କିଛି ମହିଳା ନିଜର ଗ-ର୍ଭ ଧା-ର-ଣ ସମ୍ବନ୍ଧରେ ଜାଣି ପାରି ନଥାନ୍ତି ଏବଂ ଅଜାଣତରେ କିଛି ଏଭଳି କାର୍ଯ୍ୟ କରିଥାନ୍ତି ଯାହାଦ୍ୱାରା ଗ-ର୍ଭ ନ-ଷ୍ଟ ହେବାର ସମ୍ଭାବନା ଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ପ୍ରାଥମିକ ଲକ୍ଷଣ ସମ୍ବନ୍ଧରେ କହିବୁ ଯାହାଦ୍ୱାରା ଆପଣ ଜାଣି ପାରିବେ ଯେ ଆପଣ ଗ-ର୍ଭ-ବ-ତୀ ଅଛନ୍ତି ଅଥବା ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଗ-ର୍ଭ-ବ-ତୀ ସମୟରେ ବାରମ୍ବାର ପ-ରି-ସ୍ରା ଲାଗିଥାଏ । ଗ-ର୍ଭ ଧା-ର-ଣ ସମୟରେ କିଡ୍ନୀ ବାଟ ଦେଇ ଅଧିକ ର-କ୍ତ ବି-ଶୋ-ଧ-ନ ହୋଇଥାଏ ଏବଂ ଅଧିକ ପ-ରି-ଶ୍ରା ତିଆରି ହୋଇଥାଏ । ତେଣୁ ଗ-ର୍ଭ-ବ-ତୀ ହେବା ପରେ ମହିଳା ଙ୍କୁ ବାରମ୍ବାର ପ-ରି-ସ୍ରା ଲାଗିଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଗ-ର୍ଭ ଧା-ର-ଣ ସମୟରେ ଅଧିକ କ୍ଳାନ୍ତି ଲାଗିଥାଏ । ଗ-ର୍ଭ-ବ-ତୀ ହେବା ସମୟରେ ମହିଳା ଙ୍କ ଶରୀର ରେ ପୋ-ଷ୍ଟ-ଏ-ରି-ଅର ହରମୋନ ଅଧିକ ନି-ର୍ଗ-ତ ହୋଇଥାଏ । ଯାହା ଫଳ ରେ କ୍ଳାନ୍ତି ଅନୁଭବ ହୋଇଥାଏ । ତେଣୁ ଯଦି ଆପଣ ଅଳ୍ପ କାମ କରିବା ପରେ ଶୀଘ୍ର ଥକି ଯାଉଛନ୍ତି ତେବେ ଏହା ଗ-ର୍ଭ-ବ-ତୀ ହେବାର ସୂଚନା ଦେଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, ଯଦି ମହିଳା ମାନଙ୍କ ମା-ସି-କ ଧ-ର୍ମ ବନ୍ଦ ହୋଇଯାଏ ତେବେ ଏହା ଗ-ର୍ଭ-ବ-ତୀ ହେବାର ସ୍ପଷ୍ଟ ଲକ୍ଷଣ ହୋଇଥାଏ । ତେଣୁ ଯଦି ଆପଣଙ୍କ ଋ-ତୁ-ସ୍ରା-ବ ବନ୍ଦ ହୋଇଯାଇଛି ତେବେ ଆପଣ ତୁରନ୍ତ ନିଜର ପ୍ରେ-ଗ-ନେ-ନ୍ସି ଟେଷ୍ଟ କରାନ୍ତୁ ।

୪. ବନ୍ଧୁଗଣ ଚତୁର୍ଥତଃ, ଗ-ର୍ଭ ଧା-ର-ଣ ସମୟରେ ମିଞ୍ଜାସ ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଗ-ର୍ଭ ଧା-ର-ଣ ସମୟରେ ମହିଳା ମାନେ ଅଧିକ ଚି-ଡି ଯାଇଥାନ୍ତି । ମିଞ୍ଜାସ ରେ ଭଲ ଓ ମ-ନ୍ଦ ଉଭୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । କିଛି ମହିଳା ଏହି ସମୟରେ ଅଧିକ ଚିନ୍ତିତ ମଧ୍ୟ ହୋଇ ଯାଆନ୍ତି । ଏହା ମଧ୍ୟ ଗ-ର୍ଭ ଧା-ର-ଣ ର ଏକ ପ୍ରାଥମିକ ଲକ୍ଷଣ ଅଟେ ।

୫. ବନ୍ଧୁଗଣ ପଞ୍ଚମତଃ, ଗ-ର୍ଭ-ବ-ତୀ ହେବା ସମୟରେ ଖାଇବା ର ଗ-ନ୍ଧ ରୁ ବା-ନ୍ତି ଉଠାଇ ଥାଏ । ମହିଳା ମାନେ କିଛି ଖାଦ୍ୟ ପଦାର୍ଥ ର ଗ-ନ୍ଧ କୁ ସହ୍ୟ କରି ପାରନ୍ତି ନାହିଁ । ତେଣୁ ଯଦି ଆପଣଙ୍କ ମଧ୍ୟରେ ବି ଏହି ଲକ୍ଷଣ ଦେଖିବାକୁ ମିଳୁଛି ତେବେ ଆପଣ ଗ-ର୍ଭ-ବ-ତୀ ଥାଇ ପାରନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *