Gk Questions & Answers- କେଉଁ ଜୀବ ଉଭୟ ଦୁଧ ଏବଂ ଅଣ୍ଡା ଦେଇଥାଏ ? ୯୯% ଲୋକ ଜାଣନ୍ତି ନାହିଁ ଏହାର ଉତ୍ତର

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ, ସାଧାରଣ ଜ୍ଞାନ ଆମ ପାଇଁ ପାଠ ପଢ଼ା ସହିତ ବହୁତ ଜରୁରୀ ଅଟେ । IAS ପରୀକ୍ଷା ରେ ମଧ୍ୟ ଏହି GK ପ୍ରଶ୍ନ ସବୁ ପଚରା ଯାଇଥାଏ । ସାଧାରଣ ଜ୍ଞାନର କିଛି ଏମିତି ପ୍ରଶ୍ନ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ପ୍ରଶ୍ନ ୧- କେଉଁ ମାଛ ର ବିଷଷ ଅଧିକ ଥାଏ ?
କ- ଷ୍ଟାର ଫିସ
ଖ-ଡ଼ଲଫିନ
ଗ-ଟୁନା ଫିସ
ଘ-ଷ୍ଟ|ନ ଫିସ
ଉତ୍ତର-ଷ୍ଟ|ନ ଫିସ ରେ ସବୁଠାରୁ ଅଧିକ ବିଷଷ ଥାଏ ।

ପ୍ରଶ୍ନ ୨-କେଉଁ ପ୍ରାଣୀ ପୁରୁଷ ରୁ ମହିଳା ବନିପାରେ?
କ- ଟିମି
ଖ- ଅକ୍ଟୋପସ
ଗ- କୁମ୍ଭୀର
ଘ- ହାତୀ
ଉତ୍ତର- ଅକ୍ଟୋପସ ଏମିତି ଏକ ପ୍ରାଣୀ ଯିଏକି ପୁରୁଷ ରୁ ମହିଳା ବନିପାରେ ।

ପ୍ରଶ୍ନ ୩-କେଉଁ ଗୁଡ଼ିଆଣି ଉଡି ପରେ?
କ-ଝିଟିପିଟି
ଖ-ଏଣ୍ଡୁଅ
ଗ-ସାପ
ଘ-ପଟିଛଜ଼ଊଁ
ଉତ୍ତର- ପଟିଛଜ଼ଊଁ ଏମିତି ଏକ ଯିବା ଯିଏ କି ଉଡି ପରେ ।

ପ୍ରଶ୍ନ ୪-କେଉଁ ସାପ ଉଡିପାରେ?
କ- ଅଜଗର
ଖ-ଅହିରାଜ
ଗ- ନାଗ
ଘ-ଚରୀସପେଲା ଅର୍ଣ୍ଣାଟ
ଉତ୍ତର- ଚରୀସପେଲା ଅର୍ଣ୍ଣାଟ ଏମିତି ଏକ ସାପ ଯିଏ କି ଉଡି ପାରେ ।

ପ୍ରଶ୍ନ ୫-କେଉଁ ପଦାର୍ଥ ପାଣି ରେ ଜଳିଯାଏ ?
କ-ମଗ୍ନେସିୟୁମ
ଖ-କାର୍ବୋନ
ଗ- ଆଲୁମିନିଉମ
ଘ- ସୋଡିୟମ
ଉତ୍ତର- ସୋଡିୟମ ଏମିତି ଏକ ପଦାର୍ଥ ଯିଏ କି ପାଣି ରେ ଜଳିଯାଏ ।

ପ୍ରଶ୍ନ ୬- କେଉଁ ବେଙ୍ଗ ଉଡିପାରେ ?
କ- ପୋଖରୀ ବେଙ୍ଗ
ଖ- ସମୁଦ୍ରି ବେଙ୍ଗ
ଗ- କୂପ ବେଙ୍ଗ
ଘ-ରହକୋଫୋରୋଉସ ନାଇଗ୍ରୋପଲମାଟୋସ
ଉତ୍ତର- ରହକୋଫୋରୋଉସ ନାଇଗ୍ରୋପଲମାଟୋସ ଏମିତି ଏକ ବେଙ୍ଗ ଯିଏ କି ଉଦିପରେ ।

ପ୍ରଶ୍ନ ୭- କେଉଁ ଫଳ ରେ ସବୁ ଭିଟାମିନ ମିଳେ ?
କ- ପାଚିଲା ଅମୃତଭଣ୍ଡା
ଖ- ସେଓ
ଗ- କମଳା
ଘ- ପିଜୁଳି
ଉତ୍ତର- ପାଚିଲା ଅମୃତଭଣ୍ଡା ରେ ସବୁ ପ୍ରକାରର ଭିଟାମିନ ମିଳେ ।

ପ୍ରଶ୍ନ ୮- କେଉଁ ପକ୍ଷୀ ଉଡି ପାରେ ହେଲେ ଚାଲିପରେ ନାହିଁ ?
କ- ଓଟ ପକ୍ଷୀ
ଖ- ଏମୁ ପକ୍ଷୀ
ଗ- ମାଛ ରଙ୍କା ପକ୍ଷୀ
ଘ-ହମିଙ୍ଗ ପକ୍ଷୀ
ଉତ୍ତର- ହମିଙ୍ଗ ପକ୍ଷୀ ଉଡି ପରେ ହେଲେ ଚାଲିପାରେ ନାହିଁ ।

ପ୍ରଶ୍ନ ୯-କେଉଁ ଗଛ ରେ ଗୋଟିଏ ବି ପତ୍ର ନଥାଏ ?
କ- ଚାକୁଣ୍ଡ
ଖ-ହଳଦୀ
ଗ- ସେବତୀ
ଘ-ଟଟେବ
ଉତ୍ତର- ଟଟେବ ଏମିତି ଏକ ଗଛ ଯୋଉଥିରେ ଗୋଟିଏ ବି ପତ୍ର ନଥାଏ ।

ପ୍ରଶ୍ନ ୧୦- ହାତୀ ର କେତୋଟି ଦାନ୍ତ ଅଛି ?
କ- ୨
ଖ- ୮
ଗ- ୧୩
ଘ- ୨୬
ଉତ୍ତର – ହାତୀ ର ୨୬ ଟି ଦାନ୍ତ ଅଛି ।

ପ୍ରଶ୍ନ ୧୧- କେଉଁ ଗଛ ଫଳ ଦିଏ ନାହିଁ, ଖାଲି ମଞ୍ଜି ଦିଏ ?
କ- ଅକାଶୀ ଗଛ
ଖ- ତାଳ ଗଛ
ଗ- ସାଇକସ
ଘ- ସପୁରୀ ଗଛ
ଉତ୍ତର – ସାଇକସ ଏମିତି ଏକ ଗଛ ଯାହା କି ଫଳ ଦିଏ ନାହିଁ ଖାଲି ମଞ୍ଜି ଦିଏ ।

ପ୍ରଶ୍ନ ୧୨ – ଇଂଲିଶ ରେ କେତୋଟି ଶବ୍ଦ ଅଛି ?
କ- ୭
ଖ- ୮
ଗ- ୬
ଘ- ୫
ଉତ୍ତର- ୭ ଟି ।

ପ୍ରଶ୍ନ- 13 – କେଉଁ ଜୀବ ଉଭୟ ଦୁଧ ଓ ଅଣ୍ଡା ଦିଏ ?

ଉତ୍ତର- ଦୋକାନୀ

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *