କେଉଁ ନାରୀକୁ ବିବାହ କଲେ ସ୍ବାମୀର ହୋଇଥାଏ ସର୍ବନାଶ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ମାନେ ପୂଜନୀୟ ହୋଇଥାନ୍ତି । ତାଙ୍କର କୌଣସି ପ୍ରକାର ଅସମ୍ମାନ କରିବା ଉଚିତ ହୋଇନଥାଏ । ସେହି ମହିଳା ମାନଙ୍କର ରୂପ ଓ ଗଢଣ ଦେଖିକରୀ ଜାଣିପାରିବେ । ମହିଳାଟିର ସ୍ଵଭାବ ଓ ପ୍ରକୃତି କିପରି ହୋଇଥାଏ । ତାଙ୍କର ପ୍ରତ୍ଯେକ କିଛି ନା କିଛି ତାଙ୍କ ଚରିତ୍ର ସ୍ଵଭାବ ବିଷୟରେ ସୂଚନା ଦେଇଥାଏ । ଯେଉଁ ମହିଳା ମାନଙ୍କର ନାକ ଚେପଟା ସେ ସ୍ଵଭାବରେ ଦୁଃଖୀନୀ ଓ ଜୀବନ ସାରା ଦୁଃଖ ଭୋଗ କରିଥାନ୍ତି  । ଯେଉଁ ମହିଳା ମାନଙ୍କର ନାକ ବଡ ହୋଇଥାଏ ।

ସେ ମହିଳା ମାନେ ସ୍ଵଭାବରେ ଶୁଖିନୀ ହୋଇଥାନ୍ତି । ଯେଉଁ ମହିଳା ମାନଙ୍କର ନାକର ଡାହାଣ ପଟେ କଳାଜାଇ ରହିଥାଏ । ସେହି ମହିଳା ମାନେ ଲକ୍ଷ୍ମୀମନ୍ତ ହୋଇଥାନ୍ତି । ଯେଉଁ ମହିଳା ମାନଙ୍କର ନାକ ଲମ୍ବା ସେହି ମହିଳା ମାନେ ଜୀବନରେ ସ୍ଵାମୀ ସୁଖରୁ ବଞ୍ଚିତ ହୋଇଥାନ୍ତି । ଯେଉଁ ମାନଙ୍କର ନାକ ସରୁ ସେହି ମହିଳା ମାନେ ଗୋପନ ପ୍ରଣୟୀଣୀ ହୋଇଥାନ୍ତି ।

ଯେଉଁ ମହିଳା ମାନଙ୍କର ନାକ ଅତି ଗୋଜିଆ ଓ ଲମ୍ବାଳିଆ ହୋଇଥାଏ । ସେହି ଲୋକ ମାନେ କଳହ ପ୍ରିୟ ହୋଇଥାନ୍ତି । ଯେଉଁ ଲୋକ ମାନେ ନାକର ବାମ ପଟେ କଳାଜାଇ ରହିଥାଏ । ସେହି ମହିଳା ମାନେ ଶୌଭାଗ୍ଯ ହୋଇଥାନ୍ତି । ଯେଉଁ ମହିଳା ମାନଙ୍କର ପାଦର ଆଙ୍ଗୁଳୀ ଲାଗି ଲାଗି ରହିଥାଏ । ନଖ ସୁନ୍ଦର ଓ ସମାନ ଥାଏ ।

ସେହି ମହିଳା ମାନେ ଶୁଭଦାୟକ ହୋଇଥାଏ । ଯେଉଁ ମହିଳା ମାନଙ୍କର ପାଦ ୨ ଟି କୁଲା ପରି ହୋଇଥାଏ । ସେହି ମହିଳା ମାନେ ଦରିଦ୍ର ହୋଇଥାନ୍ତି । ଯେଉଁ ମାନଙ୍କରେ ପାଦରେ ଅନାମିକା ଆଙ୍ଗୁଳୀ ନଥାଏ । ସେହି ମହିଳା ମାନେକଳହ ପ୍ରିୟ ଓ ସ୍ଵାମୀଦ୍ରୋହୀ ହୋଇଥାନ୍ତି । ଯେଉଁ ମହିଳା ମାନଙ୍କର ପାଦର ମଧ୍ୟମା ଅଙ୍ଗୁଳୀ ଯଦି ଭୂମୀରେ ଲାଗିନଥାଏ ।

ତେବେ ସେହି ମହିଳା ମାନଙ୍କର ୨ ଟା ସ୍ଵାମୀ ହେବାର ସମ୍ଭାବନା ଥାଏ । ଯେଉଁ ମହିଳା ମାନଙ୍କ ପାଦ ସୁନ୍ଦର, ନଖ ତମ୍ବା ରଙ୍ଗ ପରି ତାଳି ପାଦରେ ମାଛ ଆକୃତିର ଓ ଚକ୍ର ଚିହ୍ନ ରହିଥାଏ । ସେମାନେ ସାକ୍ଷାତ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ଯେଉଁ ମହିଳା ମାନଙ୍କର କାଣୀ ଆଙ୍ଗୁଠି ଭୂମୀରେ ଲାଗିନଥାଏ । ସେହି ମହିଳା ପ୍ରଥମ ସ୍ଵାମୀର ବିନାଶ କାରଣ ହୋଇଥାଏ ।

ଏହା ସହିତ ଦିତୀୟ ସ୍ଵାମୀଙ୍କୁ ବିବାହ କରି ମଧ୍ୟ ତାର ବିନାଶର କାରଣ ହୋଇଥାଏ । ଯେଉଁ ମହିଳା ମାନଙ୍କର ଗୋଇଠି ଓ ପାଦ ଅଳ୍ପ ଉଚ ଥାଏ । ପାଦ ତଳେ ଚକ୍ର, ପଦ୍ମ, ଓ ଲଙ୍ଗଳ ଚିହ୍ନ ଥାଏ । ସେହି ମହିଳା ମାନେ ରାଜପତ୍ନୀ ହୋଇଥାଏ । ଯେଉଁ ମହିଳା ମାନେ ହସିଲେ ଗାତ ହୋଇଯାଉଥାଏ । ସେମାନେ ଲମ୍ପଟୀ ପ୍ରକୃତିର ହୋଇଥାନ୍ତି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *