କେଉଁ ଭୁଲ ପାଇଁ ଜନ୍ମ ହୋଇଥାଏ ଯାଆଁଳା ଛୁଆ (Twin babies), ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ କେଉଁଠି ନା କେଉଁଠି ନିଶ୍ଚୟ ଦେଖିଥିବେ । କେତେ ସ୍ଥାନ ରେ ଯାଆଁଳା ପିଲା ସଂପୂର୍ଣ୍ଣ ଏକା ଭଳି ଦେଖାଯିବା ସମୟରେ ପୁଣି କେତେ ସ୍ଥାନ ରେ କିଛି ଭିନ୍ନ ଭିନ୍ନ ପ୍ରକାରର ମଧ୍ୟ ଦେଖା ଯାଇଥାନ୍ତି । ବନ୍ଧୁଗଣ ଏକ ଗର୍ଭବତୀ ମହିଳା ର ଯାଆଁଳା ପିଲା ହେବାର ମଧ୍ୟ କାରଣ ମଧ୍ୟ ସେହି ଗର୍ଭବତୀ ମହିଳା ହିଁ ହୋଇଥାଏ । ଅନେକ ଥର ଏପରି ଶୁଣିବାକୁ ମିଳେ ଯେ ଯେତେବେଳେ ଏକ ଗର୍ଭବତୀ ମହିଳା ଟି ଗର୍ଭ ଧାରଣ ସମୟରେ ଯାଆଁଳା ଫଳ କିଛି କହି ଦେଇଥାଏ,

ତେବେ ଏହାଦ୍ଵାରା ସେହି ଗର୍ଭବତୀ ମହିଳା ଟିର ଯାଆଁଳା ସନ୍ତାନ ହୋଇଥାଏ । କିନ୍ତୁ ବନ୍ଧୁଗଣ ଯଦି ଆମେ ବିଜ୍ଞାନ କୁ ଦେଖିବା ତେବେ ବୈଜ୍ଞାନିକ ଓ ଡାକ୍ତର ମାନେ ଏହାର ଭିନ୍ନ ଭିନ୍ନ କାରଣ ମାନ କହିଛନ୍ତି । କି କାହିଁକି ଏକ ଗର୍ଭବତୀ ମହିଳାର ଗର୍ଭରେ ଏକ ଶୂକ୍ରାଣୁ ଦୁଇଟି ଘୃଣ ର ରୂପ ନେଇଥାଏ ।

ବନ୍ଧୁଗଣ ପ୍ରଥମେ ଯେଉଁ ମହିଳା ମାନେ ଅଧିକାଂଶ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି ବା ଯେଉଁ ମାନେ ଅଧିକ ଗର୍ଭପାତ କରାଇଥାନ୍ତି ସେମାନଙ୍କ ଠାରେ ହିଁ ଯାଆଁଳା ସନ୍ତାନ ହେବାର ସମ୍ଭାବନା ଅଧିକ ଥାଏ । ଏହାର କାରଣ ହେଉଛି ଅଧିକ ଗର୍ଭ ନିରୋଧକ ବଟିକା ସେବନ କରିବା ଦ୍ଵାରା ଶରୀରରେ ହଲିକାଲ ଶିମୋଲାଇଟିନ ହରମୋନ ର ମାତ୍ରା କମି ଯାଇଥାଏ ।

ଯାହାଫଳ ରେ ଶୁକ୍ରାଣୁର ଦ୍ଵିତୀୟ ଅଣ୍ଡକୋଷ ତିଆରି ହୋଇ ଯାଇଥାଏ । ଫଳରେ ଗୋଟିଏ ସ୍ଥାନରେ ଦୁଇଟି ସନ୍ତାନ ର ଉତ୍ପତି ହୋଇଥାଏ । ଦ୍ଵିତୟରେ ବନ୍ଧୁଗଣ ଏହା ବଂଶାନୁକ୍ରମେ ହେବାର ମଧ୍ୟ ଦେଖା ଯାଇଥାଏ । ଯେପରି କି ଯେଉଁ ପରିବାରରେ ପୂର୍ବରୁ ହିଁ ପ୍ରଥମେ କାହାର ଯାଆଁଳା ସନ୍ତାନ ଜନ୍ମ ହୋଇଥିବେ, ସେହି ପରିବାର ରେ ଯାଆଁଳା ସନ୍ତାନ ହେବାର ଦେଖା ଯାଇଥାଏ ।

ତୃତୀୟ ରେ ଯେଉଁ ମହିଳା ମାନେ ଅଧିକାଂଶ ଆମିଷ ଭକ୍ଷଣ କରିଥାନ୍ତି, ସେମାନଙ୍କ ଶରୀରରେ ମୋଟପା ରହିବା ସହ ଉଚ୍ଚତା ମଧ୍ୟ ଅଧିକ ରହିଥାଏ । ଏପରି କ୍ଷେତ୍ରରେ ମଧ୍ୟ ଯାଆଁଳା ପିଲା ହେବାର ସମ୍ଭାବନା ଅଧିକ ଥାଏ । କାରଣ ଏମାନଙ୍କ ହରମୋନ ରେ ଅଧିକାଂଶ ପରିବର୍ତ୍ତନ ହେବାର ଦେଖା ଯାଇଥାଏ ।

ଚତୁର୍ଥ ରେ ବନ୍ଧୁଗଣ ଯେଉଁ ମହିଳା ମାନେ ପୂର୍ବରୁ ହିଁ ଦୁଇଟି ବା ଗ୍ତିନୋଟି ସନ୍ତାନ ଜନ୍ମ କରି ସାରିଛନ୍ତି, ସେମାନଙ୍କ କ୍ଷେତ୍ର ରେ ମଧ୍ୟ ଯାଆଁଳା ସନ୍ତାନ ହେବାର ସମ୍ଭାବନା ଅଧିକ ଥାଏ । କାରଣ ସେମାନଙ୍କ ଶରୀରରେ ଅଣ୍ଡକୋଷ ବଢିବା ର ସମ୍ଭାବନା ବଢିଯାଇଥାଏ । ଓ ସେହି ଅଣ୍ଡକୋଷ ଗୁଡିକ ସୁରକ୍ଷିତ ମଧ୍ୟ ରହିଥାଏ ।

ପଞ୍ଚମ କାରଣ ଟି ହେଉଛି ସ୍ଥାନ । ବନ୍ଧୁଗଣ ଏହା ଏକ ବୃହତ କାରଣ ଅଟେ । ସବୁଠାରୁ ଅଧିକ ଯାଆଁଳା ସନ୍ତାନ ଆଫ୍ରିକା ରେ ହେବାର ଦେଖା ଯାଇଥାଏ । ଏହାର କାରଣ ହେଇଉଛି ସେଠାକାର ଜଳବାୟୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *