କହିଲ ଦେଖି;- ଝିଅମାନଙ୍କ କେଉଁ ଅଙ୍ଗକୁ ଛୁଇଁଲେ ସେମାନେ ଅଧିକ ଖୁସି ହୋଇ ଜାଆନ୍ତି

ଆଜି ଆମେ ଆପଣ ମାନଙ୍କୁ ଏଠାରେ କିଛି GK ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟ ରେ କହିବା ପାଇଁ ଚାହିଁବୁ । ଏମିତି ରେ ଆଜିର ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ କୈଣସି ଟିଭି ସୋ ବା କୈଣସି ବଡ ବଡ ଜବ୍ ଇଣ୍ଟରଭିୟୁ ରେ ଏମିତି କିଛି ସାଧାରଣ ପ୍ରଶ୍ନ ଗୁଡିକ କୁ ପଚାରୁ ଥିବା ବେଳେ ଆମ ପାଖରେ ସେହି ସବୁ ର ସଠିକ ଉତ୍ତର ମାନ ରହି ନ ଥାଏ ।

ସେମିତି କ୍ଷେତ୍ର ରେ ଆମେ ଆଜି୍ ଆପଣ ମାନଙ୍କ ପାଇଁ କିଛି ସେମିତି୍ ହିଁ ପ୍ରଶନ୍ନ ସହିତ ଉତ୍ତର ନେଇ କରି ଆସିଛୁ । ଜାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ କୈଣସି ସ୍ଥିତି ରେ ପରିକ୍ଷା ରେ ଉତିର୍ଣ୍ଣ ହୋଇ ପାରିବେ । ଆମେ ଆଜି ଆପଣ ମାନଙ୍କୁ ସାଧାରଣ ଞ୍ଗାନ ସମନ୍ଧିୟ କିଛି ପ୍ରଶ୍ନ ଏବଂ ଏହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ,   ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

ଆସନ୍ତୁ ଜାଣିବା ପ୍ରଶ୍ନ ଗୁଡିକୁ : –

1: କାହାକୁ ପୃଥିବୀ ର ଫୁପଫୁସ୍ ବୋଲି କୁହା ଯାଏ ?

ଉତ୍ତର;- ଏହାର ଉତ୍ତର ହେଲା ଆମାଜନ୍ ବର୍ଷା ଅରଣ୍ୟ ।

2: କେଉଁ ମସିହା କୁ ଆନ୍ତର୍ଯ୍ୟାତୀୟ ଆଳୁ ଦିବସ ରୂପେ ପାଳନ କରା ଜାଇ ଥିଲା ?

ଉତ୍ତର;- 2008 ମସିହା କୁ ଆନ୍ତର୍ଯ୍ୟାତୀୟ ଆଳୁ ଦିବସ ରୂପେ ପାଳନ କରା ଜାଇ ଥିଲା । ।

3: ଆଳୁ ଉତ୍ପାଦନ ରେ ଭାରତ କେତେ ନମ୍ବର ସ୍ଥାନ ରେ ରହିଛି ?

ଉତ୍ତର;- ଏହାର ସଠିକ୍ ଉତ୍ତର ହେଲା ଦ୍ୱତୀୟ ସ୍ଥାନ ରେ ।

4: ଆଳୁ ଉତ୍ପାଦନ ରେ ପ୍ରଥମ ସ୍ଥାନ ରେ କିଏ ରହିଛି ?

ଉତ୍ତର;- ଏହାର ଉତ୍ତର ହେଲା ଚୀନ୍ ।

5 : ଭାରତ ରେ କେଉଁ ରାଜ୍ୟ ଆଳୁ ଉତ୍ପାଦଦନ ରେ ଅଧିକ ଅଟେ ?

ଉତ୍ତର;- ଏହାର ଉତ୍ତର ହେଲା ଉତ୍ତର ପ୍ରଦେଶ ।

6: ଭାରତୀୟ ଜାତୀୟ ଫଳ ର ନାମ କଣ ?

ଉତ୍ତର;- ଏହାର ଉତ୍ତର ହେଲା ଆମ୍ବ ।

7 :  ଝିଅଙ୍କର କେଉଁ ଅଙ୍ଗକୁ ଛୁଇଁଦେଲେ ସେମାନେ ବହୁତ ଖୁସି ହୋଇଥାନ୍ତି, ?

ଏହାର ଉତ୍ତର ହେଲା ଯଦି ପ୍ରତିଟି ଝିଅର ଗାଲକୁ ତମେ ସ୍ନହରେ ଛୁଇଁ ଥାଅ ତେବେ ସେ ବହୁତ ଖୁସି ହୁଅନ୍ତି, ଏହା ଏକ ସାଇକୋଲୋଜିକାଲ ଫ୍ୟାକ୍ଟ ଅଟେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *