ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ, ମଜାଦାର, ରହସ୍ୟମୟ, କୌତୁକ ପୂର୍ଣ ପ୍ରଶ୍ନ ଏବଂ ଉତ୍ତର ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା ।
ପ୍ରଶ୍ନ- ଭାରତ ସରକାର ବିଦେଶ ରେ ଫସି ରହିଥିବା ଭାରତୀୟ ଙ୍କୁ ଭାରତ ଆସିବା ପାଇଁ କେଉଁ ଅଭିଯାନ କରିଥିଲେ?
ଉତ୍ତର – ବନ୍ଦେ ଭାରତ ମିଶନ
ପ୍ରଶ୍ନ – କୋଭିଡ-୧୯ ମୁକାବିଲା ପାଇଁ କେଉଁ ରାଜ୍ୟ କୋଭା ଆପ ଲଞ୍ଚ କରିଥିଲା ?
ଉତ୍ତର – ପଞ୍ଜାବ
ପ୍ରଶ୍ନ- ମୁକୁନ୍ଦ କେଉଁ ଦେବତା ଙ୍କର ନାମ ?
ଉତ୍ତର – ବିଷ୍ଣୁ
ପ୍ରଶ୍ନ – ତାହା କେଉଁ ଜିନିଷ ଯାହା ନମିଲିଲେ ପୁଅ ମାନେ ହାତରେ କାମ ଚଳେଇ ଦିଅନ୍ତି ?
ଉତ୍ତର- ଚାମଚ
ପ୍ରଶ୍ନ- କେଉଁ ପ୍ରାଣୀର ବେକରେ ହୃତପିଣ୍ଡ ଥାଏ?
ଉ- ଜିରାଫ ।
ପ୍ରଶ୍ନ- ଦୁନିଆରେ ସବୁଠାରୁ ଶକ୍ତିଶାଳୀ ସେନା କେଉଁ ଦେଶ ପାଖରେ ଅଛି ?
ଉ- ଆମେରିକା ।
ପ୍ରଶ୍ନ- ସୂର୍ଯ୍ୟ କିରଣ ପୃଥିବୀ ପୃଷ୍ଠରେ ପହଁଚିବାକୁ କେତେ ସମୟ ଲାଗିଥାଏ ?
ଉ- ୮ ମିନିଟ ୨୦ ସେକେଣ୍ଡ ।
ପ୍ରଶ୍ନ- ଉଡାଯାହାଜ ଉଡାଣ ଆରମ୍ଭ କରିବା ଆଗରୁ ଏ.ସି. କାହିଁକି ବନ୍ଦ କରାଯାଏ ?
ଉ- ଇଞ୍ଜିନ କୁ ଅଧିକ ପାୱାର ଆବଶ୍ୟକ ।
ପ୍ରଶ୍ନ-ମାସିକଧର୍ମ ସମୟରେ ସେକ୍ସ କରିବା ଠିକ ନା ଭୁଲ?
ଉ- ଭୁଲ
ପ୍ରଶ୍ନ- କେଉଁ ଗଛ ମାଂସ ଖାଇଥାଏ?
ଉତ୍ତର – କମଣ୍ଡଳୁ
ପ୍ରଶ୍ନ- କେଉଁ ପଶୁ ବହି ଯାଉଥିବା ପାଣିକୁ ପିଏ ନାହିଁ ?
ଉ- ମେଣ୍ଢା ।
ପ୍ରଶ୍ନ- କେଉଁ ବିରାଟକାୟ ପଶୁ ଡେଇଁ ପାରେ ନାହିଁ?
ଉ- ହାତୀ ।
ପ୍ରଶ୍ନ- କେଉଁ ଫୁଲ ପାଖକୁ ଭ୍ରମର ବି ଯାଇପରେନାହିଁ ?
ଉ-କିଆ ଓ କେତକୀ ଫୁଲ ।
ପ୍ରଶ୍ନ- କେଉଁ ପକ୍ଷୀ ତାର ଜୀବନରେ ଥରେ ମାତ୍ର ଜନ୍ମ ଦିଏ?
ଉ- କାଉ ।
ପ୍ରଶ୍ନ- କେଉଁ ଜୀବ ତାର ଜୀବନ କାଳ ଭିତରେ ବେଶି ଶୋଇଥାଏ ?
ଉ- ବେଙ୍ଗ ।
ପ୍ରଶ୍ନ- କେଉଁ ବୟସର ମହିଳାମାନେ ବହୁତ ଅଧିକ ରୋମାଣ୍ଟିକ ହୋଇଥାନ୍ତି?
ଉ- ୨୮ ରୁ ୩୪ ବର୍ଷ ବୟସ ମହିଳା ମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ।
ପ୍ରଶ୍ନ- ଆଖିରେ ଯଦି ଫେବିକୁଇକ ଲାଗିଯିବ ତାହେଲେ କଣ ହେବ?
ଉ- ଆଖି ଫାଟି ଯାଇପାରେ ।
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।