କେଉଁ ଅଭିଶାପ ଯୋଗୁ ମହିଳାଙ୍କୁ ଋତୁସ୍ରାବ ହୋଇଥାଏ, କ’ ଣ ପାଇଁ ମହିଳାଙ୍କୁ ସହିବାକୁ ପଡେ ମାସିକ ଧର୍ମର ଯନ୍ତ୍ରଣା…

ନମସ୍କାର ବନ୍ଧୁଗଣ ,    ଆଜି ଆମେ ଜାଣିବା ଝିଅମାନଙ୍କୁ ଋତୁସ୍ରାବ ମାସିକ ପୀଡା କଣ ପାଇଁ ହୋଇଥାଏ ଏବଂ ଏହାର ପଛରେ ଥିବା ଚରିତ୍ରୀକ ଶ୍ରାପ ବିଷୟରେ । ନର ରୁ ଜାତ ହୋଇଥିବା ନାରୀ କୁ ମିଳିଲା ଏମିତି ଏକ ଶ୍ରାପ ଯାହାକୁ ଏବି ବି ଭୋଗୁଛନ୍ତି ନାରୀ ଜାତି । ପ୍ରତି ମାସରେ ହେଉଥିବା ଏହି ମାସିକ ପୀଡା କାହିଁକି ଏତେ ଯନ୍ତ୍ରଣା ଦେଇଥାଏ । ଆଜି ଆମେ ନାରୀ କୁ ଦେଇଥିବା ଦୁଇ ଟି ଘୋର ଶ୍ରାପ ବିଷୟରେ ଆଲୋଚୋନ କରିବା ।

ପ୍ରଥମ ଶ୍ରାପ ହେଉଛି ଋତୁସ୍ରାବ ହେବ ସମୟରେ ନାରୀ କୁ ପୀଡା ହେବ ଏବଂ ଦ୍ଵିତୀୟ ଶ୍ରାପ ହେଉଛି ନାରୀର ପେଟରେ କୋଣସି ବିଷୟ ଲୁଚିକି ରହିପାରିବ ନାହିଁ । ଏହା ଆପଣମାନେ ସମସ୍ତେ ଜାଣିଥିବେ ଯେ ନାରୀର ପେଟରେ କୋଣସି ବିଷୟ ଅଧିକ ସମୟ ପାଇଁ ରହିନଥାଏ । ତେଣୁ ଏହି ଦୁଇ ଟି ଶ୍ରାପ କେଉଁଥି ପାଇଁ ଦିଆଯାଇଅଛି ନାରୀଙ୍କୁ ଏହାର ପଛରେ ଏମିତି କଣ ଘଟିଛି ଯାହାର ପରିଣାମ ସ୍ଵରୂପେ ଆଜି ବି ଭୋଗିବାକୁ ପଡୁଛି ସ୍ତ୍ରୀ ଙ୍କୁ ଏହି ପୀଡା ।ଦ୍ଵିତୀୟ ଅଭିଶାପ ଟି ଯୁଧିଷ୍ଟର ମହାଭାରତ ସମୟରେ ସମସ୍ତ ନାରୀ ଜାତିକୁ ଦେଇଥିଲେ ।

ଏହି ଅଭିଶାପ କାହାଣୀ ହେଉଛି  ମହାଭାରତ ଯୁଦ୍ଧରେ  ଅର୍ଜୁନ ଅଙ୍ଗରାଜ କର୍ଣ୍ଣ ଙ୍କୁ ମାରିଦେଇଥିଲେ , ତେବେ ମାତା କୁନ୍ତୀ କର୍ଣ୍ଣଙ୍କର ମରଣ ରେ ଦୁଃଖିତ ହୋଇ ପାଞ୍ଚ ପାଣ୍ଡବ କୁ ଏହି ସତ୍ୟ କହିଥିଲେ । ଯେ କର୍ଣ୍ଣ ତାଙ୍କ ଶତ୍ରୁ ନୁହେ ବରନ୍ତୁ ତାଙ୍କ ବଡ ଭାଇ ଅଟେ । ଏହା ସହିତ ମାତା କୁନ୍ତୀ ପାଣ୍ଡବମାନଙ୍କୁ କର୍ଣ୍ଣ ଙ୍କ ଜନ୍ମ ସମ୍ବନ୍ଧରେ କହିଥିଲେ , ଯେ ସେ କିପଋ ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିଥିଲେ ଏବଂ ସୂର୍ଯ୍ୟଦେବ ଏଥିରେ ପ୍ରସନ୍ନ ହୋଇ ତାଙ୍କୁ ପୁତ୍ର ସନ୍ତାନର ବର ଦେଇଥିଲେ ।

ଏହି ସମସ୍ତ ବିଷୟ କୁନ୍ତୀଙ୍କ କୁଆରୀ କନ୍ୟା ଥିବା ସମୟରେ ଭୁଲରେ ଘଟିଯାଇଥିଲା ଏବଂ କୁଆରୀ ବୟସରେ ସେ କର୍ଣ୍ଣ କୁ ନଦୀରେ ଛାଡି ଦେଇଥିଲେ । ଏହି ସମସ୍ତ  ଶୁଣିବା ପରେ ଯୁଧିଷ୍ଟର ମାତା କୁନ୍ତୀ କୁ କହିଲେ ମାତା ଯଦି ଆପଣ ଏହି ସମସ୍ତ ବିଷୟ ଆଗରୁ କହିଦେଇଥାନ୍ତି । ତେବେ ଆଜି ଆମକୁ ଏହି ଦିନ ଦେଖିବାକୁ ପଡି ନ ଥାନ୍ତା । ତେଣୁ ଏହି ସମୟରେ ଯୁଧିଷ୍ଟର ସମଗ୍ର ନାରୀ ଜାତିକୁ ଏହି ଶ୍ରାପ ଦେଇଥିଉଲେ  ଯେ ନାରୀଙ୍କ ପେଟରେ କୋଣସି ରହସ୍ୟ ବିଷୟ ଅଧିକ ସମୟ ପାଇଁ ରହିବ ନାହିଁ ।

ନାରୀମାନଙ୍କୁ ଯେଉଁ ମାସିକ ପୀଡା ହୋଇଥାଏ ଏହାର କାରଣ ହେଉଛି ଥରେ ଦେବୀମାନଙ୍କ ଦେବୀ ବୃହସ୍ପତି ଇନ୍ଦ୍ରଦେବଙ୍କ ଠାରୁ କୃଧିତ ହୋଇଯାଇଥିଲେ ଏହାର ଲାଭ ଉଠାଇ ଅଶୂର ମାନେ ଇନ୍ଦ୍ର ପୁରରେ ପଶିଆସିଲେ ଏହାର ଭୟରେ ଇନ୍ଦ୍ର ଦେବ ସ୍ଵରଗ ପୁର ଛାଡି ପଳେଇଲେ ଏବଂ ଏହାରି ମୁକ୍ତି ପାଇଁ ସେ ଜଣେ ବ୍ରହ୍ମ ଜ୍ଞାନୀ ର ଧ୍ୟାନ କରିଥିଲେ । କିନ୍ତୁ ଏହି ବ୍ରହ୍ମା ଜ୍ଞାନୀଙ୍କ ମାତା ଅଶୂର ସପକ୍ଷ ଏବଂ ତାହାକୁ ସାହାଯ୍ୟ କରିଥିଲେ ।

ଏହି ବିଷୟ ଜାଣି ଇନ୍ଦ୍ର ଦେବ କୃଧିତ ହୋଇ ସେହି ବ୍ରହ୍ମ ଜ୍ଞାନୀଙ୍କ ହତ୍ୟା କରିଦେଇଥିଲେ । ଇନ୍ଦ୍ରଦେବଙ୍କ ଉପରେ ବ୍ରହ୍ମା ହତ୍ୟାର ପାପ ଛାଡିଯାଇଥିଲେ । ତେଣୁବ ଏହି ପାପ ର ନିବାରଣ ପାଇଁ ଦେ ସୂର୍ଯ୍ୟଦେବଙ୍କ ଜପ କରିଥିଲେ ଏବଂ ଏଥିରେ ପ୍ରସନ୍ନ ହୋଇ ସୂର୍ଯ୍ୟ ଦେବଙ୍କ ଇନ୍ଦ୍ରଙ୍କ ପାପ କୁ ଚାରି ଭାଗରେ ବଣ୍ଟନ କରି ଥିଲେ । ଏହି ଭାଗରେ ନାରୀମାଙ୍କୁ ମଧ୍ୟ ଏକ ଭାଗ ପଡିଲା ତେଣୁ ଋତୁସ୍ରାବ ସମୟରେ ନାରୀଙ୍କୁ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *