କେତେ ବି ଖରାପ ଚୁଟି ହେଉ ନ କାହିଁକି, ଚୁଟି ଝଡିବା ଏକା ଥରେ ବନ୍ଦ ହେଇଯିବ, କରନ୍ତୁ ଏହି ଉପାୟ- Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ, ଯାହାର ପ୍ରାୟୋଗ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ ଘନ ଏବଂ ଲମ୍ବା ହୋଇଯିବ ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ଏବଂ ଏହି ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ଯତ୍ନ ମଧ୍ୟ ନେଉ ନାହାନ୍ତି ଏବଂ ସମସ୍ତ ଙ୍କ ପାଖରେ ଟାଇମ ର ଅଭାବ ରହିଥାଏ ଯାହାଫଳରେ ସେମାନେ ନିଜ କେଶର ଯତ୍ନ ମଧ୍ୟ ନେଇ ପାରନ୍ତି ନାହିଁ । ଯାହାଫଳରେ କେଶ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ । ଯଥା, କେଶ ଝଡ଼ିବା, କେଶ ଧଳା ହୋଇଯିବା, କେଶରେ ରୂପୀ ହୋଇଯିବା ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ଏବଂ ଏହା ସହିତ କେଶ ଘନ, ମଜବୁତ ଏବଂ ଲମ୍ବା ହୋଇଯିବ । ବନ୍ଧୁଗଣ ଏହି ଉପଚାର ରେ ଆଵଶ୍ୟକ ସାମଗ୍ରୀ ଆପଣଂକୁ ଅତି ସହଜରେ ମିଳିଯିବ ଏବଂ ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଂକୁ ଅଧିକ ସମୟ ମଧ୍ୟ ଲାଗିବ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।

ଆଜି କାଲି ର ଅଶୁଦ୍ଧ ପରିବେଶ ଏବଂ ଭେଜାଲ ମିଶ୍ରିତ ଖାଦ୍ୟ ଦ୍ୱାରା ଆମ ଶରୀର କୁ ଏହା ବହୁତ ପ୍ରଭାବିତ କରୁଛି । ଯାହା ଫଳରେ ଆମକୁ ଅନେକ ରୋଗ ହେବା ସହ ବୟସ ପୂର୍ବରୁ ଆମ କେଶ ଧଳା ହେବା ସହ ଝଡ଼ିବାକୁ ମଧ୍ୟ ଲାଗିଥାଏ । ତେବେ ଏହାର ଉପଚାର ପାଇଁ ଆମେ କିଛି ଘରୋଇ ଉପଚାର ବିଷୟରେ ଆଲୋଚନା କରିବା ଯାହା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଯିବ ।

ପ୍ରଥମେ ଆପଣ ନିଜ କେଶ ର ଲମ୍ବ ଅନୁସାରେ ମେଥି କୁ ନେବେ ଏବଂ ୧୨ ଘଂଟା ତାକୁ ପାଣି ଭିତରେ ଭିଜାଇ ଦେବେ । ଏହା ଦ୍ୱାରା ମେଥି ର ସବୁ ଭଲ ଗୁଣ ସେହି ପାଣି ଭିତରକୁ ଆସିଯାଇଥାଏ । ତେଣୁ ତାକୁ ପୁରା ରାତି ଭିଜିବାକୁ ଛାଡ଼ିଦେବେ । ସକାଳେ ଏହା ଫୁଲି ଯାଇଥାଏ ଏବଂ ମେଥିର ସବୁ ଭଲ ଗୁଣ ପାଣି ଭିତରକୁ ଆସି ଯାଇଥାଏ । ମେଥିର ଅନେକ ଔଷଧୀୟ ଗୁଣ ରହିଥାଏ ଯାହା ଆମ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ସେହି ପାଣି ରୁ ମେଥି କୁ କାଢି ତାକୁ ଗ୍ରାଇଡିଂ କରିବା ଏବଂ ସେଥିରେ ସେହି ପାଣି କୁ ମଧ୍ୟ ମିଶାଇ ପାରିବା । ଏହା ପରେ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଅଦା ରସ ଏବଂ ପିଆଜ ରସ ର ଆବଶ୍ୟକ । ମେଥି ପେଷ୍ଟ ରେ ଏହି ରସ କୁ ମିଶାଇ ବା ଏହା ସହିତ ଏକ କ୍ୟାସ୍ଟର ତେଲ ମିଶାଇବା ତା ସହ ଆଲୋବେରା ଜେଲ ମଧ୍ୟ ନେବା ଏହି ସବୁ କୁ ମିଶେଇ ନିଜ ମୁଣ୍ଡ ରେ ଏବଂ ଚୁଟି ର ଅଗରେ ଲଗାଇଦେବା ଏହା ପରେ ୨ ଘଂଟା ପର୍ଯ୍ୟନ୍ତ ରଖିବେ ଏବଂ ପରେ ଆପଣ ନିଜ କେଶ କୁ ଧୋଇ ପାରିବେ । ଏହା ଛଡା ଭିଜା ମେଥି କୁ ସକାଳେ ସେହି ପାଣି ସହ ମେଥି କୁ ମଧ୍ୟ ଖାଇବା ଦ୍ୱାରା ଆମ କେଶ ଲମ୍ବା, ଘନଏବଂ ସୁନ୍ଦର ଦେଖାଜିଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *