କେହି କେତେ ବି ମାଗୁ ନା କାହିଁକି ନିଜର ଏହି ୫ ଟି ଜିନିଷ କାହାକୁ ଦେବେ ନାହିଁ, ନହେଲେ ସାରା ଜୀବନ ଭିକାରି ହେଇ ରହିବେ- Vastu Tips

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ । ମଣିଷ ଜୀବନରେ ଆସୁଥିବା ଏହି ସବୁ ସମୟ ତାର କର୍ମର ପ୍ରତିକ୍ରିୟା ହୋଇଥାଏ ଯାହାଦ୍ୱାରା ମଣିଷ ବଞ୍ଚି ପାରେ ନାହିଁ ।

ଯଦି ଆଜି କୌଣସି ମାଜିସ ଦୁଃଖରେ ଅଛି ତା ହେଲେ ସେ ନିଜ ଭୁଲ ପାଇଁ ଅଛି ତେଣୁ ତାକୁ ସେହି ଭୁଲକୁ ଖୋଜିବା ଉଚିତ । ବନ୍ଧୁଗଣ ବାସ୍ତୁଶାସ୍ତ୍ରରେ ମଣିଷ ଜୀବନ ସହ ଜଡିତ ଏପରି କିଛି କର୍ମ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ଵାରା ମଣିଷକୁ ଲାଭ ମିଳିଥାଏ ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି କାମ ବିଷୟରେ ଉଲ୍ଲେଖ ରହିଛି ଯାହାକୁ କରିବା ଦ୍ଵାରା ମଣିଷ ଦରିଦ୍ରତା ଭୋଗ କରିଥାଏ ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଏପରି କିଛି କାମ ରହିଛି ଯାହାକୁ ମଣିଷ ମାନେ କରିବା ଉଚିତ ନୁହେଁ ହେଲେ ଏହି ସବୁ କାମ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ବନ୍ଧୁଗଣ ଏପରି କିଛି ବସ୍ତୁ ରହିଛି ଯାହାକୁ ମଣିଷ କାହାକୁ ଦେବା ଉଚିତ ନୁହେଁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସବୁ ବସ୍ତୁ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ମଣିଷ ଭୁଲ ସେ ମଧ୍ୟ ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ବସ୍ତୁ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଘଣ୍ଟା । ଆପଣ ମାନେ ଭୁଲ ସେ ମଧ୍ୟ ନିଜ ଘଣ୍ଟାକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । କାରଣ ଯେଉଁ ବସ୍ତୁକୁ ଆମେ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିଥାଉ ସେହି ବସ୍ତୁ ଆମ ଜୀବନ ସହ ଜଡିତ ହୋଇ ରହିଥାଏ ଓ ସେହି ବସ୍ତୁ ଆମ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଯଦି ଆପଣ ନିଜ ଘଣ୍ଟାକୁ ଅନ୍ୟ କାହାକୁ ଦେଇଦେବେ ତା ହେଲେ ଆପଣଙ୍କର ସମସ୍ତ ଭଲ ଓ ଖରପ ସମୟ ସେହି ବ୍ୟକ୍ତି ପାଖକୁ ଚାଲିଯାଇଥାଏ ଯାହାଫଳରେ ଆପଣଙ୍କ ପାଖକୁ ଆସିବାକୁ ଯାଉଥିବା ସମସ୍ତ ଅବସର ସେହି ବ୍ୟକ୍ତି ପାଖକୁ ଚାଲିଯାଇଥାଏ । ତେଣୁ ବନ୍ଧୁଗଣ ନିଜ ଘଣ୍ଟାକୁ ଭୁଲ ସେ ମଧ୍ୟ ଅନ୍ୟ କାହାକୁ ଦିଅନ୍ତୁ ନାହିଁ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ଜୋତା ବା ଚପଲ । କୌଣସି ମଣିଷକୁ ନିଜ ଜୋତା ବା ଚପଲକୁ ଅନ୍ୟ କାହାକୁ ଦେବା ଉଚିତ ନୁହେଁ ଓ ଏହା ସହିତ ଅନ୍ୟ କାହାର ଜୋତା ବା ଚପଲକୁ ବ୍ୟବହାର କରିବା ଉଚିତ ନୁହେଁ । ଏହି ଭୁଲ କରିବା ଦ୍ଵାରା ଆପଣ ନିଜର କୌଣସି କାମରେ ଉନ୍ନତି କରିପାରିବେ ନାହିଁ । ଏହା ସହିତ ଆପଣଙ୍କ ଜୀବନରେ ଆସୁବାକୁ ଯାଉଥିବା ସମସ୍ତ ସଫଳତା ଅନ୍ୟ ଲୋକଙ୍କ ଜୀବନକୁ ଚାଲିଯାଇଥାଏ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ।

୩. ବନ୍ଧୁଗଣ ଆପଣ ମାନେ ଭୁଲ ସେ ମଧ୍ୟ ନିଜ ପୋଷାକକୁ ଅନ୍ୟ କାହାକୁ ଦେବେ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଶରୀରରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ ଓ ଏହା ସହିତ ଆପଣଙ୍କ ଭାଗ୍ୟ ଉପରେ ମଧ୍ୟ ଏହାର ନକରାତ୍ମକ ପ୍ରଭାବ ପଡିପାରେ ।

୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ଝାଡୁ । ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନେ ନିଜ ଘରର ଝାଡୁକୁ ଅନ୍ୟ କାହାକୁ ଦେଇଥାନ୍ତି । ହେଲେ ବନ୍ଧୁଗଣ ଏହା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ଝାଡୁ ହେଉଛି ମା ଲକ୍ଷ୍ମୀଙ୍କ ସ୍ୱରୂପ । ଯଦି ଆପଣ ନିଜ ଘରର ଝାଡୁକୁ ଅନ୍ୟ କହାକୁ ଦେବେ ତା ହେଲେ ଆପଣଙ୍କ ଘରର ଲକ୍ଷ୍ମୀ ସେହି ବ୍ୟକ୍ତି ଘରକୁ ଚାଲିଯିବେ । ଯାହାଫଳରେ ଆପଣଙ୍କୁ ଆଜୀବନ ଦରିଦ୍ରତା ଭୋଗ କରିବାକୁ ପଡିପାରେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *