କେବଳ ୪ ଦିନ ଲଗାନ୍ତୁ, ଆଖି ତଳ କଳା ଦାଗ ଏମିତି ଗାୟବ ହୋଇଯିବ ଯେମିତି କେବେ ବି ନଥିଲା (Beauty Tips)

ବନ୍ଧୁଗଣ, ସାଧାରଣତ ଆଖି କୁ ସୁନ୍ଦର ବନାଇବା ଝିଅ ମାନଙ୍କ ପାଇଁ ସବୁଠାରୁ ମହତ୍ଵପୂର୍ଣ୍ଣ ଅଟେ । ଏଥିପାଇଁ ସେମାନେ ଆଇ ଲାଇନର ଲଗାଇଥାନ୍ତି, ମସ୍କରା ଲଗାଇଥାନ୍ତି, ଆଇଲେଶେଷ ମଧ୍ୟ ଲଗାଇଥାନ୍ତି ।

ମାତ୍ର ଆପଣଙ୍କ ଆଖି ତଳେ ଡାର୍କ ସରକଲ୍ସ ଅଥବା କଳାଦାଗ ପଡିବାର ଆପଣ ଦେଖିଲେ, ତାହା ଆପଣଙ୍କର ସୁନ୍ଦରତା କୁ ନଷ୍ଟ କରିଦେଇଥାଏ । ଡାର୍କ ଶର୍କର୍ଲ୍ସ ଅଥବା କଳାଦାଗ ପଡିବାର ମୁଖ୍ୟ କାରଣ ହୋଇଥାଏ ପାଣିର ଅଭାବ, ନିଦ ପୂର୍ଣ୍ଣ ନ ହେବା, ଅଥବା ଅଧିକ ଶୋଇବା । ଅଧିକ ଶୋଇବା ସହିତ ଅଧିକ ଚିନ୍ତା ତଥା କାରଣରୁ ଆପଣଙ୍କୁ ଏହିଭଳି ସମସ୍ୟା ର ସମୁଖୀନ ହେବାକୁ ପଡିବ ।

ଆଖି ପତା ତଳୁ କଲାଦାଗ କୁ ଦୂର କରିବା ପାଇଁ ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ଏହାକୁ ଆପଣ କିଭଳି ବନାଇବେ । ଆପଣ ଗୋଟିଏ ବଡ ଆଳୁ ନିଅନ୍ତୁ ଏହାପରେ ଏହାକୁ ଭଲ ଭାବରେ ଧୋଇ ଏଥିରୁ ଚୋପା କାଢି ଦିଅନ୍ତୁ । ଏହାପରେ ଆପଣ କାକୁଡି ନିଅନ୍ତୁ ଏହି ୨ ଟି ସାମଗ୍ରୀ କୁ ଗ୍ରେଟର ସାହାର୍ଯ୍ୟ ରେ ଗ୍ରେଟ କରି ନିଅନ୍ତୁ । ଏହାପରେ ଏହାର ରସ ବାହାର କରି ନିଅନ୍ତୁ । ଆଳୁରୁ ନ୍ୟାଚୁରାଲ ବ୍ଲିଚିଂ ଏଜେନ୍ସ ମିଳିଥାଏ ଏହା ଆପଣଙ୍କ ସ୍କିନ ଉଜ୍ଵଳ କରିଥାଏ । ଏହାପରେ ଆପଣ ଏକ ପାତ୍ରରେ ଏକ ଚାମଚ କାକୁଡି ରସ ଏବଂ ଏକ ଚାମଚ ଆଳୁ ରସ ନିଅନ୍ତୁ ।

ଏହାପରେ ଆପଣ ଏକ ଚାମଚ ଏଲୋଭେରା ଜେଲ ନିଅନ୍ତୁ । ଏହି ଜେଲ କୁ ଆପଣ ଏହି ରସ ରେ ଭଲ ଭବାରେ ମିଶାଇ ଦିଅନ୍ତୁ । ଏଲୋଭେରା ରେ ଆଣ୍ଟି ଏଜିଙ୍ଗ ପ୍ରୋପୋଟିଜ ମିଳିଥାଏ । ଏହାପରେ ଆପଣ ଏହି ମିଶ୍ରଣ ରେ ଅଧ ଚାମଚ ମହୁ ମିଶାନ୍ତୁ । ଏହା ନ୍ୟାଚୁରାଲ ସୁଗାର ହେବା ସହିତ ଆମ୍ଭ ସ୍କିନ କୁ ଏହା ଗ୍ଲୋଇଙ୍ଗ ବନାଇଥାଏ । ଆପଣ ଏହି ସମଗ୍ର ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଆପଣ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଏହି ମିଶ୍ରଣ କୁ ଫ୍ରିଜ ରେ ରଖି ଦିଅନ୍ତୁ । ଏହାପରେ ୧୫ ମିନିଟ ପରେ ଆପଣ ଏହାର ପ୍ରୟୋଗ କରି ପାରିବେ ।

ପ୍ରାଏ ୫ ଦିନ ପର୍ଯ୍ୟନ୍ତ ଏହି ମିଶ୍ରଣ କୁ ଆପଣ ଷ୍ଟୋର କରି ରଖି ପାରିବେ । ଏହାକୁ ଆପଣ ନିଜ ଡାର୍କ ଶର୍କଲ ଏରିଆ ରେ ଲଗାଇବା ପୂର୍ବ ରୁ ସେହି ଜାଗାକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହାପରେ ଆପଣ ଏହାକୁ ନିଜ ଆଙ୍ଗୁଳିରେ ନେଇ ନିଜ ଡାର୍କ ଶର୍କଲ ଏରିଆ ରେ ଲଗାନ୍ତୁ । ୨୦ ରୁ ୩୦ ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ଲଗାଇ ରଖନ୍ତୁ ।

ଏହାପରେ ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଆପଣ ଦେଖିବେ ୧ ମାସ ମଧ୍ୟରେ ଆପଣଙ୍କ ଆଖି ତଳ କଳାଦାଗ ସଂପୂର୍ଣ୍ଣ ଭାବରେ ଗାୟବ ହୋଇଯିବ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *