କେବଳ ମାତ୍ର 1 ଗ୍ଳାସ ଏହାକୁ ସେବନ କରି ଦେଖନ୍ତୁ… ଆଁଠୁ, ଗଣ୍ଠି ଜନିତ ସବୁ ସମସ୍ଯାରୁ ତୁରନ୍ତ ଆରାମ ପାଆନ୍ତୁ !

ନମସ୍କାର ବନ୍ଧୁଗଣ , ଆଜି ଆମେ ଆପଣମାନଙ୍କୁ ଗଣ୍ଠି ବିନ୍ଧା କୁ ଦୂର କରିବାର ସହଜ ଉପାୟ କହିବୁ ଯାହାକୁ ଆପଣଙ୍କ ଘରେ ତିଆରି କରିପାରିବେ ଏବଂ ଏହାକୁ ପ୍ରୋୟଗ କରି  ଆଣ୍ଠୁ , ଗଣ୍ଠି ବିନ୍ଧା କୁ ସବୁ ଦିନ ପାଇଁ ଦୂର କରିନେବେ । ଆସନ୍ତୁ ଜାଣିବା ଏହା ବିଷୟରେ ଡାକ୍ତର ସାଲିମ ଜେଦୀ ଆପଣମାନଙ୍କୁ ଏକ ଘରୋଇ ଉପାୟ କହିବେ ଓ ଏହାକୁ କିପରି ଖାଇବା ଉଚିତ୍ତ ଏହା ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ।

କୋଣସି ଜିନିଷ କୁ ସମାଧାନ କରିବା ପୂର୍ବରୁ ଏହାର କାରଣ ଜାଣିବା ନିହାତି ଜରୁରୀ ହୋଇଥାଏ । ଆମ ଦେଶ ରେ ପୁରୁଷଙ୍କ ତୁଳନା ରେ ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ଏହା ଅଧିକ ଦେଖାଯାଇଥାଏ । ଶରୀରରେ ଆଣ୍ଠୁ ବିନ୍ଧା କାଲସିୟମ ର ଅଭାବରୁ ହୋଇଥାଏ । ଆମ ବଢୁଥିବା ବୟସ ଯୋଗୁ ଶରୀର ରେ କାଲସିୟମ ର ଅଭାବ ପରିଲକ୍ଷିତ ହୋଇଥାଏ ।

କାଲସିୟମ ଅଭାବ ରୁ ବିନ୍ଧା ଯେକୋଣସି ସ୍ଥାନରେ ହେଇପାରେ , କିନ୍ତୁ ପ୍ରଥମେ ଏହା ଦେଖାଯାଇଥାଏ ଆଣ୍ଠୁ ରେ କାରଣ ଆମ ଶରୀର ଅଧିକାଂଶ ଭାର ଆଣ୍ଠୁ ରେ ପଡିଥାଏ , ତେଣୁ କରି ଆମ ଓଜନ ବୃଦ୍ଧି ହେବା ଯୋଗୁ ମଧ୍ୟ ଆଣ୍ଠୁ ବିନ୍ଧା ଦେଖାଯାଏ । ତେଣୁ ଏହି ସବୁ କାରଣ ଯୋଗୁ ଆପଣଙ୍କୁ ଆଣ୍ଠୁ ରେ ଥିବା କ୍ୟାଟାଲେଜ୍ ଘଷି ହୋଇ ଗ୍ରୀସ୍ କମିଯାଇଥାଏ । ଆସନ୍ତୁ ଜାଣିବା ଆଣ୍ଠୁ ବିନ୍ଧା ହେଲେ ଆମ କୁ କଣ କରିବା ଉଚିତ ।

ସାଧାରଣତ ଆମେ ଦେଖିଥାଉ ଯେ ଆଣ୍ଠୁ ବିନ୍ଧା ଦେଖାଗଲେ ଆମେ ଚାଲିବା ଉଠିବା ଶରୀରରେ କୋଣସି ପ୍ରକାରର କାମ କରିବାକୁ ଇଛା କରିନଥାଉ କେବଳ ଶରୀର କୁ ଆରାମ ଦେଇଥାଉ । ଡାକ୍ତରଙ୍କ କହିବା ଅନୁସାରେ ଆରାମ ଦେବା ଉଚିତ୍ , ମାତ୍ର କିଛି ନ କରିବା ଆଣ୍ଠୁ କୁ କାମ ନ ଦେବା ଏହା ଭୁଲ ହୋଇଥାଏ  । ଏହି ସମୟରେ ଆପଣଙ୍କୁ ଧୀରେ ଧୀରେ ଚାଲିବା ଉଚିତ , ସାଇକେଲ ଚଳେଇବା ଆମ ଆଣ୍ଠୁ ପାଇଁ ଭଲ ହୋଇଥାଏ  ।

ଏହା ସହିତ ଆପଣ swimming କରିପାରିବେ ଓ ଆଣ୍ଠୁ ରେ ବରଫ ର ଘଷିବା ଉଚିତ୍  , ଆଣ୍ଠୁ ରେ କନା  କୁ ବାନ୍ଧିବା ଓ ଶୋଇଲା ସମୟରେ ଆଣ୍ଠୁ ତଳେ ତକିଆ ର ବ୍ୟବହାର ଆଦି କରିବା ଉଚିତ୍ । ଯଦି ଆପଣଙ୍କ ଶରୀରରେ କାଲସିୟମ ର ଅଭାବ   ରହୁଛୁ ତେବେ କାଲସିୟମ କୁ ବୃଦ୍ଧି  କରିବା ଦରକାର ।  ଆପଣ ଏହି ଉପାୟ ପାଇଁ ଆବଶ୍ୟକ ଜିନିଷ ହେଉଛି 50 gm ମେଥି , 50 gm ଜୀରା , ସଣ୍ଟି 50 gm  ଓ ଗୋଲ ମରୀଚ 50 gm ଏହି ସବୁ ଜିନିଷ କୁ ଗ୍ରାଇଣ୍ଡିଙ୍ଗ କରି ଏହାକୁ ଛାଣି ବାହାରିଥିବା ପାଉଡର କୁ ଡବାରେ ରଖି ।

ସକାଳ ଓ ରାତି ଦୁଇ ସମୟରେ ଏହାକୁ ଗରମ ପାଣି ରେ ପକେଇ ପିଇବା ଦ୍ଵାରା ଆପଣଙ୍କ ଆଣ୍ଠୁ ବିନ୍ଧା ଦୂର ହୋଇଥାଏ । ଏହାକୁ ଏକ ମାସ ଯାଏ ନିଶ୍ଚିତ ନେବା ଉଚିତ୍ । ଆମ ପୋଷ୍ଟ କୁ ଅନ୍ୟମାନଙ୍କୁ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *