କରନ୍ତୁ ଏହି ଉପାୟ ଘରୁ ମୂଷା ଦୌଡି ଦୌଡି ପଳେଇବେ…

ବନ୍ଧୁଗଣ ଆଜି ଆମେ ଜାଣିବା ମୂଷା ଘରୁ ବାହାର କରିବାର ଘରଇ ଉପଚାର । ଯେଉ ଘରେ ମୂଷା ଥାଏ ସେହି ଘରେ ଥିବା ଲୋକ ମାନଙ୍କର ଭଉତିକ ବିକାସ ଠିକ୍ ସେ ହୋଇପାରେ ନାହି । ମୂଷା ଘରେ ମଇଳା ଆଉ ଦରିଦ୍ରକୁ ଜନ୍ମ ଦେଇ ଥାନ୍ତି ।

ଯାହାର କାରଣରୁ ଘରେ କେତେ ପ୍ରକାର ବିମାରି ଆସିଥାଏ । ସେ ମାନେ ଆମ ଘରର ସବୁ ଖାଦ୍ୟ କୁ ନଷ୍ଟ କରି ଦେଇଥାନ୍ତି ଷ ଏହା ବ୍ୟତିତ ମୂଷା ରହିବା ୱଦ୍ୱାରା ପିଲା ମାନଙ୍କୁ ବିମାରି ହୋଇଥାଏ । ପ୍ରାଇ ଲୋକମାନେ ମୂଷାକୁ ଘରୁ ବାହାର କରିବା ପାଇଁ କିତି ସବୁ ଉପାୟ ବାହାର କରି ଥାନ୍ତି । ବଜାରରେ ବି କେତେ ପ୍ରକାର ଓୌଷଧ ମିଳି ଥାଏ ମୂଷାକୁ ମାରିବା ପାଇଁ କିନ୍ତୁ ହେଲେବି ମୂଷା କମନ୍ତି ନାହିଁ ।

କିନ୍ତୁ ଆଜି ମୁ ଆପଣଙ୍କୁ ଘରଇ ଉପଚାର ବସୟରେ କହିବି ଯାହା ସୁରଖିତ ଅଟେ । ଆଉ ଏଥି ଦ୍ୱାରା ମୂଷାବି କମିଜିବେ । ଆଉ ଏହିଁ ଜିନିଷ ସହଜରେ ଆପଣଙ୍କ କଗଚେନ୍ ରା ମିଳିଜିବ । ତ ଚାଲନ୍ତୁ ଜାଣିବା ସେହି ଉପାୟ ବିସୟରେ ।

ପ୍ରଥମ ଉପାୟଟି ହେଲା ପେପର୍ ମିଟ୍ ଅୟଲେ ପେପର ମିଟ୍ ତେଲର ବ୍ୟବହାର ରେ ଆମେ ଅତି ସହଜରେ ମୂଷାକୁ ସହଜରେ ବାହାର କରି ପାରିବା । କାରଣ ଏହି ତେଲର ମନ୍ଧ ବହୁତ ହାଡ୍ ହୋଇଥାଏ । ଆଉ ଏହାକୁ ମୂଷା ମାନେ ସୟନ କରି ପାରନ୍ତି ନାହିଁ । କଟନ ବା ତୁଳାର ଛଟ ଛଟ ଗୁଳା କରି ସେଥିରେ ପେପର ମିଟ୍ ତେଲକୁ ଲଗାଇ ଦିଅନ୍ତୁ ।

ଆଉ ଏହାକୁ ସେହି ସ୍ଥାନରେ ରଖାଇ ଦିଅନ୍ତୁ ଯେଉଠି ମୂଷା ମାନେ ରହିଥାନ୍ତି । ଏବଂ ଏହାର ମନ୍ଧ ଜୀବା ମାତ୍ରେ ମୂଷା ମାନେ ସେଠୁ ବାହାରି ଯିବେ ତ ବନ୍ଦୁଗଣ ଏହା ଗୋଟିଏ ଭଲ ଗୁଣ ଅଟେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *