କରନ୍ତୁ ଏହି କାମ ଝିଅ ରହିପାରିବ ନାହଁ ତୁମକୁ ଛାଡିକି…

ଆମେ ଆଜି ଆପଣ ମାନଙ୍କୁ ନିଜର ବୟଫ୍ରେଣ୍ଡ କୁ ସ୍ୱାମୀ ଭାବୁ ଥିବା ଝିଅ ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ଏମିତି ଝିଅ ମାନଙ୍କୁ ଆପଣ ମାନେ କେବେ ବି ସନ୍ଦେହ କରନ୍ତୁ ନାହିଁ । ଏମାନେ ଆପଣ ମାନଙ୍କ ସହିତ ଜିବନ କଟାଇବା ପାଇଁ ରାଜି ଥାନ୍ତି । ସେମିତି ରେ ଆସନ୍ତୁ ସେହି ପରି ଝିଅ ମାନଙ୍କ ବିଷୟ ରେ ଜାଣି ନେବା

ପ୍ରଥମେ ହେଲା ପ୍ରତିବାଦ୍ କରୁ ନ ଥିବା ଝିଅ ମାନେ ।ବୟଫ୍ରେଣ୍ଡ ଯେତେ ବେଳେ ଜାହା ମାଗିଲେ ବି ସେମାନେ ବାହାର କରି ଦେଇ ଥାନ୍ତି । ଯେମିତି କି ସେମାନେ ଶାରୀରିକ ସଂମ୍ପର୍କ କଥା କହିଲେ ବି ସେମାନେ ବହୁତ ସହଜ ରେ ସମର୍ପଣ କରନ୍ତି ।

ଏହି ଝିଅ ମାନେ ସରଳ ବିଶ୍ୱାସୀ ବହୁତ ସହଜ ରେ ନିଜର ବୟଫ୍ରେଣ୍ଡ ପାଖରେ ବିଶ୍ୱସ୍ଥ ରୁହନ୍ତି । ଦି୍ତୀୟ ନମ୍ବର ରେ ହେଉଛି ଆପଣ ଙ୍କ ବିଷୟ ରେ ସବୁ କିଛି ମନେ ରଖିବା । କିଛି ଝିଅ ମାନେ ଅଟନ୍ତି ଯେଉଁ ମାନେ ଆପଣ ମାନଙ୍କ ସହିତ ଯୋଡିତ ସବୁ କଥା କୁ ମନେ ରଖନ୍ତି ।

ଆପଣ ମାନଙ୍କର ସବୁ ମେସେଜ୍ କୁ ସେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି । ଆପଣଙ୍କର ଇଂମ୍ପୋଟାଣ୍ଟ ଡେଟ୍ ବି ତାର ମନେ ରହିଛି । ଯେମିତି କି ଆପଣଙ୍କ ଜନ୍ମ ଦିନ ଆପଣଙ୍କ ସବୁ ସିମ୍ ର ନମ୍ବର ଏବଂ ଆପଣ ମାନଙ୍କ ପ୍ରଥମ ମିଳନ ର ଦିନ ଏହି ମେସେଜ୍ ସବୁ । ବା ଆପଣ ମାନଙ୍କ ସହିତ ରହି ଥିବା ସଂମ୍ପର୍କ ର ତାରିଖ ବିଷୟ ରେ ଯଦି ସେ ସଂମ୍ପର୍ଣ୍ଣ ଭାବେ ମନେ ରଖିଛି ତେବେ ବିଶ୍ୱାସ କରନ୍ତୁ ସେ ଆପଣ ମାନଙ୍କୁ ବହୁତ ଭଲ ପାଏ ।

ତୃତୀୟ ନମ୍ବର ରେ ରହିଛି ନିଜର ଟ୍ରାଡିସନ୍ ସହିତ କନେକ୍ସନ ବନେଇବା ଏହି ପରି ଝିଅ ମାନଙ୍କୁ ଆପଣ ମାନେ ସନ୍ଧେହ କରିବା ବହୁତ ବଡ ଭୁଲ ହେବ । ଯେଉଂ ଝିଅ ମାନେ ନିଜର ସୋସାଇଟି ଏବଂ ପରିବାର ସହିତ ମିଶି ଆପଣଙ୍କ ସହିତ ଆଗେଇ ଯାଏ ତେବେ ସେହି ପରି ଝିଅ ମାନେ ଆପଣ ମାନଙ୍କୁ ପ୍ରକୃତ ରେ ଭଲ ପାଆନ୍ତି ଆପଣ ମାନେ କେବେ ବି ସେମାନଙ୍କୁ ସନ୍ଧେହ କରିବା କଥା ନୁହେଁ । ଏମାନେ ଆପଣ ନ ଥିବା ବେଳେ ଅନକୋମ୍ଫ ଟେବୁଲ ଫିଲ୍ କରେ ଏବଂ ଏମାନେ ଆପଣ ମାନଙ୍କୁ ନ ଦେଖିଲେ ରହି ପାରନ୍ତି ନାହିଁ । ତେବେ ଏମାନେ କେବେ ବି ଆପଣ ଙ୍କୁ ଧୋକା ଦେବେ ନାହିଁ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *