Jyotish Shastra- କାଲି ଠାରୁ ଶେଷ ହେବ ଶନିଙ୍କ ସାଢେସାତୀ, ଏହି 6 ଟି ରାଶିଙ୍କୁ ମିଳିବ ଅପାର ଖୁସି, ଲାଗିବ ଲଟେରୀ

ହିନ୍ଦୁ ଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ବ୍ୟକ୍ତି ଜୀବନରେ ଯେଉଁ ସବୁ ପରିବର୍ତ୍ତନ ହୋଇଥାଏ ତାହା ଭଗବାନ ଶନିଦେବଙ୍କ କାରଣରୁ ହୋଇଥାଏ । ଅନେକ ସମୟରେ କଠିନ ପରିଶ୍ରମ କରିଲେ ମଧ୍ୟ ସଫଳ ମିଳିପାରେ ନାହି । ଆଉ କେତେକ ସମୟରେ ବ୍ୟକ୍ତି ଖୁବ କମ ପରିଶ୍ରମ କରି ବଡ ସଫଳତା ହାସଲ କରିଥାଏ । ଆji ଆମେ ଆପଣ ମାନଙ୍କୁ ଆସନ୍ତା କାଲି ଠାରୁ ଶନିଙ୍କ ସାଢେଷାତି ଶେଷ ହେବା କାରଣରୁ କିଛି ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ସେହି ବିଷୟରେ କହିବାକୁ ଯାଉଛୁ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କର ସାଢେଷାତି ଶେଷ ହେବାକୁ ଯାଉଛି । ବ୍ୟବସାୟରେ ବଡ ସଫଳତା ଲାଭ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନର ଆଗମନ ହେବ । ଘର ପରିବାରରେ ଖୁଶିର ଆଗମନ ହେବ ।

ମିଥୁନ ରାଶି : ଆପଣଙ୍କ ପାଇଁ ସମୟ ଶୁଭ ପରିଣାମ ନେଇକି ଆସିବ । କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଆପଣ ଚିନ୍ତା କରିବେ । ପାରିବାରିକ ଜୀବନ ଉତ୍ତମ ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ ।

ମେଷ ରାଶି : ଏହି ରାଶିର ଲୋକଙ୍କୁ ବେପାର କ୍ଷେତ୍ର ରେ ଫାଇଦା ମିଳିବ । କାର୍ଯ୍ୟ କ୍ଷେତ୍ର ରେ ବଡ ସଫଳତା ପ୍ରାପ୍ତ ହେବ । କୌଣସି ନିସ୍ପତି ନେବା ପୂର୍ବ ରୁ ବିଚାର କରନ୍ତୁ । ପ୍ରତିଯୋଗୀ ପରୀକ୍ଷା ରେ ଛାତ୍ର ମାନେ ସଫଳ ହେବେ ।

ତୁଳା ରାଶି : ଆପଣଙ୍କ ଜୀବନରେ ଆଗାମୀ ସମୟ ଲାଭକାରୀ ହେବ । କାର୍ଯ୍ୟ ଭାର ପାଇଁ ସମୟ ଉତ୍ତମ ରହିବ । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ସାମାଜିକ କ୍ଷେତ୍ର ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ରେ ସୁଧାର ଆସିବ ।

ଧନୁ ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ଶନିଙ୍କ ସାଢେଷାତି ର ପ୍ରଭାବ ରହିଥିଲେ ମଧ୍ୟ ସମୟ ଭଲ ରହିବ । ଭାଇ ଭଉଣୀ ଙ୍କ ଠାରୁ ସହଯୋଗ ପାଇବେ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଚାକିରି କ୍ଷେତ୍ର ରେ ବଡ ସଫଳତା ଲାଭ କରିବେ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଆଗାମୀ ସମୟ ସାନଦାର ରହିବ । କାର୍ଯ୍ୟ କ୍ଷେତ୍ର ରେ ଥିବା ମତଭେଦ ଦୂର ହେବ । ଛାତ୍ର ମାନେ କଠିନ ପରିଶ୍ରମ କରିଲେ ସଫଳ ହେବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

କନ୍ୟା ରାଶି : ଆପଣଙ୍କୁ ସାମାଜିକ କ୍ଷେତ୍ର ରୁ ମାନ ସମାନ ପ୍ରାପ୍ତ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ପାରିବାରିକ ଜୀବନ ସୁଖମୟ ରହିବ । ବେପାର ବାଣିଜ୍ୟ କ୍ଷେତ୍ରରେ ଦୁଇ ଗୁଣା ଧନ ଲାଭ ହେବ ।

କୁମ୍ଭ ରାଶି : ଆପଣ ନିଜର ଦାୟିତ୍ଵ ଠିକ ଭାବେ ପୁରା କରିବେ । ଘର ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *