କାହାର ନାମ ଭାବି ବାଛନ୍ତୁ ମାତ୍ର ଗୋଟିଏ ନମ୍ବର ! ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପ୍ରତି ଥିବା ଭାବନା ! Tarot Card Reading

ନମସ୍କାର ବନ୍ଧୁଗଣ , ଆପଣଙ୍କ ଆଗରେ ପାଞ୍ଚିଟି ନମ୍ବର ରହିଛି । ଏଥି ମଧ୍ୟରୁ ଆପଣମାନେ ଯେକୋଣସି ନମ୍ବର କୁ ବାଛି ପାରିବେ । ଆପଣ ଚାହିଲେ ନିଜ ପାଇଁ ଏହାକୁ ବାଛି ପାରିବେ ବା ଅନ୍ୟ ଏକ ବ୍ୟକ୍ତି ଯାହାକୁ ଆପଣ ଭଲ ପାଆନ୍ତୁ । ସେହି ବ୍ୟକ୍ତି ଆପଣଙ୍କ ବିଷୟରେ କଣ ଭାବୁଛି ଏହା ମଧ୍ୟ ଏହା ମଧ୍ୟରେ ଆପଣ ଜାଣିପାରିବେ । ଏହା ଏକ ମିଥ୍ୟା ଏହା ଭାବନ୍ତୁ ନାହିଁ ଏଥିରେ ସତ୍ୟ ରହିଛି ।

ଆପଣଙ୍କ ମନରେ ଯେଉଁ ବ୍ୟକ୍ତି ବିଷୟରେ ଆପଣ ଜାଣିବାକୁ ଇଛା କରନ୍ତି ତେବେ ସେହି ଅନୁସାରେ ଗୋଟିଏ ନମ୍ବର କୁ ବାଛି ତାହାକୁ ନିଜର ମନରେ ରଖନ୍ତୁ । ଆଗକୁ  ଗଲେ ଆମେ ଜାଣିବା ଯେ ସେହି ନମ୍ବର ରେ କଣ ରହିଛି ବୋଲି । ଯେଉଁମାନେ 1 ନମ୍ବର କୁ ବାଛିଛନ୍ତି ସେମାନଙ୍କ କାର୍ଡ ରେ ଏହା ରହିଛି ଯେ  ଯେଉଁ ବ୍ୟକ୍ତିଙ୍କ ପାଇଁ ଆପଣ ଏହି କାର୍ଡ ବାଚିଛନ୍ତି ସେହି ବ୍ୟକ୍ତି ଆପଣ ଆଗରେ ଯେପଋ ଦେଖାଯାଆନ୍ତି , ସେ ସେହି ପରି ସ୍ଵଭାବ ବ୍ୟକ୍ତି ଅଟନ୍ତି ।

ସେ ବ୍ୟକ୍ତି ସର୍ବଦା ସତ୍ୟ ସହିତ ଗମନ କରନ୍ତି ତାଙ୍କ ମନରେ ଆପଣଙ୍କୁ ନେଇ କୋଣସି ଛଳ , କପଟ ନାହିଁ । ଆପଣଙ୍କ ଜୀବନରେ ସମସ୍ତେ  ତୁମର ହାତ ଛାଡି ପାରନ୍ତି , କିନ୍ତୁ ଏହି ବ୍ୟକ୍ତି ଆପଣଙ୍କୁ ଛାଡିବେ ନାହିଁ , ଆପଣଙ୍କ ଉପରେ ସେ ଅନ୍ଧ ଭାବରେ ବିଶ୍ଵାସ କରନ୍ତି । ସେ ତୁମର ପ୍ରକୃତ ବନ୍ଧୁ ହୋଇଥାନ୍ତି । 2 ନମ୍ବର କାର୍ଡ ଆପଣ ଯାହା ପାଇଁ ବାଚିଛନ୍ତି ସେ ବ୍ୟକ୍ତି ଆପଣଙ୍କୁ ବହୁତ ଗର୍ବୀ ଭାବନ୍ତି ।

ସେ ଭାବନ୍ତି କି ଆପଣ ନିଜର ଧନ , ସୁନ୍ଦରତା  କୁ ନେଇ ବେଶୀ ଅଭିମାନ କରନ୍ତି । 3 ନମ୍ବର କାର୍ଡ ଯେଉଁ ବ୍ୟକ୍ତି ପାଇଁ ଆପଣ ବାଛିଥିବେ ସେ ବ୍ୟକ୍ତି ଆପଣଙ୍କୁ ବହୁତ ପସନ୍ଦ କରନ୍ତି । ସେ ଭାବନ୍ତି କି ଆପଣ ବହୁତ ଦୁଃଖିତ ଅଛନ୍ତି ସେ ଆପଣଙ୍କ ନିକଟବର୍ତ୍ତୀ ହେବାକୁ ଚାହାନ୍ତି ଏବଂ ଆପଣଙ୍କ  ସହିତ କିଛି ସମୟ ଅତିବାହିତ କରିବାକୁ ଆପଣଙ୍କ ମନର କଥା କୁ ଶୁଣିବାକୁ  ଇଛା କରିଥାନ୍ତି  ।

ତାଙ୍କ ମନରେ ଆପଣଙ୍କ ପ୍ରତି ପ୍ରେମ ରହିଛି ଯାହାକୁ ସେ କହିବାକୁ ଚାହୁଛନ୍ତି ମାତ୍ର କହିପାରି ନାହାନ୍ତି । ସେ ଆପଣଙ୍କୁ ଛାଡିବାକୁ ଚାହାନ୍ତି ନାହିଁ ମାତ୍ର ତାଙ୍କ ପ୍ରତିକୁଳ ପରିସ୍ଥିତି ଯୋଗୁ ଆପଣଙ୍କ ପାଇଁ କିଛି କରିପାରନ୍ତି ନାହିଁ । 4 ନମ୍ବର ଯେଉଁ ବ୍ୟକ୍ତି ପାଇଁ ବାଛିଥିବେ ସେ ବ୍ୟକ୍ତି ଏହା ଭାବୁ ଛନ୍ତି କି ସେ ଆପଣ ପାଇଁ ଯୋଗ୍ୟ  ନୁହନ୍ତି ।ସେ ବ୍ୟକ୍ତି ଆପଣ କୁ ଆପଣଙ୍କ  ହକ୍ ଖୁସି ଦେଇପାରିବେ ନାହିଁ ।

ଯଦି ବନ୍ଧୁ ହିଁ ହେଇପାର ନ୍ତି ସେ ଭାବୁଛନ୍ତି କି ତମେ ତାଙ୍କୁ ଛାଡିକି ପଳେଇବ । 5  ନମ୍ବର କାର୍ଡ  ଯେଉଁ ବ୍ୟକ୍ତି ପାଇଁ ବାଛିଥିବେ ସେ ବ୍ୟକ୍ତି ବହୁତ ଭାବନ୍ତି କି ଆପଣ ବହୁତ ହସ ଖୁସିର ବ୍ୟକ୍ତି ଅଟନ୍ତି , ଯଦି ଆପଣ ତାଙ୍କ ଜୀବନରେ ଯିବେ ତେବେ ତାଙ୍କ ଜୀବନରେ ସବୁ ଦିନ ଦୀପାବଳି ପର୍ବ କରିଦେବେ । ମାତ୍ର ସେ ନିଜର ପ୍ରେମ କୁ କହିବାକୁ ଡରୁଛନ୍ତି । ଏହା ହେଉଛି ପଞ୍ଚୋଟି କାର୍ଡର ବିଶେଷତ୍ଵ ଆଶା କରେ କି ଏହା ଆପଣଙ୍କୁ ପସନ୍ଦ ହେଇଥିବ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *