Vastu Tips- କିଏ କେତେ ମାଗି ମାଗି ମରିଗଲେ ବି ଏହି ଜିନିଷ କାହାକୁ ଦିଅନ୍ତୁ ନାହିଁ ଆପଣଙ୍କ ସବୁ ଧନ ଖୁସି ତାଙ୍କ ପାଖକୁ ପଳେଇବ

ପ୍ରତେକ ମଣିଷକୁ ସାହାଜ୍ଯ କରିବା ଗୋଟେ ଭଲ କାମ ହୋଇଥାଏ । ଖାସ କରି ଜଣେ ଦରକାରୀ ବ୍ୟକ୍ତିକୁ ସାହାଜ୍ଯ କରିବା ଯାହା ଭଗବାନଙ୍କ ଆଶୀର୍ବାଦ ମିଳିବା ସହ ସମାନ ହୋଇଥାଏ ।

କିନ୍ତୁ ବିଷ୍ଣୁ ପୁରାଣ ଅନୁସାରେ ଏମିତି କିଛି ନିୟମ ରହିଛି ଯେଉଁଥିରେ ଏମିତି କିଛି ଜିନିଷ ଅଛି ଯାହା କେବେ ବି କାହାକୁ ଦେବା ଅନୁଚିତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନେ କେବେ ଶୁଣି ନ ଥିବେ ।

୧-  ଅଳଙ୍କାର ହେଉଛି ମା ଲକ୍ଷ୍ମୀଙ୍କର ଭୂଷଣ ଯାହା ତାଙ୍କର ଅତି ପ୍ରିୟ ଜିନିଷ ଅଟେ । ସେଥି ପାଇଁ ତାଙ୍କୁ ଅଳଙ୍କାରର ଦେବୀ ବୋଲି କୁହାଯାଏ । ଭୁଲରେ ବି ନିଜ ସ୍ତ୍ରୀର ଗହଣା କାହାକୁ ରୁଣ ହେଉ ବା ଦାନରେ ଦେବା ଉଚିତ ନୁହେ । ବିବାହିତା ମହିଳା ମାନେ ନିଜର ମଙ୍ଗଳସୂତ୍ର, ପାଉଁଜି ଆଦି କାହାକୁ ଦେବା ଅଶୁଭ ବୋଲି ମାନାଯାଏ । ଏହା କରିବା ଦ୍ଵାରା ଘରେ ଅଭାବ ଦେଖାଯାଏ ।

୨-  ମା ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ଝାଡୁକୁ ମାନାଯାଏ । ସେଥି ପାଇଁ ଭୁଲରେ ବି କେବେ କାହାକୁ ଝାଡୁ ଦେବା ଉଚିତ ନୁହେ । ଏହା କରିଲେ ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ । କେବେ ବି କାହାକୁ ରୁମାଲ, ଚପଲ ଦାନ କରିବା ଉଚିତ ନୁହେ । ସନ୍ଧ୍ଯା ସମୟରେ କ୍ଷୀର, ଚାଉଳ, ନଡିଆ, ଅଟା, ମଇଦା ଭଳି ଧଳା ଜିନିଷ କାହାକୁ ଦେବା ଅନୁଚିତ ଅଟେ । କାରଣ ସନ୍ଧ୍ଯା ବେଳେ ଏହି ସବୁ ଜିନିଷ ଘରୁ ଦେଲେ ନାକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।

୩- ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି । କେବେ ବି ଭୁଲରେ କାହାକୁ ନିଜ ଘରେ ଥିବା ଟଙ୍କା ଦାନ କରନ୍ତୁ ନାହି । ବିଶେଷ କରି ପର୍ବପର୍ବାଣି ବା ଏକାଦଶୀରେ କାହାକୁ ଟଙ୍କା ଦେଲେ ଘରେ ଅଭାବ ଦେଖାଯାଏ । ମା ଲକ୍ଷ୍ମୀଙ୍କୁ ଅନପୂର୍ଣ୍ଣା ଦେବୀ ବୋଲି କୁହାଯାଏ । ନିଜ ରୋଷେଇ ଘରର ବେଲଣା ପଟା ଓ କାଠି କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହି । ଏହା କରିଲେ ମା ଲକ୍ଷ୍ମୀଙ୍କର କୃପା ମିଳି ନ ଥାଏ ।

୪-  ମହିଳା ମାନେ ଗୋଡରେ ପିନ୍ଧିଥିବା ମୁଦିକୁ ଭୁଲରେ ବି କାହାକୁ ଦେବା ଉଚିତ ନୁହେ । ଏହା କରିଲେ ନିଜର କ୍ଷତି ହୋଇଥାଏ । ଏହାଛଡା ମହିଳା ମାନକୁ ନିଜ ସିନ୍ଦୁର ଥିବା ଡବାକୁ କାହାକୁ ଦାନ କରିବା ଉଚିତ ନୁହେ ।

୫-  ନିଜେ ବ୍ୟବହାରର କରୁଥିବା ପେନକୁ କାହାକୁ ଦେବା ଉଚିତ ନୁହେ । ନଚେତ ଆର୍ଥିକ ସମସ୍ଯା ଦେଖାଯାଏ । କେବେ ବି ଅନ୍ୟର ଘଣ୍ଟାକୁ ବ୍ୟବହାର କରିବା ଉଚିତ ନୁହେ । ବିବାହ ପାଇଁ ଆଣିଥିବା ମୁଦିକୁ କେବେ ବି କରଜ କରି ଆଣନ୍ତୁ ନାହି । ଅନ୍ୟମାନେ ବ୍ୟବହାର କରିଥିବା ସାବୁନକୁ କେବେ ବି ବ୍ୟବହାର କରନ୍ତୁ ନାହି ।

୬ – ଏହାଛଡା ଅନ୍ୟମାନେ ବ୍ୟବହାର କରିଥିବା ତକିଆକୁ ବ୍ୟବହାର କରନ୍ତୁ ନାହି । ମହିଳା ମାନେ ରାତିରେ କାହାକୁ ଦହି ଦେବା ଉଚିତ ନୁହେ । ଶନିବାର ଦିନ ଧଳା ରଙ୍ଗର ମୂର୍ତ୍ତି ବା ଚାନ୍ଦି ଜିନିଷ କାହାକୁ ଉପହାର ଦେବା ବା କିଣିବା ଉଚିତ ନୁହେ । ଏହା କରିଲେ ଆପଣ କରଜରେ ବୁଡି ଯିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *