ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନକୁ ଏହି ତିନି ରାଶିରେ ଜନ୍ମ ହେଇଥିବା ବ୍ୟକ୍ତି ଘୋଡ ଏବଂ ପାଦରେ କଳା ରଙ୍ଗର ଦାଗା ପିନ୍ଧିବେ ନାହିଁ । ଏହା ଦ୍ଵାରା ଆପଣମାନକ ଜୀବନରେ ଖରାପ ପ୍ରଭାବ ପକାଇଥାଏ ।ବେଳେବେଳେ ଆମ୍ଭେମାନେ ହାତ ଓ ପାଦରେ କଳା ଦାଗା ବାନ୍ଧନ୍ତି । କିନ୍ତୁ ନ ଜାଣି ପିନ୍ଧିବା ଦ୍ଵାରା ଏହାର ପ୍ରଭାବ ବ୍ୟକ୍ତିର ଜୀବନରେ ପଡିଥାଏ । ଧାର୍ମିକ ବିଶ୍ଵାସ ଅନୁସାରେ କଳା ଦାଗା ଖରାପ ନଜରୁ ବଞ୍ଚାଇଥାଏ ।
ଆଜି ଆପଣମାନକୁ ସେଇ ରାଶି ବିଷୟରେ କହିବାକୁ ଯାଉଛି । ଯେ ସେଇ ରାଶିରେ ଥିବା ବ୍ୟକ୍ତି ଭୁଲରେ ମଧ୍ୟ କଳା ଦାଗ ପିନ୍ଧିବା କଥା ନୁହେ। କାରଣ ଏହା ଦ୍ଵାରା ସେମାନକ ଜୀବନରେ ନୂତନ ସମସ୍ୟା ଓ ଅସୁବିଧା ଉତ୍ପନ ହୋଇଥାଏ ।ପ୍ରଥମରେ ବିଛା ରାଶି ଏହି ରାଶିର ସ୍ଵାମୀ ହେଉଛନ୍ତି ମଙ୍ଗଳଦେବ ଏହିମାନକ ଉପରେ ମଙ୍ଗଳର ପ୍ରଭାବ ରହିଥାଏ ।
ଯେଉ ବ୍ୟକ୍ତି ବିଛା ରାଶି ହୋଇଥାନ୍ତି । ସେମାନେ ଭୁଲରେ ମଧ୍ୟ କଳା ଦାଗା ପିନ୍ଧିବ ନାହି । କାରଣ କଳା ଦାଗା ପିନ୍ଧିବା ଦ୍ଵାରା ମଙ୍ଗଳଦେବ କ୍ରୋଧୀତ ହେଇପାରନ୍ତି। ଏବଂ ମଙ୍ଗଳର ପ୍ରଭାବ ଜୀବନର ସହିତ ସମାପ୍ତ ହେଇପାରେ । ଏହି ଦ୍ଵାରା ଜୀବନରେ ସମସ୍ୟା ଓ ଘରେ ଧରିଦ୍ରାଥା ଆସିଥାଏ। ଏହି ରାଶିର ଲୋକମାନକୁ ଲାଲ ରଙ୍ଗର ଦାଗା ପିନ୍ଧିବା ଦରକାର ।
ଏହି ଶୁଭ ହେଇଥାଏ ଓ ଏହା ଦ୍ଵାରା ବହୁତ ସୁଖ ସମବୃଦ୍ଧି ହେଇଥାଏ। ଦ୍ଵିତୀୟ ହେଉଛି ମେଷ ରାଶି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିର ସ୍ଵାମୀ ବି ହେଉଛନ୍ତି ମଙ୍ଗଳଦେବ ଆଉ ମଙ୍ଗଳଦେବକୁ କଳା ରଙ୍ଗ ବା କଳା ପଦାର୍ଥ ପସନ୍ଦ ନୁହେଁ । ଏହି କାରଣ ହେତୁ ମେଷ ରାଶି ଥିବା ବ୍ୟକ୍ତି କଳା ରଙ୍ଗର ଦାଗା ପିନ୍ଧିବା ଦ୍ଵାରା ମଙ୍ଗଳଦେବ ସେମାନକ ଜୀବନରେ ମଙ୍ଗଳର ଶୁଭ ପ୍ରଭାବକୁ ସମାପ୍ତ କରିଥାନ୍ତି ।
ଏହି କାରଣ ହେତୁ ଏହାର ପ୍ରଭାବ ତାଙ୍କ ଜୀବନରେ ପଡିଥାଏ । ଅନେକ ସମସ୍ୟା ଓ ମନ୍ଦଆତ୍ମାର ପ୍ରଭାବ ହୋଇଥାଏ । ଏହୀ ଛଡା କଳା ରଙ୍ଗର ଦାଗା ପିନ୍ଧିବା ଦ୍ଵାରା ଜୀବନରେ ସୁଖ ,ଶାନ୍ତିର ଅଭାବ ଏବଂ ଅସଫଳତା ଦେଖିବାକୁ ମିଳିଥାଏ । ଏଥିପାଇଁ ମେଷ ରାଶି ଥିବା ବ୍ୟକ୍ତି ଭୁଲରେ ମଧ୍ୟ କଳା ଦାଗା ପିନ୍ଧିବା ଉଚିତ ନୁହେଁ ।
ଏହି ରାଶିର ଲୋକମାନକ ପାଇଁ ଲାଲ ରଙ୍ଗର ଦାଗା ପିନ୍ଧିବା ଶୁଭ ହେଇଥାଏ । ଶେଷ ରାଶି ହେଉଛି ତୁଳା ରାଶି ଏହି ରାଶି ଥିବା ବ୍ୟକ୍ତି ଭୁଲରେ ମଧ୍ୟ ପିନ୍ଧିବା କଥା ନୁହେ । ଏହା ତାଙ୍କ ଜୀବନରେ ଖରାପ ପ୍ରଭାବ ପଡିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ , ଶେୟାର ଆଉ ସୋବ୍ସ୍କିର୍ବ କରନ୍ତୁ ।