ପୁରୁଷ ମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ଜୀବନ ହେବ ସୁଖମୟ- Chanakya NIti

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କର ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ । ଯେଉଁଥିରେ ଜୀବନକୁ ସୁଖ ମୟ ଓ ସରଳ କରିବା ପାଇଁ ସାହାର୍ଯ୍ୟ କରିଥାଏ ।

ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ହେଉଛି ମନୁଷ୍ୟ ମାନଙ୍କୁ ଜୀବନର ସମସ୍ତ ପରିସ୍ଥିତି ରେ କିପରି ରହିବା ଏବଂ ସେ ସମସ୍ୟା କୁ କିଭଳି ଭାବରେ ସମାଧାନ କରିବା ସେ ବିଷୟରେ ବର୍ଣ୍ଣିତ । ଚାଣକ୍ୟ ଜଣେ ବହୁତ ବଡ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ମୋର୍ଯ୍ୟ ର ରାଜା କରି ପାରିଥିଲେ । ଆଜି ଆମେ ଆଚାର୍ଯ୍ୟ ଚାଣକ୍ୟ ଙ୍କର ସ୍ତ୍ରୀ ଜ୍ଞାନ ବିଷୟରେ ଆଲୋଚନା କରିବା । ଯାହା ସେ ନିଜ ଗ୍ରନ୍ଥ ଚାଣକ୍ୟ ନୀତି ରେ ଲେଖିଛନ୍ତି । ଚାଲନ୍ତୁ ଜାଣିନେବା ସେହି ସବୁ ନୀତି ବିଷୟରେ ।

ଚାଣକ୍ୟ ଜୀଵନ କୁ ବହୁତ ଗମ୍ଭୀର ଭାବରେ ଦେଖିଛନ୍ତି । ସ୍ତ୍ରୀ ପକ୍ଷ କୁ ମଧ୍ୟ ଏକ ବିଶେଷ ଅଧ୍ୟୟନ କରିଛନ୍ତି । ଚାଣକ୍ୟ ଙ୍କ ବ୍ୟକ୍ତିତ୍ୱ ପାରିବାରିକ ଜୀବନ ଏବଂ ଇତିହାସ ଠାରୁ ଅଜଣା ଅଛି । ତାଙ୍କ ବିବାହିତ ଜୀଵନ ବିଷୟରେ ମଧ୍ୟ କିଛି ଖବର ଜଣା ନାହିଁ । ଚାଣକ୍ୟ ନାରୀ ଜୀଵନ ର ପକ୍ଷକୁ ବହୁତ ଭଲ ଭାବରେ ଲେଖିଛନ୍ତି ଏବଂ ନାରୀ ଜୀଵନ ର ଏହି ବ୍ୟାଖ୍ୟା ସର୍ଵଦା ପଥ ପ୍ରଦର୍ଶନ କରି ଥାଏ ।

ଆଜି ଆମେ ସେହି ନାରୀ ମାନଙ୍କ ବିଷୟରେ ଆଲୋଚନା କରିବା ଏବଂ ସେମାନଙ୍କ ବ୍ୟକ୍ତିତ୍ୱ ଉପରେ ଚର୍ଚ୍ଚା କରିବା ଯେଉଁ ନାରୀ ମାନେ ଅଧିକ ଚିଲାନ୍ତି ଏବଂ କାନ୍ଦି ଥାଆନ୍ତି । ଯଦି ଆପଣ ଙ୍କ ଘରେ ଏପରି ମହିଳା ଅଛନ୍ତି ଯିଏ କଥା କଥା ରେ ଚିଲାନ୍ତି ଏବଂ କାନ୍ଦନ୍ତି ତେବେ ଆପଣ ମାନେ ଏହାକୁ ନିଶ୍ଚିତ ଦେଖନ୍ତୁ ।

୧- ଚାଣକ୍ୟ ଙ୍କ ଅନୁସାରେ ମହିଳା ମାନଙ୍କ ଭିତରେ ସହିବା ଶକ୍ତି ପୁରୁଷ ମାନଙ୍କ ଠାରୁ ବହୁତ ଅଧିକ ଥାଏ । ଏବଂ ଯେତେବେଳେ କୌଣସି ସ୍ତ୍ରୀ କିଛି କଥା ରେ କାନ୍ଦି ଥାଏ । ତେବେ ଆପଣ ତାକୁ ସମ୍ମାନ ଦେବା ଆବଶ୍ୟକ । ଏହି ଭଳି ମହିଳା ଦ୍ଵିତୀୟ ବାର ମିଳନ୍ତି ନାହିଁ । ଏମାନେ ବହୁତ ସତ୍ୟ ଏବଂ ହୃଦୟ ରୁ ସଫା ଥାଆନ୍ତି ।

୨- ଦ୍ଵିତୀୟ ରେ ହେଉଛି ଯେଉଁ ନାରୀ ମାନେ କଥା କଥା ରେ କାନ୍ଦି ପକାନ୍ତି ସେମାନେ ନିଜ ପ୍ରେମୀଙ୍କ ଠାରୁ କେବେବି ଦୁରେଇ ଯିବାକୁ ଚାହାନ୍ତି ନାହିଁ । ଏହି ଭଳି ନାରୀ ପରିବାର ପାଇଁ ବହୁତ ଭଲ ବୋଲି କୁହାଯାଏ ।

୩- ତୃତୀୟ ରେ ହେଉଛି ଚାଣକ୍ୟ ଙ୍କ ଅନୁସାରେ ମହିଳା ମାନଙ୍କ ଚିଲାଇବା ଏବଂ କାନ୍ଦିବା ଦ୍ୱାରା ଅନେକ ଘାତକ ବେମାରୀ ଦୁର ହୋଇ ଯାଇଥାଏ । ଏବଂ କାନ୍ଦିବା ଦ୍ୱାରା ମନ ହାଲକା ମଧ୍ୟ ହୋଇ ଯାଇଥାଏ ଏବଂ ଏକୁଟିଆ ମଧ୍ୟ ଲାଗେ ନାହିଁ ।

୪- ଚତୁର୍ଥ ରେ ହେଉଛି କଥା କଥାରେ ଯେଉଁ ନାରୀ ମାନେ କାନ୍ଦନ୍ତି ସେମାନେ ସମସ୍ତଙ୍କ ଭାଗ୍ୟ ରେ ନଥାନ୍ତି । ତାଙ୍କ ହୃଦୟ କୋମଳ କଣ୍ଢେଇ ଭଳି ହୋଇଥାଏ । ଏବଂ ଏମାନେ କାହାର ହୃଦୟ ମଧ୍ୟ ଭାଙ୍ଗନ୍ତି ନାହିଁ । ଏବଂ ଅନ୍ୟ ର ଭାବନା କୁ ମଧ୍ୟ ସମ୍ମାନ ଦେଇଥାନ୍ତି । ଏବଂ ଏହି ଭଳି ମହିଳାଙ୍କ ହୃଦୟ ଭାଙ୍ଗିବା ଉଚିତ ନୁହେଁ ।

୫- ପଞ୍ଚମରେ ହେଉଛି ଚାଣକ୍ୟ ଙ୍କ ଅନୁସାରେ ଅଧିକ କାନ୍ଦୁଥିବା ଏବଂ ଚିଲାଉଥିବା ନାରୀ ଘା-ତ-କ ମଧ୍ୟ ହୋଇଥାନ୍ତି । ଏମାନେ ଆପଣ ଙ୍କ ମୃ-ତ୍ୟୁ ର କାରଣ ମଧ୍ୟ ହୋଇ ଥାଆନ୍ତି । କୌଣସି ମହିଳା ଭୁଲ କରି ଯଦି ଚିଲାଏ କିମ୍ବା କାନ୍ଦିବାକୁ ଲାଗେ ତେବେ ଆପଣ ସତର୍କ ହୋଇଯିବା କଥା କାରଣ ଏହି ଭଳି ମହିଳା ଚାଲାକ ଏବଂ ଚତୁର ଥାଆନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *