ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ୨ ନାମ ଥିବା ଝିଅ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ କି ଜୀବନ ସାରା ଦୁଃଖୀ ରହିଥାନ୍ତି । ଯାହାଙ୍କୁ ନିଜ ସ୍ଵାମୀ ଙ୍କ ପ୍ରେମ ମିଳି ନଥାଏ । ଆମ୍ଭ ସମାଜରେ ବିବାହ ଦୁଇ ଲୋକର ମିଳନ ନୁହେଁ ଦୁଇ ପରିବାରର ମିଳନ ହୋଇଥାଏ । ଏହି ସମାଜରେ ବିବାହ କୁ ଏଭଳି ଏକ ପବିତ୍ର ବନ୍ଧନ ମାନାଯାଇଅଛି ଯେ ଯାହା ଦୁନିଆରା ସବୁ ସମ୍ପର୍କ ଠାରୁ ଭିନ୍ନ ହୋଇଥାଏ ।
ସ୍ଵାମୀ ସ୍ତ୍ରୀ ଙ୍କର ଏହି ବନ୍ଧନ କୁ ଦୁନିଆରା ସବୁଠାରୁ ଖାସ ଏବଂ ପବିତ୍ର ସମ୍ପର୍କ ବୋଲି ମାନାଯାଇଅଛି । ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ସ୍ଵାମୀ ସ୍ତ୍ରୀ ସମସ୍ତ ବନ୍ଧନ ନିଭାଇ ଥାନ୍ତି । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯେତେ ଝଗଡା ହୋଇଥାଏ ବିପରୀତ ସେତିକି ପ୍ରେମ ମଧ୍ୟ ରହିଥାଏ । ମାତ୍ର ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ନ ରୁହେ ତେବେ ତାହାକୁ ଦେଖି ସ୍ତ୍ରୀ ନିଜ ସ୍ଵାମୀ ଠାରୁ ଦୁଃଖୀ ରହିବାକୁ ଲାଗେ । ତେବେ ଆସନ୍ତୁ ଜାଣିବା କେଉଁ ନାମର ଝିଅ ସର୍ବଦା ଦୁଖୀ ରହିଥାନ୍ତି ?
୧- P ନାମ ଥିବା ଝିଅ, ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ କେବେ ମଧ୍ୟ ନିଜ ସ୍ଵାମୀ ଙ୍କ ଠାରୁ ଖୁସି ମିଳି ନଥାଏ । ଏହା ବ୍ୟତୀତ ଏହି ନାମ ଥିବା ଝିଅ ନିଜ ସ୍ଵାମୀ ଙ୍କୁ ବହୁତ ଅଧିକ ପ୍ରେମ କରିଥାନ୍ତି ।
ଏମାନଙ୍କ ସ୍ଵାମୀ କେବଳ ଏମାନଙ୍କ ଉପରେ ଧ୍ୟାନ ଦେଇ ଏମାନଙ୍କ ସହିତ ସମସ୍ତ କଥା ସେୟାର କରନ୍ତୁ ବୋଲି ଏମାନେ ଚାହିଁଥାନ୍ତି । ଏହିଭଳି ଝିଅ ମାନଙ୍କୁ ସର୍ବଦା ନିଜ ପ୍ରେମ କୁ ହରାଇବାର ଡର ଲାଗି ରହିଥାଏ । ଯାହା କାରଣରୁ ସର୍ବଦା ଏମାନେ ଦୁଃଖୀ ରହିଥାନ୍ତି ।
୨- K ନାମ ଥିବା ଝିଅ, ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ମଧ୍ୟ ନିଜ ସ୍ଵାମୀ ଙ୍କ ଠାରୁ ଖୁସି ରହି ନଥାନ୍ତି । କେବଳ ଏତିକି ନୁହେଁ ଏମାନଙ୍କ ଦୁଖ ର ସବୁଠାରୁ ବଡ କାରଣ ହେଉଛି ଯେ ଏହି ନାମର ଝିଅ ଅଧିକାଂଶ ସମୟ ନିଜ ପ୍ରେମ ଉପରେ ସନ୍ଦେହ କରିଥାନ୍ତି ।
ମାତ୍ର ଏମାନେ ସ୍ଵଭାବରୁ ଖରାପ ଅଟନ୍ତି ନାହିଁ । ମାତ୍ର ଏମାନେ କେବେ ମଧ୍ୟ ନିଜ ସ୍ଵାମୀ ଙ୍କୁ କାହା ସହିତ ବାଣ୍ଟିବାକୁ ଭଲ ପାଇ ନଥାନ୍ତି । ଏହି କାରଣରୁ ଏମାନେ ସର୍ବଦା ଦୁଃଖୀ ରହିଥାନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।