ଘରେ ଦେଖୁଛନ୍ତି କି ଝିଟିପିଟି ? ଜାଣନ୍ତୁ ତାହାର ସାଂଘାତିକ ଅର୍ଥ- Vastu Shastra

ବନ୍ଧୁଗଣ ମଣିଷ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ । ମଣିଷ ଜୀବନର ଆଗାମୀ ସମୟରେ କଣ ହେବ ସେ ଜାଣିପାରେ ନାହିଁ ହେଲେ ଆଗକୁ କଣ ହେବାର ଅଛି ତାହାର ସଙ୍କେତ ଆମ ମାନଙ୍କୁ ଜୀବ ଜନ୍ତୁ ମାନେ ଦେଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କ ଘରେ ନିଶ୍ଚୟ ଝିଟିପିଟି ଥିବ ଓ ଆପଣ ମାନେ ମଧ୍ୟ ଝିଟିପିଟିକୁ ନିଜ ଘରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଝିଟିପିଟି ଆମ ଆଗାମୀ ସମୟ ପାଇଁ ଆମକୁ କିଛି ସଙ୍କେତ ଦେଇଥାଏ ହେଲେ ଆମେ ମାନେ ଏହି ସଙ୍କେତ ବିଷୟରେ ଜାଣିପାରି ନଥାଉ ।

କିନ୍ତୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଝିଟିପିଟି ସହ ଜଡିତ କିଛି ସଙ୍କେତ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ସଙ୍କେତ ଗୁଡିକ ବିଷୟରେ ।

୧. ଯଦି ବନ୍ଧୁଗଣ ଆପଣ ନିଜର ନୂଆ ଘରକୁ ପ୍ରବେଶ କରୁଥିବା ସମୟରେ ଏକ ମଲା ଝିଟିପିଟିକୁ ଦେଖନ୍ତି ତା ହେଲେ ଏହାର ସଙ୍କେତ ହେଉଛି ସେହି ଘରେ ପ୍ରବେଶ କରୁଥିବା ଲୋକମାନେ ରୋଗୀ ହୋଇପାରନ୍ତି । ଯଦି କୌଣସି ନୂଆ ଘରେ ପ୍ରବେଶ କରୁଥିବା ସମୟରେ କୌଣସି ଝିଟିପିଟି ଦେହରେ ମାଟି ଲାଗିଥିବାର ଦେଖନ୍ତି ତା ହେଲେ ସେହି ଘରେ ପ୍ରବେଶ କରିଥିବା ଲୋକ ମାନଙ୍କ ଶରୀର ଆଗକୁ ଅସୁସ୍ଥ ହୋଇପାରେ । ଏହି ଅଶୁଭତାରୁ ବଞ୍ଚିବା ନିମନ୍ତେ ଆପଣ ମାନେ ପ୍ରଥମେ ଗୃହ ପୂଜା କରି ଗୃହ ମଧ୍ୟକୁ ପ୍ରବେଶ କରନ୍ତୁ ।

୨. ଯଦି ବନ୍ଧୁଗଣ ଆପଣ ଦୁଇଟି ଝିଟିପିଟିଙ୍କର ଝଗଡା ଦେଖନ୍ତି ତା ହେଲେ ଏହାର ସଙ୍କେତ ହେଉଛି ଆପଣ ମଧ୍ୟ ସେହିଦିନ କୌଣସି ଲୋକଙ୍କ ସହ ଝଗଡା କରିପାରନ୍ତି । ତେଣୁ ବନ୍ଧୁଗଣ ଏହି ସଙ୍କେତ ହେତୁ ଆପଣ ମାନେ ସେହି ଦିନ ସାବଧାନ ରହିବା ଉଚିତ ।

୩. ଯଦି ବନ୍ଧୁଗଣ ଦୁଇଟି ଝିଟିପିଟି ଅଲଗା ହେବା ସମୟରେ ଆପଣ ଦେଖନ୍ତି ତା ହେଲେ ଏହାର ସଙ୍କେତ ହେଉଛି ଆପଣ ମଧ୍ୟ ନିଜର କୌଣସି ପ୍ରିୟଜନଙ୍କ ଠାରୁ ଅଲଗା ହେବେ ।

୪. ଶାସ୍ତ୍ର ଅନୁସାରେ ଦିନରେ ଭୋଜନ କରୁଥିବା ସମୟରେ ଯଦି କୌଣସି ଝିଟିପିଟିର ଶବ୍ଦ ମିଳିଥାଏ ତା ହେଲେ ଆପଣଙ୍କୁ ନିଶ୍ଚୟ ଏକ ବଡ ଶୁଭ ଖବର ମିଳିବ । ଏହା ବ୍ଯତୀତ ଆପଣଙ୍କୁ କୌଣସି ଶୁଭଫଳ ମଧ୍ୟ ପ୍ରାପ୍ତ ହେବାର ସମ୍ଭାବନା ରହିଥାଏ । ହେଲେ ବନ୍ଧୁଗଣ ଏହି ଘଟଣା ବହୁତ କମ ହୋଇଥାଏ । କାରଣ ଝିଟିପିଟି ମାନେ ଅଧିକାଂଶ ରାତ୍ରି ସମୟରେ ବୋବାଇ ଥାନ୍ତି ।

୫. ଯଦି ବନ୍ଧୁଗଣ ଆପଣଙ୍କ ମୁଣ୍ଡ ଉପରେ ଝିଟିପିଟି ପଡିଥାଏ ତା ହେଲେ ଏହାର ସଙ୍କେତ ହେଉଛି ଆପଣଙ୍କର ଧନ ସମ୍ପତି ବଢିବ । ଏହି ସଙ୍କେତ ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ମଝବୁତ ହେବା ସହିତ ଆପଣଙ୍କୁ ନିଜର ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *