ଝିଅମାନଙ୍କୁ ପୁଅ ମାନଙ୍କ ଛାତିରେ ବାଳ ଥିଲେ ପସନ୍ଦ କାହିଁକି, ଜାଣନ୍ତୁ

ବନ୍ଧୁଗଣ ମହିଳା ମାନଙ୍କୁ କେମିତିକା ପୁଅ ମାନେ ସବୁ ବେଳେ ପସନ୍ଦ ଆସନ୍ତି । କଣ ଛାତିରେ ବହୁତ ବାଳ ରହି ଥିବା ପୁଅ ମାନେ ସବୁ ସମୟରେ ଝିଅ ମାନଙ୍କୁ ପସନ୍ଦ ଆସନ୍ତି, ଯଦି ବି ପସନ୍ଦ ଆସନ୍ତି । ତେବେ କାହିଁକି । ତେବେ ଆସନ୍ତୁ ଆମେ ଏହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବା ।

ଏହି ନିକଟ ରେ ଭିନ୍ନ ଭିନ୍ନ ପ୍ରକାରର ମହିଳା ମାନଙ୍କୁ ନେଇ ଗୋଟିଏ ରିସର୍ଚ୍ଚକରା ଜାଇ ଥିଲା । ଏବଂ ଏହା ପଛରେ ରହି ଥିବା ରାଜ୍ ବିଷୟ ରେ ଜାଣିବା । ଏବଂ ସେମିତି କ୍ଷେତ୍ରରେ 17 ପ୍ରତିଶତ ମହିଳା ମାନେ କହିଛନ୍ତି କି । ସେମାନଙ୍କୁ ପୁରୁଷ ମାନଙ୍କ ଛାତି ରେ ବାଳ ନ ଥିବା ପୁରଷ ମାନେ ବହୁତ ଭଲ ଲାଗନ୍ତି ।

ଏବଂ ସେହି ପରି କ୍ଷେତ୍ର ରେ 53 ପ୍ରତିଶତ ମହିଳା ମାନେ କହିଛନ୍ତି । କି ସେମାନଙ୍କୁ କେବେ ବି ଏମିତିକା ପୁରୁଷ ମାନେ ପସନ୍ଦ ଆସନ୍ତି ନାହିଁ । ଯେଉଁ ମାନଙ୍କ ଛାତି ରେ ବାଳ ରହି ଥାଏ । ହେଲେ ହଁ ସେମାନଙ୍କୁ ସେହି ପୁଅ ମାନେ ବହୁତ ପସନ୍ଦ ଆସନ୍ତି, ଯେଉଁ ମାନଙ୍କ ଛାତି ରେ ବାଳ ସଠିକ୍ ଭାବେ କଟା ଜାଇ ଥାଏ ।

ସେମିତି ବେଳେ 53 ମହିଳା ମାନଙ୍କ କହିବା କଥା କି ସେମାନଙ୍କୁ ଏଥି ପାଇଁ ସେହି ପୁରୁଷ ମାନେ ପସନ୍ଦ ଆସନ୍ତି । ଯେଉଁ ମାନେ ଭଲ କରି ନିଜର ଛାତି ର ବାଳ କୁ କାଟି ଥାନ୍ତି । ଆଉ ବାକି 30 ପ୍ରତିଶତ ଝିଅ ମାନେ କହି ଥିଲେ କି ଛାତି ରେ ବାଳ ଥିବା ପୁରୁଷ ମାନେ ମର୍ଦାଙ୍ଗୀ ଥିବାର ଦେଖା ଜାଆନ୍ତି । ତେଣୁ ସେମାନଙ୍କୁ ସେମାନଙ୍କୁ ବହୁତ ପସନ୍ଦ । ଏମାନେ ଅଧିକ ବୁଦ୍ଧି ମାନ ପରିପୈକ ଏବଂ ଚାଲାଖ୍ ହୋଇ ଥାନ୍ତି ।

ଯେଉଁ ପୁରୁଷ ମାନଙ୍କ ଛାତି ରେ ବାଳ ନ ଥାଏ । ତେବେ ସେମାନଙ୍କ ଚିନ୍ତା ଧାର ସାଧାରଣ ଏବଂ ସେମାନଙ୍କ ମଧ୍ୟ ରେ ନିର୍ମଳତା ମିଳି ଥାଏ ।  କାରଣ ଏମିତି ଦ୍ୱାରା ସେମାନଙ୍କ ଛାତିର ଗଠନ ସମସ୍ତ ଙ୍କୁ ଜଣା ପଡେ ନାହିଁ । ସେମିତି ବେଳେ ସେହି ପୁରୁଷ ର ବର୍ଡି ସଠିକ୍ ଭାବେ ଥାଉ କି ନ ଥାଉ । କେତେକ ଝିଅ ମାନେ ଅନୁଭବ କରନ୍ତି କି ।

ହେଲେ ସେମିତି କ୍ଷେତ୍ରରେ ସଠିକ୍ ଭାବେ ବର୍ଡି ବନେଇ କରି ଯଦି କେହି ନିଜର ଛାତି ର ବାଳ ର କ୍ଲିନ୍ ସେଫ୍ କରେ ବା ଟ୍ରିମଂ କରେ ତେବେ ଅଧିକାଶଂ ଝିଅ ମାନଙ୍କୁ ପସନ୍ଦ ଆସେ । ଯେଉଁ ପୁରୁଷ ମାନଙ୍କ ଛାତି ରେ ବାଳ ଥାଏ । ସେହି ମଣିଷ ପରିଶ୍ରମୀ ଭୋଗବିଳାଶୀ ଏବଂ କାମୁକ ହୋଇ ଥାଏ । ଏମାନେ ବହୁତ ପରିଶ୍ରମୀ ଅଟନ୍ତି । ନିଜର ଲକ୍ଷ ସ୍ଥଳରେ ପହଁଚିବା ପାଇଁ କିଛି ବି କରନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *