Vastu Tips- ଯେଉଁ ସ୍ତ୍ରୀ ସ୍ବାମୀଙ୍କ ସହିତ ହିଁ ଭୋଜନ କରନ୍ତି ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ, ହୋଇପାରେ ଅନର୍ଥ

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମ ରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ କୁ ସବୁଠାରୁ ପବିତ୍ର ଏବଂ ଭଲ ସଂପର୍କ କୁହାଯାଏ । ସ୍ୱାମୀ ସ୍ତ୍ରୀ ଙ୍କ ସଂପର୍କ କୁ ନିବିଡ ଏବଂ ମଜବୁତ କରିବା ପାଇଁ ଅନେକ କଥା ରହିଛି ।

ସେହି ଭଳି ଏପରି କିଛି କଥା ଅଛି ଯାହା ଦ୍ୱାରା ସେମାନଙ୍କ ସଂପର୍କ ରେ ଫାଟ ମଧ୍ୟ ସୃଷ୍ଟି ହୋଇ ପାରେ ଏବଂ ସେମାନଙ୍କ ଭିତରେ ଅନେକ ଝଗଡା ମଧ୍ୟ ହୁଏ । ତେବେ ଆପଣ ମାନେ ଜାଣିଥିବେ କି ଗୋଟିଏ ଥାଳି ରେ ସ୍ୱାମୀ ସ୍ତ୍ରୀ ଖାଦ୍ୟ ଖାଇଲେ ସେମାନଙ୍କ ଭିତରେ ପ୍ରେମ ବଢ଼ିଥାଏ ଏବଂ ସମ୍ପର୍କ ନିବିଡ଼ ଏବଂ ଦୃଢ଼ ହୋଇଥାଏ ।

କିନ୍ତୁ ଏହା ସତ୍ୟ ନୁହେଁ ଆମ ସନାତନ ହିନ୍ଦୁ ଧର୍ମ ଅନୁସାରେ ଗୋଟିଏ ଥାଳି ରେ ସ୍ୱାମୀ ସ୍ତ୍ରୀ ଭୋଜନ କରିବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ । ତେବେ ଏହା କଣ ପାଇଁ ଏବଂ କେମିତି ସତ୍ୟ ଚାଲନ୍ତୁ ସେ ବିଷୟରେ ବିସ୍ତାର ରେ ଆଲୋଚନା କରି ନେବା ।

ଜୀଵନ ର ସବୁଠାରୁ ଆବଶ୍ୟକ ଜିନିଷ କଥା ଆସିଲେ ପ୍ରଥମେ ଆମ ମନକୁ ଗୋଟାଏ ଜିନିଷ ଆସିଥାଏ ଭୋଜନ । ହିନ୍ଦୁ ଧର୍ମ ରେ ଭୋଜନ କି ପବିତ୍ର ଏବଂ ତାକୁ ପୂଜା ମଧ୍ୟ କରାଯାଇ ଥାଏ ।
ଏହା ଛଡା ସନାତନ ଧର୍ମ ରେ ଭୋଜନ କରିବା ପାଇଁ ଅନେକ ନିୟମ ଗୁଡିକ ମଧ୍ୟ ଅଛି ଯିଏ ସେହି ନିୟମ ଗୁଡ଼ିକ ଭଲ ଭାବରେ ମାନିଥାଏ ସେ ଅନେକ ଲାଭ ରେ ରହିଥାନ୍ତି କିନ୍ତୁ ଯିଏ ଏହି ନିୟମ ଗୁଡିକ କୁ ମାନି ନ ଥାଏ ସେ ଅନେକ କଷ୍ଟ ଅସୁବିଧା ର ମଧ୍ୟ ସାମ୍ନା କରିଥାଏ ।

ସେହି ଭିତରୁ ଗୋଟିଏ ନିୟମ ହେଉଛି ସ୍ୱାମୀ ସ୍ତ୍ରୀ ଙ୍କ ଏକାଠି ବସି ଖାଇବାରେ ଵାରଣ । ତାଛଡା ହିନ୍ଦୁ ସନାତନ ଧର୍ମ ଅନୁସାରେ ଖାଦ୍ୟ ଖାଇବା ସମୟରେ ଟିଭି ଦେଖିବା ଉଚିତ ନୁହେଁ । କୌଣସି ପ୍ରକାର ର ସଙ୍ଗୀତ ମଧ୍ୟ ଶୁଣିବା ଉଚିତ ନୁହେଁ । ତାଛଡ଼ା ଖାଦ୍ୟ ଖାଉଥିବା ସମୟରେ ଅଧିକ କଥା ହେବା ଉଚିତ ନୁହେଁ । ଯଦି ଆପଣ ନିୟମ ଅନୁଯାୟୀ ଭୋଜନ କରନ୍ତି ତେବେ ଆପଣ ଙ୍କ ସୁଖ ଶାନ୍ତି ବଜାୟ ମଧ୍ୟ ରୁହେ ।

ଶାସ୍ତ୍ର ଅନୁସାରେ କାହାର ଅଇଁଠା ଖାଇବା ମଧ୍ୟ ଉଚିତ ନୁହେଁ । ଗୋଟିଏ ଥାଳି ରେ ସ୍ୱାମୀ ସ୍ତ୍ରୀ ଭୋଜନ କରିବା ଦ୍ୱାରା ପ୍ରେମ ବଢି ନ ଥାଏ । ବରଂ ସ୍ୱାମୀ ସ୍ତ୍ରୀ ଏକାଠି ଗୋଟିଏ ଥାଳି ରେ ଭୋଜନ କଲେ ଘରେ ଦାରିଦ୍ର୍ୟତା ର ବୃଦ୍ଧି ହୋଇଥାଏ ଏବଂ ଅନେକ ଅସୁବିଧା ମଧ୍ୟ ଆସିଥାଏ ତେଣୁ ସର୍ଵଦା ଶାସ୍ତ୍ର ନିୟମ ଅନୁଯାୟୀ ଖାଦ୍ୟ ଖାଇବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *