ବନ୍ଧୁଗଣ, ଭଗବାନ ଶ୍ରୀ କୃଷ୍ଣ ଙ୍କ ଅନୁଯାୟୀ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଏହି ସଂସାରରେ ସବୁଠାରୁ ମଜବୁତ ସମ୍ପର୍କ ଅଟେ । ଏହା ବ୍ୟତିତ ସଂସାରର ସବୁଠାରୁ କମଜୋର ସମ୍ପର୍କ ମଧ୍ୟ ଏହା ଅଟେ । ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମନ, ବିଚାର, ବଚନ, କର୍ମ ଏବଂ ସଂସ୍କାର ପରସ୍ପର ମଧ୍ୟରେ ମିଶିଯାଇଥାଏ ତେବେ, ଏହି ସମ୍ପର୍କ ବହୁତ ସୁଖପୂର୍ଣ୍ଣ ଏବଂ ମଜବୁତ ହୋଇଥାଏ । ଏହାର ବିପରୀତ ଯଦି ଏହାର କୌଣସି ଗୁଣ ନ ମିଳିଥାଏ ତେବେ ସେମାନଙ୍କ ଜୀବନ କ୍ଲେଶ ରେ ପରିପୂର୍ଣ୍ଣ ରହିଥାଏ ।
ଚରିତ୍ର ଏବଂ ବିଶ୍ଵାସ ଏକ କାଚ ଭଳି ହୋଇଥାଏ । ଏହାକୁ ସମ୍ଭାଳି ରଖିବାକୁ ହୋଇଥାଏ । ଜେଭଳି ଆମ୍ଭେ କାଚ କୁ ରଖିଥାଉ । ଏଥିପାଇଁ ସ୍ଵାମୀ ସ୍ତ୍ରୀ ଙ୍କୁ ନିଜ ଚରିତ୍ର କୁ ସଫା ଏବଂ ନିର୍ମଳ ରଖିବାକୁ ହେବ । ଶାସ୍ତ୍ର ଅନୁଯାୟୀ ମହିଳା ମାନଙ୍କୁ ନିଜ ସ୍ଵାମୀ ଙ୍କ ବ୍ୟତୀତ ଅନ୍ୟ କୌଣସି ପୁରୁଷ ଙ୍କ ସହିତ ଗୋଟିଏ ଆସନ ଅଥବା ଗୋଟିଏ ବାହାନ ରେ କେବେ ମଧ୍ୟ ବସିବା କଥା ନୁହେଁ । ଏଥିରେ ସେହି ବ୍ୟକ୍ତି ର ଚରିତ୍ର ମଧ୍ୟ ନଷ୍ଟ ହୋଇଯାଇଥାଏ ।
ଏହି କାରଣରୁ ଘରେ କ୍ଲେଶ ତଥା ଦରିଦ୍ରତା ବଢିଥାଏ । ଏହି କଥା ର ଧ୍ୟାନ ଅବଶ୍ୟ ରଖନ୍ତୁ । ସ୍ଵାମୀ ଙ୍କୁ ନିଜ ସ୍ତ୍ରୀ ବ୍ୟତୀତ ଏବଂ ସ୍ତ୍ରୀ ଙ୍କୁ ନିଜ ସ୍ଵାମୀ ଙ୍କ ବ୍ୟତୀତ ଅନ୍ୟ କାହା ସହିତ ବସିବା ଉଚିତ ନୁହେଁ । ଶାସ୍ତ୍ର ଅନୁଯାୟୀ ମହିଳା ମାନଙ୍କୁ ନିଜ ସ୍ଵାମୀ ଙ୍କ ପରେ ଅଥବା ସ୍ଵାମୀ ଙ୍କ ଭୋଜନ କରି ସାରିବା ପରେ ହିଁ ଭୋଜନ କରିବା ଆବଶ୍ୟକ ।
ସ୍ଵାମୀ ଙ୍କ ପୂର୍ବ ରୁ ଭୋଜନ କରୁଥିବା ସ୍ତ୍ରୀ ମାନଙ୍କର ପତିବ୍ରତା ଧର୍ମ ର ନାସ ହୋଇଯାଇଥାଏ । ଏହି କାରଣରୁ ଘରେ ନକାର୍ତ୍ମାକତା ବଢିଥାଏ । ଏବଂ ଆପଣଙ୍କ ଘରୁ ସମସ୍ତ ସୁଖ ଶାନ୍ତି ଗାୟବ ହୋଇଯାଇଥାଏ । ଏଥିପାଇଁ ମାତା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ପତି ଏବଂ ପତ୍ନୀ ଙ୍କୁ ପରସ୍ପର ର ସନ୍ନମାନ ଅବଶ୍ୟ କରିବା ଆବଶ୍ୟକ । ଯେଉଁ ମହିଳା ନିଜ ସ୍ଵାମୀ ଙ୍କ ଭୋଜନ କରିବା ପରେ ଭୋଜନ କରିଥାଏ, ତାଙ୍କ ଉପରେ ମାତା ଅର୍ଣ୍ଣପୂର୍ଣ୍ଣା ର କୃପା ସର୍ବଦା ବନି ରହିଥାଏ ।
ପରସ୍ପର ଙ୍କର ଧ୍ୟାନ ରଖିବା ଏବଂ ପରସ୍ପର ଙ୍କର କ୍ରିୟାକଳାପ ଉପରେ ନଜର ରଖିବା ଉଭୟଙ୍କ ନିମନ୍ତେ ଆବଶ୍ୟକ ଅଟେ । ପରସ୍ପରକୁ ସମୟ ନ ଦେବା ତଥା ଝଗଡା ଲଗାଇବା ଅଶୁଭ ହୋଇଥାଏ । ସ୍ଵାମୀ ସ୍ତ୍ରୀ ଙ୍କୁ କେବେ ମଧ୍ୟ ପରସ୍ପର ଙ୍କ ଉପରେ ସନ୍ଦେହ କରିବା କଥା ନୁହେଁ । ସନ୍ଦେହ କାରଣରୁ ପରିବାର ଉଜୁଡି ଯାଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।