କେବଳ କିଛି ଦିନରେ ହିଁ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ, ବାସ କରି ଦିଅନ୍ତୁ ଏହି କାମ

ବନ୍ଧୁଗଣ, ଅନେକ କାରଣ ଯୋଗୁଁ ଆମ୍ଭ ଦାନ୍ତ ହଳଦୀଆ ହୋଇଯାଇଥାଏ । ଏହା ଫଳରେ ଆମ୍ଭର ପର୍ଶନାଲିଟି କମ ହୋଇଥାଏ । ଯଦି ଆପଣଙ୍କ ଦାନ୍ତ ସୁନ୍ଦର ଦେଖା ନଯିବ, ତେବେ ଆପଣ ଖୋଲିକି କଥା ମଧ୍ୟ ହୋଇ ପାରନ୍ତି ନାହିଁ । ଯଦି ଆପଣ ନିଜ ଦାନ୍ତର କଳାପଣ ଏବଂ ଜିଦି ରୁ ଜିଦି ହଳଦିଆ ପଣ କୁ ଦୂର କରିବାକୁ ଚାହୁଁଛନ୍ତି । ତେବେ ଆପଣ ଏହି ଘରୋଇ ଉପଚାର କୁ ନିହାତି ଭାବରେ ଦେଖନ୍ତୁ ।

ଏହା ଏକ ଏଭଳି ଚମତ୍କାରୀ ଏବଂ ପ୍ରାକୃତିକ ଘରୋଇ ଉପଚାର ଅଟେ କେବଳ ୨ ମିନିଟ ଏହାର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଦାନ୍ତ ମୋତିଭଳି ଚମକିବାକୁ ଲାଗିବ । ଏହା ସଂପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ । ଏହା ପ୍ରୟୋଗ ଦ୍ଵାରା ଆପଣଙ୍କ ଦାନ୍ତ କୁ କୌଣସି ପ୍ରକାରର କ୍ଷତି ହୋଇ ନଥାଏ । ଆସନ୍ତୁ ଜାଣିବା ତେବେ ସେହି ଉପାୟ ଟି କଣ ଅଟେ ? ଆପଣ ସର୍ବ ପ୍ରଥମେ ୭ ରୁ ୮ ଟି ଲବଙ୍ଗ ନିଅନ୍ତୁ ।

ଏଥିରେ ଆଣ୍ଟି ବାୟୋଟିକ ରହିଥାଏ । ଏହା ଆପଣଙ୍କ ଦାନ୍ତ ଜନିତ ଅନେକ ପ୍ରକାରର ସମସ୍ୟା କୁ ଦୂର କରିଥାଏ । ଆପଣ ସର୍ବପ୍ରଥମେ ୮ ଟି ଲବଙ୍ଗ ନିଅନ୍ତୁ ଏବଂ ଏହାକୁ କୁଟି ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏହାପରେ ଏକ ପାତ୍ର କୁ କାଢି ନିଅନ୍ତୁ । ଏହାପରେ ଆପଣ ଏଥିରେ ଅଳ୍ପ ମାତ୍ରାରେ ଲୁଣ ର ପ୍ରୟୋଗ କରନ୍ତୁ । ଏହାପରେ ଆପଣ ଏଥିରେ ଅଳ୍ପ ମାତ୍ରାରେ ହଳଦୀ ଗୁଣ୍ଡ ମିଶାନ୍ତୁ ।

ଏହା ଆପଣଙ୍କ ଦାନ୍ତ ପାଇଁ ବହୁତ ଭଲ ଅଟେ । ଆପଣ ଅଧ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ମାତ୍ର ଏଥିରେ ଅଳ୍ପ ପାଣି ମିଶାଇବେ । କାରଣ ଏଥିରେ ଏସିଡ ର ମାତ୍ର ଅତ୍ୟଧିକ ରହିଥାଏ । ଏହାପରେ ଆପଣ କୋଲଡେଟ ଅଥବା କୌଣସି ଏକ ଟୁଥପେଷ୍ଟ ନିଅନ୍ତୁ । ଏହାପରେ ଆପଣ ପ୍ରତିଦିନ ସକାଳୁ ନିଜ ଦାନ୍ତ କୁ ଯେଉଁଭଳି ଭାବରେ ଘସନ୍ତି ସେହିଭଳି ବ୍ରସ କୁ ଆପଣ ପ୍ରସ୍ତୁତ କରିଥିବା ପେଷ୍ଟ ରେ ବୁଢାଇ ନିଜ ଦାନ୍ତ କୁ ଭଲ ଭାବରେ ଘସନ୍ତୁ । ମାତ୍ର ୨ ମିନିଟ ପ୍ରୋୟୋଗ କରି ଦେଖନ୍ତୁ । ଆପଣଙ୍କ ଦାନ୍ତ ୨ ମିନିଟ ରେ ଧଳା ହେବା ଆରମ୍ଭ ହୋଇଯିବ ।

ଆପଣଙ୍କ ଦାନ୍ତରେ ଯେଉଁ କଳାପଣ ବହୁତ ଦିନ ଧରି ବସି ରହିଥିଲା, ତାହା ଧୀରେ ଧୀରେ ଉଠିବାକୁ ଲାଗିବ । ଏହା ସହିତ ଆପଣଙ୍କ ଦାନ୍ତ ଧୀରେ ଧୀରେ ସଫା ହେବାକୁ ଲାଗିବ । ଯଦି ଆପଣଙ୍କ ଦାନ୍ତ ଅଳ୍ପ ହଳଦିଆ ଅଥବା ଅଳ୍ପ କଳା ପଡିଅଛି ତେବେ ଆପଣ ଏହି ଉପାୟ କୁ ସପ୍ତାହରେ ଥରେ ପ୍ରୟୋଗ କରନ୍ତୁ । ଆପଣଙ୍କ ଦାନ୍ତ ଧୀରେ ଧୀରେ ଧଳା ହେବା ଆରମ୍ଭ ହୋଇଯିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *